Daily Archives

July 6, 2018

ଅନ୍ନା ଅନ୍ନା, କାକା ଓ-କାକା ! କୁକୁଡା ଓ ମଣିଷର ନିଆରା ସମ୍ପର୍କ, ମାଲିକକୁ ତାର ନାଁ ଧରି ଡାକୁଛି କୁକୁଡା ।

ପଶୁ ପକ୍ଷୀ ମାନଙ୍କ ବ୍ୟବହାରକୁ ନେଇ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେହିଭଳି ଏକ ପଶୁର ଆଶ୍ଚର୍ଯ୍ୟକର ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ମହାରାଷ୍ଟ୍ରର ସାଂଗଲି ଗାଁରେ ବାସ କରୁଥିବା ବସନ୍ତ କାଂବଲେ ତାଙ୍କ ଘରେ ଏକ…

ସରକାରଙ୍କୁ ପିଆଜ ଚିନ୍ତା ! ପିଆଜ ଦର ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାରଙ୍କ ତତ୍ପରତା, ଜିଲ୍ଲାପାଳଙ୍କୁ ବିଭାଗୀୟ…

ରାଜ୍ୟରେ ପିଆଜ ଦର ବୃଦ୍ଧି ନେଇ ସରକାରଙ୍କ ଦୃଢ଼ ପଦକ୍ଷେପ । ଦର ନିୟନ୍ତ୍ରଣ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଯୋଗାଣ ବିଭାଗ । କଣ୍ଟ୍ରୋଲ ବୋର୍ଡ ନିୟମ ଅନୁସାରେ କଳାବଜାରୀ କରୁଥିବା ଦୋକାନୀଙ୍କ ଉପରେ ଚଢାଉ ସହ  କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ…

ସାତକୋଶିଆରେ ଆରମ୍ଭ ହେଲା ମହାବୀର ଯୁଗ ! ଏନକ୍ଲୋଜର ନୁହେଁ ଏଣିକି ଜଙ୍ଗଲରେ ଶିକାର ।

ସାତକୋଶିଆ ଜଙ୍ଗଲରେ ଛଡାଗଲା ବାଘ । ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବାଘ ‘ମହାବୀର’କୁ ଆଜି ସାତକୋଶିଆ ଜଙ୍ଗଲରେ ଛଡାଯାଇଛି । ଗତ ୨୧ ତାରିଖରୁ ଆସିଥିବା ମହାବୀରକୁ ଏନକ୍ଲୋଜରରେ ରଖାଯାଇଥିଲା । ଆଜି ଅପରାହ୍ନ ୨ଟାରେ ମହାବୀରକୁ ଏନକ୍ଲୋଜରରୁ ବାହାରକୁ ଛଡାଯାଇଥିଲା ।…

ଯାଜପୁରବାସୀଙ୍କୁ ମିଳିବ ଉନ୍ନତମାନର ଚିକିତ୍ସା : ପ୍ରତିଷ୍ଠା ହେବ ନୂଆ ମେଡିକାଲ କଲେଜ, ୨୦ ଏକର ଜମି ଚିହ୍ନଟ କଲା…

କନକ ବ୍ୟୁରୋ : ଯାଜପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିସାରିଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ମଂଜୁରି ଦେବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏହି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୨୦ ଏକର ଜମି…

ଜିଓ ପରେ ନୋକିଆ ଆଣିଲା ନୂଆ ଫିଚର ଫୋନ୍ ! ଚାଲିବ ଫେସବୁକ ଏବଂ ହ୍ୱାଟସଆପ୍ ।

ରିଲାଏନ୍ସ ଜିଓ ନିଜ ବ୍ୟବହାରକାରୀଙ୍କ ପାଇଁ ଅନେକ ବଡ ଘୋଷଣା କରିଛି । ଏଥିମଧ୍ୟରେ ଜିଓ ଗିଗା ଫାଇବର ଏବଂ ଜିଓ ଫୋନ୨ ଲଞ୍ଚ ହୋଇସାରିଛି । ଏମିତି ଏକ ବଡ ଘୋଷଣା କରାଯାଇଛି ଯେଉଁଥିପାଇଁ ଦେଶର ୨.୫ କୋଟି ଜିଓ ଫୋନ ବ୍ୟବହାରକାରୀ ଅନେକ ଦିନରୁ ଅପେକ୍ଷା କରିଥିଲେ । ଏହି ଘୋଷଣା ଜିଓ ଫୋନ…

ସରିଫଙ୍କୁ ସଜା ! ଦୁର୍ନିତୀ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ ଓ ୭୩…

ପାକିସ୍ତାନ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଲାଗିଛି ଜବରଦସ୍ତ ଝଟକା । ପାକିସ୍ତାନର ଆକାଉଣ୍ଟାବିଲିଟି କୋର୍ଟ ଭଷ୍ଟ୍ରାଚର ଅଭିଯୋଗରେ ନୱାଜଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେହିଭଳି ତାଙ୍କ ଝିଅ ମରିୟମ ସରିଫଙ୍କୁ ମଧ୍ୟ ୭ ବର୍ଷର ଜେଲ…