Daily Archives

July 12, 2018

ରଥଯାତ୍ରା ପାଇଁ ବଡ ସୁରକ୍ଷା ବ୍ୟବସ୍ଥା, ରହିବନି ଟ୍ରାଫିକ ସମସ୍ୟା । ପୋଲିସ ଛାଉଣୀରେ ପରିଣତ ହେବ ବଡଦାଣ୍ଡ

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ କାଉଣ୍ଟ ଡାଉନ ଆରମ୍ଭ । ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀରେ ରାଜ୍ୟ ପୋଲିସ ପକ୍ଷରୁ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ସମୟରେ ହେଉଥିବା ବିଶୃଙ୍ଖଳା ରୋକିବା ପାଇଁ ଚଳିତ ବର୍ଷ…

ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ନୀତି ଆୟୋଗ ଗ୍ରହଣ କଲା ୧୫ ଟି ଆକ୍ସନ ପ୍ଲାନ ! କ’ଣ ଏହି ପ୍ଲାନ୍ ଜାଣିବା ପାଇଁ…

ନୀତି ଆୟୋଗ ଦିଲ୍ଲୀ, କାନପୁର ଏବଂ ବାରାଣାସୀ ସମେତ ଦେଶର ସର୍ବାଧିକ ୧୦ ଟି ପ୍ରଦୂଷିତ ସହରରେ ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ୧୫ଟି ସୁତ୍ରୀୟ କାର୍ଯ୍ୟ ଯୋଜନାର ପ୍ରସ୍ତାବ ଦେଇଛନ୍ତି । ବ୍ରେଥ ଇଣ୍ଡିଆ ଶୀର୍ଷକରେ ଜାରି କରାଯାଇଥିବା ଯୋଜନା ମୁତାବକ, ଇଲେକ୍ଟ୍ରିକ ବାହନକୁ ସାମିଲ କରି…

ଗଞ୍ଜାମ ନନ୍ଦଗାଁରେ ଜଳକଷ୍ଟ : ପିଇବା ପାଣି ଟୋପେ ପାଇଁ ନଳକୂପ ପାଖରେ ଲାଗୁଛି ଲମ୍ବା ଲାଇନ୍

କନକ ବ୍ୟୁରୋ : ଗ୍ରାମାଂଚଳରେ ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ହେଲେ ଅନେକ ଗାଁରେ ଏବେ ବି ଲୋକେ ସେସବୁ ସୁବିଧାରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି । ଏମିତିକି ପ୍ରକଳ୍ପ ନିର୍ମାଣ ହୋଇ ଉଦଘାଟନ ହେବା ପରେ ବି ଅଚଳ ହୋଇ ପଡିରହିଛି ।…

ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କା : ହୁଣ୍ଡିରେ ପାଣି ପଶି ନଷ୍ଟ ହେଲା ଭକ୍ତଙ୍କ ଦାନ ଅର୍ଥ

କନକ ବ୍ୟୁରୋ : ପାଣିରେ ପଡିଲା ଭକ୍ତଙ୍କ ଦାନ ଦେଇଥିବା ଲକ୍ଷ ଲକ୍ଷ ଟଙ୍କା । କାକଟପୁରର ମା’ ମଙ୍ଗଳାଙ୍କ ହୁଣ୍ଡିରେ ଗତକାଲି ଖୋଲିଥିବା ଦ୍ୱିତୀୟ ହୁଣ୍ଡିରୁ ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି । ଏହାକୁ ଗଣିବା ମଧ୍ୟ ସମ୍ଭବ ହୋଇନାହିଁ । ହୁଣ୍ଡିରେ କଣା ଦେଇ ପାଣି…

ଶ୍ରୀବିଗ୍ରହଙ୍କ ଅଲୌକ୍ୟ ଲୀଳା । ଅଣସର ପିଣ୍ଡିରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ କ’ଣ ରହିଥାଏ ମହାପ୍ରଭୁଙ୍କ ନୀତିକାନ୍ତି,…

ଘୋଷଯାତ୍ରାକୁ ନେଇ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର । ଅଣସର ଘରେ ଏବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀବିଗ୍ରହଙ୍କ ଉପଚାର ପାଇଁ ଚାଲିଛି ଗୁପ୍ତସେବା । ଆଉ ମାତ୍ର କେଇ ପ୍ରହରର ଅପେକ୍ଷା ଅଣସର ଘରୁ ବଡଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ବିଗ୍ରହ । ରଥରେ ବିରାଜମାନ ହୋଇ ଯିବେ ଗୁଣ୍ଡିଚା ମନ୍ଦିର ।…

ଗ୍ରାମବାସୀଙ୍କ ନିଆରା ପ୍ରତିବାଦ ! ରାସ୍ତାରେ ଧାନ ଚାରା ଲଗାଇ ପ୍ରତିବାଦ କଲେ ଗ୍ରାମବାସୀ ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଚଲାଣଗୁଡା ଗ୍ରାମରେ ଗ୍ରାମବାସୀଙ୍କ ନିଆରା ପ୍ରତିବାଦ । ଗାଁରେ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ରହିଥିବାରୁ ପ୍ରଶାସନ ପାଖରେ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ ଏ ନେଇ ପ୍ରଶାସନ ତରଫରୁ ସକରାତ୍ମକ ପଦକ୍ଷେପ ମିଳିପାରିନାହିଁ ।…