Daily Archives

July 6, 2018

ସୁପ୍ରିମକୋର୍ଟ ଶୁଣାଇଲେ ଗୀତାର ବାଣୀ! ଶ୍ରୀମନ୍ଦିରକୁ ଅଣ-ହିନ୍ଦୁ ପ୍ରବେଶ ନେଇ ଦେଲେ ପ୍ରସ୍ତାବ, କହିଲେ, ବିଶ୍ୱାସ ଓ…

କନକ ବ୍ୟୁରୋ : କୌଣସି ମନ୍ଦିରରେ କେବଳ ହିନ୍ଦୁ ହିଁ ପ୍ରବେଶ କରି ପାରିବେ କି? ଏହା ବିତର୍କର ବିଷୟ ହୋଇଥିବା ବେଳେ ସୁପ୍ରିମକୋର୍ଟରେ ବିଚାରପତି ଗୀତାର ଶ୍ଲୋକରୁ ଧର୍ମନିରପେକ୍ଷତାର ସଂଜ୍ଞା ନିର୍ଧାରଣ କରିଛନ୍ତି । ଏହା ସହ ମନ୍ଦିର ଭିତରକୁ ଅଣ ହିନ୍ଦୁ ପ୍ରବେଶ ନିଷେଧ ଉପରେ ଚିନ୍ତା କରିବାକୁ…

ବିବାଦୀୟ ପୋଷ୍ଟକୁ ନେଇ ମୁହଁ ଖୋଲିଲେ ହାସ୍ୟ ଅଭିନେତା ବାଳକୃଷ୍ଣ, କହିଲେ ମାଟି ହୋଇଗଲା ଜୀବନ, ଆଉ କାହା ସହ ନଘଟୁ ଏଭଳି…

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ପ୍ରେମର ଗୁମର ଖୋଲି, ବିବାଦକୁ ନିମନ୍ତ୍ରଣ କରିଥିବା ଛୋଟ ପରଦାରର ଜଣାଶୁଣା ହାସ୍ୟ ଅଭିନେତା ବାଳକୃଷ୍ଣ, ନିଜ ଫେସବୁକ୍ ପୋଷ୍ଟ ନେଇ ଲମ୍ବା ଚୌଡା ସଫେଇ ଦେଇଛନ୍ତି । ଫେସବୁକ୍ ପୋଷ୍ଟକୁ ନେଇ ବାଳକୃଷ୍ଣ ନିଜ ସଫେଇରେ କହିଛନ୍ତି- ସେ ଯେଉଁ ପ୍ରତାରଣାର ଶିକାର…

ଲୋକସଭା ନା ରାଜ୍ୟସଭା ପଥରଗାଡ଼ି ଶାସନରେ ଗ୍ରାମସଭା! ଆନ୍ଦୋଳନ ନାଁରେ ଦାଦାବଟି ପାଇଁ ଆଦିବାସୀ ଦେଖାଉଛନ୍ତି ନାଲିଆଖି ।

କନକ ବ୍ୟୁରୋ : ନିଜ ଶାସନ ନିଜେ କରିବୁ, ସୁନ୍ଦରଗଡ ଜିଲ୍ଲାରେ ଏବେ ପେଶା ଆଇନ ଲାଗୁ କରିବାକୁ ଅଣ୍ଟା ଭିଡିଛନ୍ତି ଆଦିବାସୀ । ସୁନ୍ଦରଗଡ ଜିଲ୍ଲା ୧୦ ବ୍ଲକର ପାଖାପାଖି ୩ଶହ ଗାଁରେ ବର୍ତ୍ତମାନ ପଥରଗାଡି ପରମ୍ପରା ମୁଣ୍ଡ ଟେକିବାରେ ଲାଗିଛି । ନିଜ ଗାଁ ନିଜେ ଶାସନ କରିବା ପାଇଁ ଆଦିବାସୀଙ୍କ…

ଶ୍ରୀମନ୍ଦିରରେ ଶୃଙ୍ଖଳା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୋର ଧରିଲା ବିତର୍କ! ଭାଙ୍ଗିବ କି ବର୍ଷ ବର୍ଷର…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର, ସେବାୟତଙ୍କ କଳିରୁ ଠାକୁର ଉପାସରେ ରହିବା ଏପରିକି ରତ୍ନଭଣ୍ଡାର ଚାବି ହଜିଯିବା ପ୍ରସଙ୍ଗରେ ଭକ୍ତଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି । ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ମଧ୍ୟ ବିଶୃଙ୍ଖଳାକୁ ରୋକିବା…

ଗସ୍ତ ଖର୍ଚ୍ଚ ନେଇ ରାଜ୍ୟପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗ ! ଦୁଃଖ ପ୍ରକାଶ କଲେ ମୁଖ୍ୟ ଶାସନ ସଚିବ, ଚିଠି…

କନକ ବ୍ୟୁରୋ : ଓଡିଶାର ମହାମହିମ ରାଜ୍ୟପାଳଙ୍କ ବିମାନ ଓ ହେଲିକପ୍ଟରର ଭଡ଼ା ଖର୍ଚ୍ଚକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାଛଡ଼ା ରାଜ୍ୟପାଳଙ୍କ ଚାଟାର୍ଡ଼ ଫ୍ଲାଇଟ ଗସ୍ତ ଖର୍ଚ୍ଚକୁ ରାଜ୍ୟ ସରକାର ଅନୁମୋଦିତ…

ଯଦି ଆପଣ ନିଜକୁ ଅତି ଚତୁର ମନେ କରନ୍ତି ତେବେ ଏହାର ଉତ୍ତର ଦିଅନ୍ତୁ ।

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ କଠିନରୁ ଅତି କଠିନ ଗଣିତକୁ ଖୁବ ସହଜରେ ସମାଧାନ କରିଦିଅନ୍ତି । ମୋଟା ମୋଟି ଭାବରେ କହିବାକୁ ଗଲେ ଗଣିତ ସମାଧାନ କରିବା ତାଙ୍କ ବହୁତ ସହଜ ହୋଇଥାଏ । ଖୁବ କମ ସମୟ ମଧ୍ୟରେ ଅତି କଠିନରୁ କଠିନ ଗଣିତକୁ ସମାଧାନ କରିବାର କ୍ଷମତା ରଖିଥାନ୍ତି । କିନ୍ତୁ ଆଜି…