Daily Archives

July 12, 2018

+୫ ଏବଂ +୪ରୁ ଆରମ୍ଭ ହେଉଥିବା ଏକ ଅଜ୍ଞାତ ନମ୍ବରରୁ କଲ ଆସୁଛିକି ? ତେବେ ସାବଧାନ ! ଉଡିଯାଇପାରେ ଆପଣଙ୍କ ସବୁ ବାଲାନ୍ସ…

ଗତ କିଛି ଦିନ ହେବ +୫ ଏବଂ +୪ରୁ ଆରମ୍ଭ ହେଉଥିବା କିଛି ଅଜ୍ଞାତ ନମ୍ବରରୁ ଲୋକମାନଙ୍କ ପାଖକୁ କଲ ଆସୁଛି । ଯାହା ରିସିଭ କରିବା ମାତ୍ରେ ମୋବାଇଲରେ ଥିବା ସମସ୍ତ ବାଲାନ୍ସ ଉଡିଯାଉଛି । ଏହି ଭଳି ଅଶ୍ଚର୍ଯ୍ୟକର ଘଟଣାର ଅନେକ ଅଭିଯୋଗ ଆସିଛି କେରଳ ପୋଲିସ ନିକଟକୁ । ତେଣୁ ପୋଲିସ ଏହି ଘଟଣାର…

ଏଣିକି ଫ୍ରି ଜିନିଷ ଉପରେ ଲାଗିପାରେ ଟ୍ୟାକ୍ସ ! ସାମ୍ପୋ ଏବଂ ଟୁଥପେଷ୍ଟରେ ମିଳୁଥିବା ସାମ୍ପୁଲ ଏବଂ ଫ୍ରି ଜିନିଷକୁ…

ଯଦି ଆପଣ ବଜାରରୁ ଫ୍ରି-ଅଫର ଜିନିଷ କିଣୁଛନ୍ତି ତେବେ ଏହି ଖବର ଆପଣଙ୍କ କାମରେ ଲାଗିପାରେ । ପୂର୍ବରୁ ଫ୍ରି ଥିବା ଜିନିଷକୁ କିଣିଲେ ତାଉପରେ କୌଣସି କର ଲାଗୁନଥିଲା । କିନ୍ତୁ ଏବେ ନିୟମ ବଦଳିଯାଇପାରେ । କମ୍ପାନୀ ଗ୍ରାହକ ମାନଙ୍କୁ ପ୍ରଲୋଭିତ କରିବା ପାଇଁ ଖୁବ ଶିଘ୍ର ଆକର୍ଷଣୀୟ ଅପର…

ଓଡିଶା ପାଇଁ ଖୁସିଖବର । ବିଶ୍ୱର ଶ୍ରେଷ୍ଠ ସ୍ମାର୍ଟସିଟି ତାଲିକାରେ ୩୨ ତମ ସ୍ଥାନରେ ଭୁବନେଶ୍ୱର

କନକ ବ୍ୟୁରୋ : ଭୁବନେଶ୍ୱର ପାଇଁ ଖୁସିଖବର । ବିଶ୍ୱର ୫୦ଟି ଶ୍ରେଷ୍ଠ ସ୍ମାର୍ଟସିଟି ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ୱର । ସିଂଗାପୁରର ଇଡେନ ଷ୍ଟାଟର୍ଜି ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଭୁବନେଶ୍ୱର ବିଶ୍ୱର ୫୦ଟି ଶ୍ରେଷ୍ଠ ସହର ମଧ୍ୟରୁ ୩୨ ତମ ସ୍ଥାନରେ ରହିଛି । ଏହି…

ମରିଗଲା ବୋହୂ, ଛାଡିଗଲା ବୟାନ । ଯୌତୁକ ପାଇଁ କିରାସିନି ପକାଇ ବୋହୂକୁ ଜାଳିଦେଲେ ଶାଶୁ ଓ ଶ୍ୱଶୁର, ମରିବା ପୂର୍ବରୁ…

କନକ ବ୍ୟୁରୋ : ଯୌତୁକ ପାଇଁ ସାଙ୍ଘାତିକ ହତ୍ୟା ଷଡଯନ୍ତ୍ର । ମୃତ୍ୟୁ ପୂର୍ବରୁ ଏନେଇ ବୟାନ ରଖିଛନ୍ତି ପୀଡିତା । କହିଛନ୍ତି, କେମିତି ରଚାଯାଇଥିଲା ହତ୍ୟା ପାଇଁ ଷଡଯନ୍ତ୍ର । ଯୌତୁକ ପାଇଁ କେମିତି ଶାଶୁଘର କିରୋସିନ୍ ତାଙ୍କ ଉପରେ କିରାସିନି ଢାଳି ଦେଇଥିଲେ । ଆଉ ଶେଷରେ ନିଆଁରେ ଛଟପଟ ହୋଇ…

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ ଭାୟା ‘ଅଫିସର’ ! ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଙ୍କ…

କନକ ବ୍ୟୁରୋ : କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ସଚିବଙ୍କ ମାଧ୍ୟମରେ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଥିଲା ରାଜ୍ୟ ଆଇଏଏସ ସଂଘ । ଧର୍ମେନ୍ଦ୍ର ଜାଣିଶୁଣି ଅଫିସରଙ୍କୁ ଅପମାନିତ…