Daily Archives

July 9, 2018

ଶ୍ରୀମନ୍ଦିରରେ କାହିଁକି ପ୍ରବେଶ କରିପାରିବେ ନାହିଁ ଅଣହିନ୍ଦୁ? ମୁହଁ ଖୋଲିଲେ ଗଜପତି, ପ୍ରଶ୍ନ କଲେ ଶ୍ରୀମନ୍ଦିରକୁ…

କନକ ବ୍ୟୁରୋ : ସେବାୟତଙ୍କ ଦାନ ଓ ଦକ୍ଷିଣା ପ୍ରସଙ୍ଗ, ବଂଶାନୁକ୍ରମିକ ସେବା ଉଚ୍ଛେଦ, ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ପ୍ରସ୍ତାବ ଓ ସେବାୟତଙ୍କ ବିଶୃଙ୍ଖଳାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ସେବାୟତ ମାନେ ସୁପ୍ରିମକୋର୍ଟରେ…

ସ୍ମାର୍ଟ ହେଉଛି ଭୁବନେଶ୍ୱର । ସ୍ମାର୍ଟ ଅପରେସନ ସେଂଟରର ଉଦଘାଟନ କଲେ ନବୀନ ପଟ୍ଟନାୟକ, ଏଣିକି ଗୋଟିଏ ରୁମରେ ବସି ଗଳି…

କନକ ବ୍ୟୁରୋ : ଆହୁରି ସ୍ମାର୍ଟ ହେବ ରାଜଧାନୀ । ଭୁବନେଶ୍ୱରରେ ପରିଚାଳିତ ହେଉଥିବା ଜରୁରୀ ସେବା ଗୁଡ଼ିକର ସୁପରିଚାଳନା ପାଇଁ ଆରମ୍ଭ ହୋଇଛି ସ୍ମାର୍ଟ ଅପରେସନ୍ ସେଂଟର । ଏହି ବ୍ୟବସ୍ଥା ଫଳରେ ଗୋଟିଏ ରୁମରେ ବସି ଜନତାଙ୍କ ପାଇଁ ଉପଲବ୍ଧ ହେଉଥିବା ସୁବିଧା-ସୁଯୋଗର ଅନୁଧ୍ୟାନ କରି ହେବ । ଏବଂ…

ଯେବେ ଜନତା ମାଗେ ଜବାବ ! ବିଧାୟକଙ୍କ ଗାଡି ଚାବି ଛଡାଇନେଲେ, କାଦୁଅ ରାସ୍ତାରେ ଚଳାଇଲେ

କନକ ବ୍ୟୁରୋ : ରାସ୍ତା କରିନାହଁ, କାଦୁଅରେ ଚାଲ । ଏହାଥିଲା ଦୀର୍ଘଦିନ ଧରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ମନରେ ଥିବା ଆକ୍ରୋଶର ପ୍ରତିଫଳନ । ଆଉ ଲୋକଙ୍କ ଏହି ଆକ୍ରୋଶ ଯୋଗୁଁ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବେଶ ହଟାହଟା ହେବାକୁ ପଡିଥିଲା । ବାଧ୍ୟ ହୋଇ କାଦୁଆ ରାସ୍ତାରେ…

କୌଣସି ସମୟରେ ଆସିପାରେ ହୃଦଘାତ ଜନିତ ସମସ୍ୟା ! ତୁରନ୍ତ କରନ୍ତୁ ଏହି ୮ଟି କାମ ।

ଆଜିକାଲି ହୃଦଘାତ ହେବା ଅତି ସାଧାରଣ ହୋଇଗଲାଣି । କାହାକୁ କେତେବେଳେ ଯେ ହୃଦଘାତର ସାମ୍ନାକୁ କରିବାକୁ ହେବ ତାହା କହି ହେବନାହିଁ । ବ୍ୟସ୍ତବହୁଳ ଜୀବନ ଏବଂ ପରିବର୍ତ୍ତିତ ଜୀବନ ଶୈଳୀ ପାଇଁ ଏ ସମସ୍ୟା ଲୋକମାନଙ୍କ ପାଖରେ ଅଧିକ ଦେଖା ଯାଉଛି । ତେବେ ପ୍ରକୃତ କଥା ହେଲା ହୃଦଘାତ ହେବା କ୍ଷଣି…

ନକଲି ନୋଟ ପ୍ରସ୍ତୁତ କରୁଥିବା ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୋଲିସ ! କେମିତି ପ୍ରସ୍ତୁତ ହେଉଥିଲା ନକଲି ନୋଟ, ଡେମୋ…

କନକ ବ୍ୟୁରୋ : ଟିକିଏ ସାବଧାନ ରୁହନ୍ତୁ । ହୁଏତ ଆପଣ ଦୋକାନରୁ ଆଣୁଥିବା ନୋଟ ନକଲି ହୋଇପାରେ । କାହିଁକି ନା ମାର୍କେଟରେ ଘୁରି ବୁଲୁଛି ନକଲି ନୋଟ । ନକଲି ନୋଟ ପ୍ରସ୍ତୁତ କରୁଥିବା ଏପରି ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ । ଏହି ଅଭିଯୁକ୍ତମାନେ ଆବଶ୍ୟକ ଅନୁସାରେ ଅର୍ଡର ନେଉଥିଲେ ।…