Daily Archives

July 7, 2018

ହତ୍ୟାକାରୀକୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ! ଜାମିନରେ ମୁକୁଳିଥିବା ଅଭିଯୁକ୍ତଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରି…

ବିବାଦରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା । ଗତବର୍ଷ ଝାଡଖଣ୍ଡର ରାମଗଡ ଠାରେ ଗୋ-ଚାଲାଣକୁ କେନ୍ଦ୍ରକରି ହୋଇଥିବା ଗଣହତ୍ୟାର ଅଭିଯୁକ୍ତଙ୍କୁ ସମ୍ମାନିତ କରି ବିବାଦରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ । ଏହି ଗଣହତ୍ୟା ମାମଲାରେ ୧୧ ଜଣ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଗତ ୫ତାରିଖରେ ସେଥି…

ତନ୍ତ୍ରପୂଜା ବଞ୍ଚାଇ ପାରିବ କି ରମଣ ସିଂଙ୍କ ଗାଦି ! ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଶିଲେ ତାନ୍ତ୍ରିକର ଶରଣ ।

ବିଧାନସଭା ଭିତରେ ତନ୍ତ୍ରପାଠ କରାଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ । ବିଜେପି ଶାସିତ ରାଜ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଏଭଳି କାର୍ଯ୍ୟକାଳାପ ଦେଖି ଆଶ୍ଚର୍ଯ୍ୟ ଦେଶବାସୀ । ଏହାସହ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ରରେ ଉଠିଛି ରାଜନୈତିକ ଝଡ । ସୁଚନା ମୁତାବକ ଛତିଶଗଡ ମୁ୍ଖ୍ୟମନ୍ତ୍ରୀ…

ବଲାଙ୍ଗୀର ପରେ ବରଗଡ! ପୁଣି ଫୁଟିଲା ପାର୍ସଲ ଭିତରେ ଥିବା ଟିଫିନ୍ ବୋମା, ଜଣେ ଗୁରୁତର ।

କନକ ବ୍ୟୁରୋ : ପୁଣି ଫୁଟିଲା ପାର୍ସଲ ଭିତରେ ଥିବା ଟିଫିନ୍ ବୋମା । ବଲାଙ୍ଗୀର ପରେ ଏବେ ପୁଣିଥରେ ବରଗଡରେ ଫୁଟିଛି ପାର୍ସଲ ବୋମା । ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣା ମନରୁ ଲିଭିନାହିଁ ପୁଣିଥରେ ବରଗଡରେ ସମାନ ଘଟଣା ଦେଖିବାକୁ ମିଳିଛି । ବରଗଡ ଜିଲ୍ଲା ଅତବିରା ଥାନା ଅନ୍ତର୍ଗତ…

ଏମିତି ପାଠ ପଢିବେ ପିଲା ! ଆଣ୍ଠୁଏ ପଚ ପଚ କାଦୁଅରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ, କେନ୍ଦ୍ରାପଡାରେ ଦେଖିବାକୁ…

କନକ ବ୍ୟୁରୋ : ବର୍ଷା ଆରମ୍ଭରୁ ଆଣ୍ଠୁଏ କାଦୁଅରେ ଭରିଛି ଗାଁ ଦାଣ୍ଡ । ପାନୀୟ ଜଳ ସମସ୍ୟା କହିଲେ ନସରେ । ସ୍ୱାଧୀନତାର ୭୦ ବର୍ଷ ପରେ ବି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅର୍ନ୍ତଗତ ତେରଗାଁ ପଂଚାୟତର ସାମନ୍ତସିଂହାରପୁରରେ ଦେଖିବାକୁ ମିିଳିଛି ଏଭଳି ଦୃଶ୍ୟ । ଆଉ ଭାଗ୍ୟକୁ ଆଦରି…

ଟେଲିଫୋନ୍ ପାଇପରୁ ବାହାରୁଛି ପାଣି ! ଠିକାଦାରଙ୍କ ବେପରୁଆ କାରବାର, ଦୂଷିତ ଜଳ ପିଉଛନ୍ତି ବାଲେଶ୍ୱର ବାସିନ୍ଦା ।

କନକ ବ୍ୟୁରୋ : ଶୁଦ୍ଧ ପାନୀୟ ଜଳ ବଦଳରେ ଲୋକେ ପିଉଛନ୍ତି ଦୂଷିତ ଜଳ  । ଜନସ୍ୱାସ୍ଥ୍ୟ ବିଭାଗ ପାଇପ ଲାଇନର ପାଣି ବାହାରୁଛି ଟେଲିଫୋନ ପାଇପରୁ । ଅମୃତ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଲୋକେ ପିଉଛନ୍ତି ଦୂଷିତ ପାଣି ଓ ଦେଖା ଦେଇଛି ଜଳସଙ୍କଟ । ଯାହାକି…

କୋରାପୁଟରେ ହଜିଗଲା ବର୍ଷା, ଚିନ୍ତାରେ ଚାଷୀ ! ମେଘ ଖେଳୁଛି ଅଛି ନାହିଁର ଲୁଚକାଳି, ଫସଲ ବୀମା କରିବାକୁ ପ୍ରଶାସନ ଦେଲା…

କନକ ବ୍ୟୁରୋ : ଫେଲ ମାରିଲା ପାଣିପାଗ ବିଭାଗର ଆକଳନ  । କୋରାପୁଟରେ ହଜିଗଲା ବର୍ଷା । ବର୍ଷା ଅଭାବରୁ ଚିନ୍ତାରେ ଏବେ ଚାଷୀ  । ତଳି ବୁଡ଼ା ହେବାକୁ ବସିଲାଣି ରୁଆ ହୋଇପାରୁନାହିଁ  । ଭଲ ଫସଲ ପାଇଁ ଚାଷୀ ଦେଖିଥିବା ସ୍ୱପ୍ନରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ବସିଲାଣି  । ସେପଟେ ଲୁଚକାଳି…