Daily Archives

July 7, 2018

ଦୁର୍ଷ୍କମକାରୀଙ୍କ ମୁଣ୍ଡ କାଟ କଲେ ମିଳିବ ୨୫ ଲକ୍ଷ ଟଙ୍କା ପୁରସ୍କାର ! ଜାଣନ୍ତୁ କିଏ କଲା ଏଭଳି ଘୋଷଣା

ଛଅ ବର୍ଷରୁ କମ୍ ବୟସର ଶିଶୁ କନ୍ୟା ସହିତ ଦୁଷ୍କର୍ମ କରୁଥିବା ଦୁଷ୍କର୍ମକାରୀଙ୍କ ମୁଣ୍ଡ କାଟ କଲେ ୨୫ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି ରାଜସ୍ଥାନର କର୍ଣ୍ଣି ସେନା। ଏଥିସହିତ ଯିଏ ଦୁଷ୍କର୍ମକାରୀଙ୍କ ମୁଣ୍ଡ କାଟ କରିବ ତାର ମକଦ୍ଦମା ଲଢ଼ିବା ପାଇଁ ପୂରା ଖର୍ଚ୍ଚ ବହନ କରିବ…

ପାକିସ୍ତାନକୁ ସାବାଡ କରିବ ଭାରତ ! ବୋମା କି ଅସ୍ତ୍ରଶସ୍ତ୍ର ନୁହେଁ, ପାଣି ପାଲଟିବ ବ୍ରହ୍ମାସ୍ତ୍ର । ଚେତାଇ ଦେଲା ପାକ୍…

ପାକିସ୍ତାନକୁ ହରାଇବାକୁ ଭାରତକୁ ସାମରିକ ଶକ୍ତି ବା ଗଣ ସଂହାରକାରୀ ବୋମାର ଆବଶ୍ୟକତା ନାହିଁ । ଭାରତ ପାଖରେ ଆଉ ଏକ ବଡ଼ ଅସ୍ତ୍ର ଅଛି, ଯାହାକୁ ଭାରତ ଏବେ ବ୍ୟବହାର କରିବା ଆରମ୍ଭ କରିଛି । ଏହି ଅସ୍ତ୍ରଟି ହେଉଛି ପାଣି । ଏକଥା କହିଛନ୍ତି ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକା ଡଃ ତାସିର…

ସ୍ୱିଡେନକୁ ୨-୦ ରେ ପରାସ୍ତ କଲା ଇଂଲଣ୍ଡ ! ୨୮ ବର୍ଷ ପରେ ଫୁଟବଲ ବିଶ୍ୱକପ୍ ସେମିଫାଇନାଲରେ କଲା ପ୍ରବେଶ ।

ଫିଫା ବିଶ୍ୱକପର ୩ୟ କ୍ୱାର୍ଟର ଫାଇନାଲ ମୁକାବିଲାରେ ଇଂଲଣ୍ଡ ୨-୦ରେ ସ୍ୱିଡେନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡ ପାଇଁ ଡିଫେଣ୍ଡର ହେରି ମାଗୁଏର, ଆସଲେ ୟଙ୍ଗଙ୍କ କର୍ଣ୍ଣର କିକରେ ୩୦ ମିନିଟରେ ହେଡର ଗୋଲ ଦେଇଥିଲେ । ଇଂଲଣ୍ଡ ୨୮ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ…

ନେତାଙ୍କୁ ଘାରିଛି କଳା ପତାକା ଭୟ ! ସଭା ସମିତିରେ କରାଯାଉଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ।

ନେତାମାନଙ୍କୁ ଘାରିଛି କଳା ପତାକା ଭୟ । ଏପରିକି ନେତାଙ୍କ ସଭାକୁ ଆସୁଥିବା ଲୋକମାନେ କଳା ପୋଷାକ ପିନ୍ଧି ଆସିବାକୁ ମଧ୍ୟ ବାରଣ କରାଯାଉଛି । କାଳେ କିଏ କଳା କପଡ଼ା ପ୍ରଦର୍ଶନ କରିଦେବ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନ ଗ୍ରସ୍ତରେ ଯାଇଥିବାବେଳେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା ।…

ନୂଆ ଲୁକରେ ନଜର ଆସିଲେ ଶ୍ରୀଶାନ୍ତ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ, ଲୋକେ କହିଲେ, ଏବେ ଶ୍ରୀଶାନ୍ତଙ୍କୁ ଦେଖି…

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଦ୍ରୁତ ବୋଲର ଏସ୍ ଶ୍ରୀଶାନ୍ତ ପୁଣି ଚର୍ଚ୍ଚାରେ । ୨୦୧୩ରେ ସ୍ପଟ ଫିକ୍ସିଂ ମାମଲାରେ ଫଶିଥିବା ଶ୍ରୀଶାନ୍ତଙ୍କ ଉପରେ ଏବେ ଆଜୀବନ ପ୍ରତିବନ୍ଧକ ଲାଗିଛି । ଅଥାର୍ତ ସେ କୌଣସି ମ୍ୟାଚ ଖେଳି ପାରିବେ ନାହିଁ । କିନ୍ତୁ ଏସବୁ ଭିତରେ ଶ୍ରୀଶାନ୍ତଙ୍କ ଏଭଳି ଏକ ଫଟୋ…