Daily Archives

July 11, 2018

ରେଳ ଫାଟକକୁ ନିଜେ ଖୋଲନ୍ତି ଏବଂ ବନ୍ଦ କରନ୍ତି ଟ୍ରେନରେ ଥିବା ଷ୍ଟାଫ୍ ! ଜାଣନ୍ତୁ କେଉଁଠି ହେଉଛି ଏଭଳି ଅବ୍ୟବସ୍ଥା ।

ରେଳଫାଟକ ଅତିକ୍ରମ ବେଳେ ଦୁର୍ଘଟଣା: ପ୍ରତ୍ୟେକ ଦିନ ଆମେ ଏମିତି କିଛି ଘଟଣା ନିଶ୍ଚୟ ଶୁଣିଥାଉ । ରେଲୱେ କ୍ରସିଂରେ କିଛି ନା କିଛି ଅଘଟଣ ହୋଇଥିବା ଖବର ପ୍ରାୟତଃ ଶୁଣିବାକୁ ମିଳିଥାଏ । ଆଉ ଏଥିରେ ମଣିଷ ସହ ପଶୁମାନଙ୍କର ମଧ୍ୟ ଜୀବନ ଚାଲିଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏହି…

ଥାଇଲାଣ୍ଡ ରେସକ୍ୟୁ ଅପରେସନରେ ସାମିଲ ଥିଲା ଭାରତୀୟ କମ୍ପାନି । ଗୁମ୍ଫାରୁ ପାଣି କାଢିବାକୁ ଥାଇଲାଣ୍ଡ ସରକାର ନେଇଥିଲେ…

ମଙ୍ଗଳବାର ଦିନ ଥାଇଲ୍ୟାଣ୍ଡ ଗୁମ୍ପରୁ ଶେଷ ପର୍ଯ୍ୟାୟ ଅପରେସନରେ ୪ ଖେଳାଳି ଓ କୋଚଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲା ପରେ ସାରା ବିଶ୍ୱ ଆଶ୍ୱସ୍ତ ହୋଇଥିଲା । ଗୁମ୍ଫା ମଧ୍ୟରେ ମୃତ୍ୟୁକୁ ମାତ୍ ଦେଇ ଦୀର୍ଘ ୧୮ ଦିନ ପରେ ବାହାରକୁ ବାହାରିବା ପରେ ଝୁମି ଉଠିଥିଲା ପୂରା ବିଶ୍ୱ । ସେହି ସମୟରେ…

ଓଡ଼ିଶା ରାଜନୀତିରେ ନିଆଁ ଲଗାଇଲା ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ତାଲିକା । ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି, କେଉଁଠାରୁ…

କନକ ବ୍ୟୁରା : ଓଡିଶାରେ ବେପାର କରିବା ଧୀରେ ଧୀରେ ହେଉଛି କଷ୍ଟ । ବିଶ୍ୱ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି ଓ ବିକାଶ ବିଭାଗ ଦ୍ୱାରା ୨୦୧୮ ପାଇଁ ପ୍ରକାଶିତ ଇଜ୍ ଅଫ ଡୁଇଙ୍ଗ ବିଜିନେସ ଅର୍ଥାତ ବ୍ୟବସାୟ କରିବା ପାଇଁ କେଉଁ ରାଜ୍ୟରେ କେତେ ସୁବିଧା ଉପଲବ୍ଧ ତାଲିକାରେ ଓଡିଶାର…

ବିଲ ନାହିଁତ ଖାଇବା ଫ୍ରି ! ଭାରତୀୟ ରେଳବାଇ ତରଫରୁ ଜାରି ହେଲା ନୂତନ ନିୟମ ।

ଭାରତୀୟ ରେଳବାଇ ତରଫରୁ ଯାତ୍ରୀ ମାନଙ୍କୁ ଆଉ ଏକ ପଲିସି ଦିଆଯିବାର ବ୍ୟବସ୍ଥା କରାଯାଇଛି । ଯାହାର ନାମ ହେଉଛି ବିଲ ଫ୍ରି ଫୁଡ ପଲିସି । ଏହି ପଲିସିର ଅର୍ଥ ହେଉଛି ବିଲ ନାହିଁ ତ ଟଙ୍କା ମଧ୍ୟ ନାହିଁ । ଅର୍ଥାତ ଟ୍ରେନରେ ଯାତ୍ରା କରିବା ବେଳେ ଯଦି ଆପଣଙ୍କୁ କୌଣସି ଫୁଡ ଭେଣ୍ଡର ଖାଇବାକୁ ଦେଇ…

ରଥଯାତ୍ରାରେ ମୁତୟନ ହୋଇପାରନ୍ତି ଏନଏସଜି କମାଣ୍ଡୋ । ପୋଲିସ ସ୍କାନରରେ ରହିବ ପୂରା ପୁରୀ, ମୁତୟନ ହେବେ ୧୪୨ ପ୍ଲାଟୁନ…

କନକ ବ୍ୟୁରୋ : ଦୁଇ ଦିନ ପରେ ରଥଯାତ୍ରା । ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୮୫ଟି ସିସିଟଭି ନଜରରେ ରହିବ ରଥଯାତ୍ରାର ପୂରା ପ୍ରକିୟା । ୮୦୦ ଅଫିସର, ୧୪୨ ପ୍ଲାଟୁନ୍ ପୋଲିସ ଫୋର୍ସ ଜଗିରହିବେ ପୁରୀକୁ । ୧୨ ଜଣ ବରିଷ୍ଠ ଆଇପିଏସ…

ସାବଧାନ! ଜିଓ ଟାୱାର ନାଁରେ ହେଉଥିଲା ବଡ ଠକେଇ, ପଶ୍ଚିମବଙ୍ଗ ରାକେଟର ପର୍ଦ୍ଦାଫାଶ କଲା ସ୍ପେଶାଲ ସ୍କ୍ୱାର୍ଡ

କନକ ବ୍ୟୁରୋ : ଆପଣଙ୍କ ଘର ବା ଜମି ଉପରେ ଜିଓ ଟାୱାର ସ୍ଥାପନ କରିବା ନେଇ ଫୋନ କଲ୍ ଆସିଛି କି? ତା ହେଲେ ସତର୍କ ହୋଇଯାଆନ୍ତୁ । ଆପଣ ଠକାମୀର ଶିକାର ହୋଇପାରନ୍ତି । ଏଭଳି କହିବାକୁ ଆମେ ବାଧ୍ୟ ହେଉଛୁ, କାରଣ ଭୁବନେଶ୍ୱରରୁ ଧରାପଡିଛନ୍ତି ଏମିତି ଠକାମୀ କରୁଥିବା ଏକ ବଡ ରାକେଟ । ଜିଓ ଟାୱାର…