Daily Archives

July 14, 2018

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ବ୍ରହ୍ମାଣ୍ଡକର୍ତ୍ତାଙ୍କ ଭାବବିହ୍ୱଳ ଚିତ୍ର ! ବଡଦାଣ୍ଡରେ ହେଲା ଭକ୍ତ ଓ ଭଗବାନଙ୍କ…

କନକ ବ୍ୟୁରୋ : ଶରଧାବାଲିରେ ଶ୍ରୀଜିଉ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା । ମାଉସୀ ମାଆ ମନ୍ଦିରରେ ଲାଗିଛି ବଡ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦେବୀ ଦଳନ ରଥ । ସନ୍ଧ୍ୟା କାରଣରୁ ଅଧାରେ ଅଟକିଯାଇଛି ମହାପ୍ରଭୁ ଜଗନ୍ନାଥଙ୍କ ରଥ । ରଥ ଉପରେ ଚତୁର୍ଧାମୁରତିଙ୍କୁ ଦର୍ଶନ…

ଇତିହାସ ରଚିଲା ଏଥରର ରଥଯାତ୍ରା! ଦେଢ଼ ଘଂଟା ଆଗରୁ ଟଣା ହେଲା ମହାପ୍ରଭୁଙ୍କ ରଥ, ସନ୍ଧ୍ୟା ହେବାରୁ ଅଧା ବାଟରେ ଅଟକିଲା…

କନକ ବ୍ୟୁରୋ : ଆଜି ପାଇଁ ସରିଛି ରଥଟଣା । ସନ୍ଧ୍ୟା ହେବା ପୂର୍ବରୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ବଳଗଣ୍ଡି ଠାରେ ଅଟକି ରହିଛି ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଫଳରେ ଆଜି ମାଉସୀ ମା’ ଘରକୁ ଯାଇପାରି…

ବିଜୟ ମାଲ୍ୟାଙ୍କୁ ଆଦର୍ଶ କହି ଅଡୁଆରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ! କହିଲେ ମାଲ୍ୟାଙ୍କ ଭଳି ସ୍ମାର୍ଟ ହୁଅ,…

କନକ ବ୍ୟୁରୋ : ବ୍ୟାଙ୍କରୁ କୋଟି କୋଟି ହଡପ କରି ଫେରାର ଥିବା ବିଜୟ ମାଲ୍ୟାକୁ ଆଦର୍ଶ କହି ଅଡୁଆରେ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଆଦିବାସୀ ଉଦ୍ୟୋଗୀମାନଙ୍କୁ କିପରି ବ୍ୟାଙ୍କ ଋଣ ନେଇପାରିବେ, ସେ ନେଇ ଟିପ୍ସ ଦେଇ ଜୁଏଲ କହିଥିଲେ, ବିଜୟ ମାଲ୍ୟାଙ୍କ ଭଳି ସ୍ମାର୍ଟ ହୁଅ ଏବଂ…

ରସଗୋଲା କାହାର ପ୍ରସଙ୍ଗ ! ଜି.ଆଇ ମୁଖ୍ୟଙ୍କ ସୂଚନା, ୩ ମାସ ଭିତରେ ରସଗୋଲା ବିବାଦରେ ପଡିବ ପୂର୍ଣ୍ଣଛେଦ ।

ବହୁଦିନ ଧରି ରସଗୋଲାକୁ ନେଇ ଠେଲା ପେଲା ହେଉଥିବା ଓଡିଶା ଓ ପଶ୍ଚିମବଙ୍ଗ ବିବାଦରେ ପଡିବାକୁ ଯାଉଛି ପୂର୍ଣ୍ଣଛେଦ । ଆଗାମୀ ୩ମାସ ମଧ୍ୟରେ ପ୍ରକୃତରେ ରସଗୋଲା କାହାର ସ୍ପଷ୍ଟ ହୋଇଯିବ । ଓଡିଶା ତରଫରୁ ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ‘ଓଡିଶାର ରସଗୋଲା’ ନାମକ ଏକ ଚିଠି ଜି.ଆଇ କୁ…

ପୁଣି ବୁଡିଲା ଭୁବନେଶ୍ୱର ! ଶ୍ରୀଜିଉଙ୍କ ରଥ ହେଲା ଜଳବନ୍ଦୀ ।

କନକ ବ୍ୟୁରୋ : ଜଳବନ୍ଦି ଶ୍ରୀଜିଉଙ୍କ ରଥ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଇସ୍କନ ମନ୍ଦିର ସମ୍ମୁଖରେ । ଆଜି ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବା ଫଳରେ ଇସ୍କନ ସମ୍ମୁଖରେ କିଛି ଦିନ ତଳେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିର ସାମ୍ନାରେ ପ୍ରାୟ ଅଂଟାଏ ପାଣି ଜମି…

ଜାଣନ୍ତୁ ଦୁନିଆର ସବୁଠାରୁ ଅଳସୁଆ ଦେଶ କିଏ ? ଭାରତ ମଧ୍ୟ ଏହି ସୂଚିରେ ରହିଛି ସାମିଲ ।

ଆମେରିକୀୟ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ରିସର୍ଚ୍ଚରୁ ଜଣାପଡିଛି ଦୁନିଆର ସବୁଠାରୁ ଅଳସୁଆ ଦେଶ ବିଷୟରେ । ରିସର୍ଚ୍ଚ ଅନୁସାରେ ହଂକଂ ଦୁନିଆର ସବୁଠାରୁ କ୍ରିୟାଶୀଳ ଦେଶ ହୋଇଥିବା ବେଳେ ଇଣ୍ଡୋରନେସିଆ ଦୁନିଆର ସବୁଠାରୁ ଅଳସୁଆ ଦେଶ ଭାବେ ପରିଗଣିତ । ୪୬ ଦେଶକୁ ନେଇ ହୋଇଥିବା ଏକ…