Daily Archives

July 14, 2018

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘଡଘଡି, ବିଜୁଳି ସହ ପ୍ରବଳ ବର୍ଷା ଆଶଙ୍କା ! ସତର୍କ କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୧୨ ଘଣ୍ଟାରେ ରାଜ୍ୟର ୧୧ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ୧୧ଟି ଜିଲ୍ଲାରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାଛଡା ରାଜ୍ୟର ଅନ୍ୟ ୧୦ ଟି ଜିଲ୍ଲା ପାଇଁ ମଧ୍ୟ ସତର୍କ ସୂଚନା…

ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରିବା ପାଇଁ ଦୁଇ ହଜାର ରେଳ ଷ୍ଟେସନରେ କ୍ରସର ମେସିନ ଲଗାଇବ ଭାରତୀୟ ରେଳବାଇ ।

ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ଭାରତୀୟ ରେଳବାଇ ତରଫରୁ ଏକ ବଡ ପଦକ୍ଷପ ଗ୍ରହଣ କରାଯାଇଛି । ଦେଶର ଦୁଇ ହଜାର ରେଳ ଷ୍ଟେସନରେ ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ମେସିନ ଲଗାଇବ ଭାରତୀୟ ରେଳବାଇ । ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ରେଲବାଇର ୧୬ ଟି ଜୋନ ଏବଂ ୭୦ଟି ରେଳ…

ପ୍ରଥମଥର ପାଇଁ ଓଡ଼ିଶାରୁ ରାଜ୍ୟସଭାକୁ ମନୋନୀତ ହେଲେ ୨ଜଣ ! ଭାଷ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ଏବଂ ନୃତ୍ୟାଙ୍ଗନା…

କନକ ବ୍ୟୁରୋ : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଶିଷ୍ଟ ପଥରଶିଳ୍ପୀ ରଘୁନାଥ ମହାପାତ୍ର, ଓଡିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହ, ସ୍ତମ୍ଭକାର ରାକେଶ ସିହ୍ନା ଓ ଦଳିତ ନେତା ରାମ…

ଫେକ ନ୍ୟୁଜ ଉପରେ ଲାଗିବ ରୋକ ! ଏଣିକି ଖୁବ ସହଜରେ ଜଣା ପଡିବ କେଉଁଠୁ ଏବଂ କିଏ ଫରୱାର୍ଡ କରିଛି ମେସେଜ, ହ୍ୱାଟ୍ସଆପ…

ହ୍ୱାଟ୍ସଆପରେ ବ୍ୟାପୁଥିବା ଗୁଜବକୁ ନେଇ ଅନେକ ଘଟଣା ଏବଂ ଦୁର୍ଘଟଣା ଘଟିସାରିଛି । ଅନେକ ଲୋକ ଗୁଜବର ଶିକାର ହୋଇ ପ୍ରାଣ ହରାଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ ଏବେ ଏକ ନୂଆ ଫିଚର ବାହାର କରିଛି । ଯାହାର ନାଁ ହେଉଛି, “ଫରୱାଡ ମେସେଜ ଇଣ୍ଡିକେଟର” । ଏହି ଫିଚର ଦ୍ୱାରା ଜଣା…

ରାୱଲପିଣ୍ଡିର ଅଦିଆଲ ଜେଲରେ କଟିବ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ ଏବଂ ଝିଅ ମରିୟମଙ୍କ ଦିନ !…

କନକ ବ୍ୟୁରୋ : ଘରକୁ ଆସିଲେ ଗିରଫ ହେଲେ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମରିୟମଙ୍କୁ ଇସ୍ଲାମାବାଦ ବିମାନବନ୍ଦରରୁ ଗିରଫ କରାଯାଇଛି । ଗତକାଲି ରାୱଲପିଣ୍ଡିର ଅଦିୟାଲା ଜେଲରେ ଉଭୟ ରାତି କାଟିଛନ୍ତିି । ଦୁର୍ନୀତି କରି ଲଣ୍ଡନର ଏଭିଏସନ ଫିଲ୍ଡରେ ଘର…