Daily Archives

July 10, 2018

୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ : ୨୦୨୦ ନଭେମ୍ବର ୨୭ରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଅଲୌକିକ…

କନକ ବ୍ୟୁରୋ : ଯୋଦ୍ଧା ସାଜିବେ ବଡ ଠାକୁର । ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ୨୫ ବର୍ଷ ପରେ ଜଗନ୍ନାଥଙ୍କ ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ୨୦୨୦ ନଭେମ୍ବର ୨୭ ତାରିଖରେ ଏହି ଅଲୌକିକ ବେଶ କରିବାକୁ ସ୍ଥିର ହୋଇଛି । କୁହାଯାଉଛି, ୫ଟି ରଥଯାତ୍ରାରେ ଯେତେ ଶ୍ରଦ୍ଧାଳୁଙ୍କ…

ସୁଲେମାନ୍ ମୃତ, ଜେଲରେ ହାଇଦର, ଏବେ ପୋଲିସ କବଜାରେ ଟିଟୋ ! ପଢନ୍ତୁ କେନ୍ଦ୍ରାପଡାର ତିନି ଗ୍ୟାଙ୍ଗଷ୍ଟରଙ୍କ…

କନକ ବ୍ୟୁରୋ : କେନ୍ଦ୍ରାପଡ଼ାର ତିନି ଗ୍ୟାଙ୍ଗଷ୍ଟର । ଟିଟୋ-ହାଇଦର-ସୁଲେମାନ । ଗୋଟିଏ ଅଂଚଳରୁ ଏହି ତିନି ଗ୍ୟାଙ୍ଗଷ୍ଟର ସାରା ଓଡ଼ିଶାରେ ଖେଳାଉଥିଲେ ଆତଙ୍କ । କେନ୍ଦ୍ରାପଡ଼ାରୁ ସାରା ରାଜ୍ୟକୁ ଲମ୍ବିଥିଲା ସେମାନଙ୍କ ନେଟୱର୍କ  । ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ହତ୍ୟା, ଦାଦାବଟି…

ମୃତ୍ୟୁର ଗୁମ୍ଫାରୁ ମିଳିଲା ମୁକ୍ତି ! ଥାଇଲାଣ୍ଡ ଥାମ୍ ଲୁଆଙ୍ଗ ଗୁମ୍ପାରୁ ସମସ୍ତ ୧୩ ଜଣକୁ ଉଦ୍ଧାର କଲା ସ୍ପେଶାଲ…

କନକ ବ୍ୟୁରୋ : ଦୁଇ ସପ୍ତାହ ପରେ ଥାଇଲାଣ୍ଡର ଗୁମ୍ଫାରୁ ବାହାରିଲେ ଫୁଟବଲ୍ ଖେଳାଳି । ସମସ୍ତ ୧୨ ଜଣ ଖେଳାଳି ଓ କୋଚଙ୍କୁ ଗୁମ୍ପା ଭିତରୁ ଉଦ୍ଧାର କରିଛି ଥାଇ ନେଭି ସିଲ୍ ଟିମ୍ । ଗତକାଲି ସୁଦ୍ଧା ୮ଜଣ ଖେଳାଳି ଉଦ୍ଧାର ହୋଇଥିବା ବେଳେ ଆଜି ତୃତୀୟ ଦିନରେ ବାକି ୪ଜଣ ଖେଳାଳି ଓ କୋଚଙ୍କୁ…

ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ଲୋକସଭା ବାଚସ୍ପତିଙ୍କୁ ଭର୍ତ୍ତୃହରିଙ୍କ ଚିଠି । ସେପଟେ ଟ୍ୱିଟ୍ କରି…

କନକ ବ୍ୟୁରୋ : ବିଜେଡି ଓ ବୈଜୟନ୍ତ ବିବାଦ ମଧ୍ୟରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ । ଯେଉଁଥିରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ବାଚସ୍ପତିଙ୍କୁ ଲେଖିଥିବା…

ସୁସ୍ଥ ହୋଇ ଓଡ଼ିଶା ଫେରିଲେ ହାସ୍ୟ ଅଭିନେତା ପପୁ ପମପମ୍ ! ଭିଡିଓ ଜାରି କରି କହିଲେ ଲୋକଙ୍କ ଭଲ ପାଇବା ଯୋଗୁଁ ଫେରି…

କନକ ବ୍ୟୁରୋ : ସୁସ୍ଥ ହୋଇ ଘରକୁ ଫେରିଲେ କମେଡି କିଙ୍ଗ୍ ପପୁ ପମପମ । ଦିଲ୍ଲୀ ଏମସରେ ଚିକିତ୍ସିତ ହୋଇ ଫେରିବା ପରେ ନିଜ ପ୍ରଥମ ଭିଡିଓ ଜାରି କରିଛନ୍ତି ହାସ୍ୟ ଅଭିନେତା ପପୁ । ଭିଡିଓରେ ପପୁ କହିଛନ୍ତି, ୨ ମାସ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଥିଲେ, ତାଙ୍କ ସୁସ୍ଥ ହେବା ସମ୍ଭବ ନୁହେଁ…

ଅବ୍ୟବସ୍ଥାର କରୁଣ ଚିତ୍ର ! ବ୍ୟବଚ୍ଛେଦ ପାଇଁ ମା’ର ଶବକୁ ଗାଡିରେ ବାନ୍ଧି ମେଡିକାଲ ନେଲା ପୁଅ ।

ଆଜିକାଲି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ତା କଥା କାହାକୁ ଅଛପା ନାହିଁ । ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏତେ ଦୁର୍ବଳ ଯେ, ପ୍ରତିଦିନ ଲୋକମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବହେଳା କାରଣରୁ କେଉଁଠି ଲୋକମାନେ ଛଟପଟ ହେଉଛନ୍ତି ତ ଆଉ କେଉଁଠି ସ୍ୱାସ୍ଥ୍ୟ…