Daily Archives

July 8, 2018

ଭାରତରେ ଖୋଲିବ ଦୁନିଆର ସବୁଠୁ ବଡ଼ ମୋବାଇଲ ଫ୍ୟାକ୍ଟ୍ରି ! ଆସନ୍ତାକାଲି ମୋଦି-ମୁନ କରିବେ ଉଦଘାଟନ, ଜାଣନ୍ତୁ କେଉଁ…

ଭାରତର ନୋଏଡାରେ ମୋବାଇଲ ନିର୍ମାତା କମ୍ପାନୀ ସାମସଙ୍ଗ ଦୁନିଆର ସବୁଠାରୁ ମୋବାଇଲ ଫୋନ ନିର୍ମାଣ ଫ୍ୟାକ୍ଟ୍ରି କରିବାକୁ ଯାଉଛି ।ନୋଏଡାର ସେକ୍ଟର ୮୧ରେ ୩୫ ଏକର ଜମିରେ ପରିବ୍ୟାପ୍ତ ସାମସଙ୍ଗ ଇଲେକଟ୍ରୋନିକ୍ସ ଫ୍ୟାକ୍ଟ୍ରିିର ଉଦଘାଟନ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦକ୍ଷିଣ…

ବ୍ଲକ ଅଫିସ ଆଗରେ ଧାରଣା, ପଛରେ ମଦରେ ଆସର! ମଦ ପିଇ ମାତାଲ ସମିତି ସଭ୍ୟଙ୍କ ନାଟକ, ଜାଣନ୍ତୁ ପୂରା ଘଟଣା

କନକ ବ୍ୟୁରୋ : ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ଭିତରେ ଯେତେବେଳେ ମତାନ୍ତର ହୁଏ, ସେତେବେଳେ କିଭଳି ଚିତ୍ରସବୁ ସାମ୍ନାକୁ ଆସେ ତା’ର ଏକ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ । ବ୍ଲକ ଅଫିସ ଆଗରେ ଧାରଣା ଆଉ ପଛରେ ଜମିଛି ମଦର ଆସର । ଆଉ ବେଧଡକ୍ ମଦ୍ୟପାନ…

ରୋହିତଙ୍କ ଧୂଆଁଧାର ଶତକରେ ଘାଇଲା ହେଲା ଇଂଲଣ୍ଡ । ଅନ୍ତିମ ଟି-୨୦ରେ ଇଂଲଣ୍ଡକୁ ୭ ୱିକେଟରେ ମାତ ଦେଇ ସିରିଜ ହାତେଇଲା…

ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚରେ ଭାରତର ଦମଦାର ବିଜୟ । ଏହି ବିଜୟ ସହ ଟି-୨୦ ସିରିଜକୁ କବଜା କରିଛି ଟିମ ଇଣ୍ଡିଆ । ଇଂଲଣ୍ଡକୁ ତା ମାଟିରେ ପରାସ୍ତ କରି ବଡ଼ ବିଜୟ ହାସଲ କରିଛି ବିରାଟ ବାହିନୀ । ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ୧୯୯ କଷ୍ଟସାଧ୍ୟ…

ପ୍ରଧାନମନ୍ତ୍ରୀ ମୋଦି ଭେଟିଲେନି, ୮୦ ଦିନ ପରେ ଘରକୁ ଫେରିଲେ ମୁକ୍ତିକାନ୍ତ । ହକ୍ ପାଇବା ପାଇଁ ରାଉରକେଲା ବାସୀଙ୍କୁ…

କନକ ବ୍ୟୁରୋ : ରାଉରକେଲା ଫେରିବା ପରେ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲାର ସ୍ୱାର୍ଥ ପାଇଁ ଦିଲ୍ଲୀରେ ଲଢେଇ କରୁଥିବା ମୁକ୍ତିକାନ୍ତ ବିଶ୍ୱାଳ ଆଜି ଫେରିଆସିଛନ୍ତି । ଦୀର୍ଘ ୮୦ ଦିନ ପରେ ଘର ବାହୁଡିଛନ୍ତି ମୁକ୍ତିକାନ୍ତ । ରାଉରକେଲାରେ ପହଂଚିବା ପରେ…

ଡାକ୍ତର ହେବାକୁ ବଡ ସୁଯୋଗ! ବର୍ଷକୁ ହେବ ଦୁଇଥର ନିଟ ଏବଂ ଜେଇଇ ପରୀକ୍ଷା, ଆଉ ବାହାର ରାଜ୍ୟକୁ ଯିବେନାହିଁ ଓଡିଶାର…

କନକ ବ୍ୟୁରୋ : ମେଡିକାଲ ଓ ଇଂଜିନିଅରିଂ ପ୍ରବେଶିକା ପରୀକ୍ଷା ବର୍ଷକୁ ଦୁଇ ଥର କରିବା ପାଇଁ ସରକାର ନିଷ୍ପତି ନେବା ପରେ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ନୂଆ ସମ୍ଭାବନା ପାଇଁ ବାଟ ଫିଟାଇଛି । ଅଧିକାଂଶ ଆଶାୟୀ ଛାତ୍ରଛାତ୍ରୀ ଖୁସି ପ୍ରକାଶ କରି କହିଛନ୍ତି ଏହା ଦ୍ୱାରା ସେମାନେ ଡାକ୍ତର…