Daily Archives

July 13, 2018

ମାଛରେ ମିଳିଲା ବିଷ, ଗ୍ରାହକ ଛାନିଆ । ଫର୍ମାଲିନ୍ ମିଶିବା ଘଟଣାରେ ଆସିଲା ରିପୋର୍ଟ, ପମ୍ଫ୍ରେଟ୍ ମାଛରେ ବିଷାକ୍ତ…

କନକ ବ୍ୟୁରୋ : ଆନ୍ଧ୍ର ମାଛରେ ବିଷ । ଓଡିଶା ବଜାରରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ୍ ମିଶିଥିବା ନେଇ ରିପୋର୍ଟ ଆସିଛି । ଆଜି ମତ୍ସ୍ୟବିଭାଗ ଅଧିକାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ମାଛ ସାମ୍ପୁଲ ସବୁ ସଂଗ୍ରହ କରି ପରୀକ୍ଷା କରିଛନ୍ତି । ଭୁବନେଶ୍ୱର ୪ ନମ୍ବର ମାଛ ହାଟରେ କରିଥିବା…

ଏବେ MSP ଲଢେଇ ରାଷ୍ଟ୍ରପତିଙ୍କ ଦ୍ୱାରରେ ! ଧାନର MSP ମୁଲ୍ୟ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବ ବିଧାନସଭା ଗୃହ…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବ ବିଧାନସଭା ଗୃହ କମିଟି । ପ୍ରଧାନମନ୍ତ୍ରୀ ଏ ସଂପର୍କରେ ଉତ୍ତର ନଦେବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଧାନସଭାର ଗୃହ କମିଟି । ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ଅନୁଷ୍ଠିତ ଗୃହ…

ଶିରିଡିରେ ସାଇବାବାଙ୍କ ଚମତ୍କାରକୁ ନେଇ ଚର୍ଚ୍ଚା ! ମନ୍ଦିର କାନ୍ଥରେ ସାଇବାବାଙ୍କ ପ୍ରତିମୂର୍ତି ପ୍ରକଟ ହେବା ନେଇ…

ଶିରିଡି ସାଇରେ ଚମତ୍କାର । ପ୍ରକଟ ହେଲେ ସାଇବାବା । ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର କାନ୍ଥରେ ସାଇବାବାଙ୍କ ଦେଖାଯିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ବୁଧବାର ରାତିରେ ମନ୍ଦିିର କାନ୍ଥରେ ସାଇବାବାଙ୍କ ଚିତ୍ର ଦୃଶ୍ୟମାନ ହୋଇଥିବା ଭକ୍ତମାନେ ଦାବି କରିଛନ୍ତି । ଏହାକୁ ନେଇ ସାଇମନ୍ଦିରରେ…

ଗ୍ୟାଙ୍ଗଷ୍ଟର ଘରେ ପହଁଚିଲା ଏସଟିଏଫ । ପ୍ରଶ୍ନ ବାଣରେ ଘାଇଲା ଗ୍ୟାଙ୍ଗଷ୍ଟର ଟିଟୋର କୋଟପତି ପତ୍ନୀ, ମିଳିଲା…

କନକ ବ୍ୟୁରୋ : ଟିଟୋର କଳା ସାମ୍ରାଜ୍ୟର ଛାନଭିନ୍ ଚାଲିଥିବା ବେଳେ ଆଜି ଗ୍ୟାଙ୍ଗଷ୍ଟରର ପତ୍ନୀ ବେନଜିର ବିବିଙ୍କୁ ଜେରା କରିଛି ଏସଟିଏଫ୍ । କାରଣ ଟିଟୋର ବ୍ୟବସାୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଜାଣିବାକୁ ପାଇଥିଲେ ତଦନ୍ତକାରୀ ଅଧିକାରୀ । ଆଜି ଟିଟୋ ସାମ୍ରାଜ୍ୟର ଗୁମର…

ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହମ୍ମଦ କୈଫ । ୧୬ ବର୍ଷ ପୂର୍ବେ ଆଜିର ଦିନରେ ଲର୍ଡସରେ ଦେଖାଇଥିଲେ ଦମ,…

ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କଲେ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ । ଟିମ୍ ଇଣ୍ଡିଆର ଜଣେ ଜବରଦସ୍ତ ଫିଲ୍ଡର ତଥା ନିମ୍ନକ୍ରମରେ ଦଳ ପାଇଁ ସଙ୍କଟମୋଚକ ସାଜିଥିବା ମହମ୍ମଦ କୈଫ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି । ଏନେଇ ବିସିସିଆଇର କାଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ଓ…

ସିଂହଦ୍ୱାରରେ ଲାଗିଲା ତିନି ରଥ : ମାଉସୀ ଘର ଯିବା ପାଇଁ ପ୍ରସ୍ତୁତ ତିନି ଠାକୁର

କନକ ବ୍ୟୁରୋ : ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ପାଇଁ ଦେଶ ବିଦେଶରୁ ଅନେକ ଭକ୍ତ ଶ୍ରୀକ୍ଷେତ୍ରରେ  ଆସି ପହଞ୍ଚିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମାଉସୀ ଘର ନେଇ ଯିବାକୁ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି ।…