Daily Archives

July 7, 2018

ଜନ୍ମଦିନରେ ୭୨ ଲକ୍ଷରେ ନିଲାମ ହେଲା ଧୋନୀଙ୍କ ବିଶ୍ୱକପ୍ ବ୍ୟାଟ୍ ! ଏହି ଅର୍ଥରେ ଗରିବ ପିଲା ପାଇବେ ସାହାଯ୍ୟ, ସମସ୍ତ…

ଯେଉଁ ଦିନ ଭାରତ ଶ୍ରୀଲଙ୍କାକୁ ହରାଇ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ କ୍ରିକେଟ୍ ଜିତିଥିଲା, ତାହା ଭାରତୀୟଙ୍କ ଲାଗି ଏକ ସ୍ମରଣୀୟ ଦିନ ଥିଲା । ଦୀର୍ଘ ୨୮ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଏହି ସଫଳତା ମିଳିଥିଲା । ବିଶ୍ୱକପ୍ କ୍ରିକେଟ୍ ଜିତାଇବାରେ ଗୌତମ ଗମ୍ଭୀର ଓ ଧୋନୀଙ୍କ ଭୂମିକା…

ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ ଲୋକାର୍ପଣକୁ ନେଇ ରାଜନୀତି ! ବିଜେଡି ନେତାଙ୍କ ଅନୁପସ୍ଥିତି ନେଇ ଧର୍ମେନ୍ଦ୍ର…

କନକ ବ୍ୟୁରୋ : ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ ଲୋକାର୍ପଣକୁ ନେଇ ରାଜନୀତି । ଲୋକାର୍ପଣ ଉତ୍ସବକୁ ବିଜେଡିର ଜଣେ ହେଲେ ବିଧାୟକ, ସାଂସଦ କିମ୍ବା ମନ୍ତ୍ରୀ ନଆସିବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଡା ଭାଷାରେ ସମାଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିକାଶ…

ଓଡିଶାର ବଜ୍ରକାପ୍ତା ଚମଡାରୁ ଚୀନ ତିଆରି କରୁଛି ବୁଲେଟ ପ୍ରୁଫ୍ ଜ୍ୟାକେଟ ଓ ଔଷଧ! ଓଡିଶାରୁ ଚୀନ ଭାୟା ମିଆଁମାର ଯାଏଁ…

କନକ ବ୍ୟୁରୋ : ଓଡିଶାରୁ ମିଆଁମାର , ଆଉ ଚେର ଲମ୍ବିଛି ଚୀନକୁ । ବିରଳ ଜୀବ ବଜ୍ରକାପ୍ତାର ଏକ ଅନ୍ତର୍ଜାତୀୟ ଚୋରା ଚାଲାଣ ରାକେଟକୁ ଧରିଛି ଏସଟିଏଫ୍ । ଓଡିଶାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ରାୟଗଡାରୁ ବଜ୍ରକାପ୍ତା ଧରାଯାଇ ତାର ଚୋରା ଚାଲାଣ କରାଯାଉଛି । ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି…

ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ ନେଇ ଶଙ୍କରାଚାର୍ଯ୍ୟଙ୍କ ମତ ! କହିଲେ ଏହା ଶାସ୍ତ୍ରୀୟ ମର୍ଯ୍ୟାଦାର ଉଲଂଘନ,…

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରି ପାରିିବେ କି ନାହିଁ, ବଂଶାନୁକ୍ରମିକ ସେବାୟତ ପରମ୍ପରା ବନ୍ଦ ହେବ କି ନାହିଁ, ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ପରେ ସୃଷ୍ଟି ହୋଇଛି ବଡ଼ ଧରଣର ବିତର୍କ । ଏଥିସହ ସୃଷ୍ଟି ହୋଇଛି ଧର୍ମ ଓ ଆଇନ୍ ମଧ୍ୟରେ ଦ୍ୱନ୍ଦ୍ୱ । ଏହି ପ୍ରସଙ୍ଗରେ…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ବର୍ଷକୁ ଦୁଇଥର ହେବ ନିଟ୍ ଓ ଜେଇଇ ଭଳି ପରୀକ୍ଷା, ଜାଣନ୍ତୁ କେଉଁ କେଉଁ…

କନକ ବ୍ୟୁରୋ : ମେଡିକାଲ, ଇଂଜିନିଅରିଂରେ ପାଠପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସିଖବର । ଏଣିକି ପ୍ରତିବର୍ଷ ଦୁଇ ଦୁଇ ଥର ଆୟୋଜିତ ହେବ ଜେଇଇ, ନିଟ୍ ପରି ପରୀକ୍ଷା । ଏଭଳି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏଥିସହ ନିଜ ରାଜ୍ୟ ଭିତରେ ହିଁ ପିଲାଏ ପରୀକ୍ଷା ଦେବାର…

ମଠ ସିଲ୍ ହେବା ପରେ ଆସିଲା ରୋଚକ ତଥ୍ୟ ! ମଠର ମହନ୍ତ ସାଜିଥିଲା ଟିଟୋ ଏବଂ ଚଳାଉଥିଲା ଦରବାର, ବ୍ୟବସାୟିକ…

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ଦୁନିଆ ଓ କଳା ସାମ୍ରାଜ୍ୟ ଉପରେ ଯେତିକି ତଦନ୍ତ ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଟିଟୋର କୋଟି କୋଟି ଟଙ୍କାର ସଂପତି ଠାବ କରିଛି ଏସଟିଏଫ୍ । କେନ୍ଦ୍ରାପଡ଼ା ଓ ପାରାଦୀପରେ ଥିବା ବ୍ୟବସାୟିକ ଅନୁଷ୍ଠାନକୁ ସିଲ କରାଯିବା ସହ…