Daily Archives

July 6, 2018

ସେମିଫାଇନାଲରେ ଫ୍ରାନ୍ସ ! ଉରୁଗୁଏକୁ ୨-୦ରେ ମାତ ଦେଇ ଫୁଟବଲ ବିଶ୍ୱକପ ସେମିରେ ଫ୍ରାନ୍ସ ।

ଚଳିତ ଫୁଟବଲ ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ଶୁକ୍ରବାର ଫ୍ରାନ୍ସ ୨-୦ରେ ଉରୁଗୁଏକୁ ପରାସ୍ତ କରିଛି । ଫିଫା ବିଶ୍ୱକପ ଇତିହାସରେ ଫ୍ରାନ୍ସ ପ୍ରଥମ ଥର ଉରୁଗୁଏ ହରାଇବା ସହିତ ସେମିଫାଇନାଲରେ ପ୍ରବେଶ କରିଛି । ଫ୍ରାନ୍ସର ରାଫେଲ ବରାନ ୪୦ ମିନିଟରେ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ…

ପୋଲିସ ଗୁଳି ଓ ଗ୍ୟାଙ୍ଗଷ୍ଟାର ! ଏନକାଉଣ୍ଟରରେ ଗଲା କୁଖ୍ୟାତ ଡକାୟତ ଚଗଲାର ଜୀବନ

କନକ ବ୍ୟୁରୋ : କୁଖ୍ୟାତ ଡକାୟତ ଓ ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନକାଉଣ୍ଟର କରିଛି ନୟାଗଡ ପୋଲିସ୍ । ପୋଲିସ୍ ଗୁଳିରେ ପ୍ରାଣ ହରାଇଛି ଦୁର୍ଦାନ୍ତ ଅପରାଧି ଚଗଲା ମଲ୍ଲିକ୍ । ନିଆଳି ଥାନା ରାଣିଓଳା ଗାଁର ଚଗଲାକୁ ବିଳମ୍ବିତ ରାତିରେ ଏନକାଉଁଟର କରିଛି ନୟାଗଡ ଓ ରଣପୁର ପୋଲିସର ମିଳିତ ଟିମ ।…

ଟିଟୋର ବାସଭବନ ଓ ଆଡ୍ଡା ଉପରେ କ୍ରାଇମବ୍ରାଂଚର ରେଡ୍ ! ସାମ୍ନାକୁ ଆସିଲା ଗ୍ୟାଙ୍ଗଷ୍ଟରର ମଠ, ଗୋପନରେ ଚାଲିଥିଲା ଟିଟୋର…

କନକ ବ୍ୟୁରୋ : ପାଞ୍ଚ ଦିନିଆ ରିମାଣ୍ଡରେ ଟିଟୋ ଥିବା ବେଳେ କେନ୍ଦ୍ରାପଡ଼ା ପୋଲିସ ସହାୟତାରେ ବଡ଼ ଧରଣର ରେଡ୍ କରିଛି କ୍ରାଇମବ୍ରାଂଚ । ଦିଲାରପୁର ସ୍ଥିତ ଟିଟୋର ବାସଭବନ, ଦପ୍ତର, ପେଟ୍ରୋଲ ଟାଙ୍କି ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଟିଟୋର ଆତଙ୍କବାଦ ଲିଙ୍କ ନେଇ ମଧ୍ୟ ତନାଘନା…

ଏମଏସପିରେ ଚାଷୀ ଠକିଗଲେ । ପ୍ରଶ୍ନ, ଆୟ ଦ୍ୱିଗୁଣ କଥା ଭୁଲିଯିବେନି ତ’ ମୋଦି? ଅନ୍ନଦାତା ରାଜନେତାଙ୍କ ପାଇଁ କଣ କେବଳ…

କନକ ବ୍ୟୁରୋ : ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବାକୁ ଲକ୍ଷ୍ୟ ରଖିଥିବା ମୋଦି ସରକାରଙ୍କ ଉକ୍ତିକୁ ବିଶ୍ୱାସ କରାଯାଇ ପାରିବ କି ନାହିଁ, ତାକୁ ନେଇ ଏକ ବଡ ବିତର୍କ ମୁଣ୍ଡ ଟେକିଛି ଯେତେବେଳେ ଏମଏସପି ବାବଦରେ ୨୦୧୪ ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି କେନ୍ଦ୍ରର…

ଭଡାରେ ଉବର ଡାକିଲେ ! ଡ୍ରାଇଭରଙ୍କୁ ଅତି ନିର୍ମମ ଭାବେ ହତ୍ୟା ସହ କାର ଲୁଟ୍ କରି ଚମ୍ପଟ ହୋଇଗଲେ ଦୁଇ ଦୁର୍ବୃତ୍ତ ।

କନକ ବ୍ୟୁରୋ : ଭଡ଼ା ବାହାନା ଡାକି ଉବର ଡ୍ରାଇଭରଙ୍କୁ ଡାକିଲେ ଏବଂ କାର ଲୁଟ୍ କରି ଚମ୍ପଟ୍ ହୋଇଗଲେ ଦୁଇ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଦୁର୍ବୃତଙ୍କ ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭର ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ କାର ନେଇ ଫେରାର୍…

ଗୋମୂତ୍ରରେ କ୍ୟାନ୍ସରର ଚିକିତ୍ସା ସମ୍ଭବ କି ? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ ।

ଗତ କିଛି ଦିନ ହେବ ଗୋମୂତ୍ର ଦ୍ୱାରା କ୍ୟାନ୍ସର ଭଲ ହେଉଥିବା କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ତେବେ ବାସ୍ତବରେ ଏହା କେତେଦୁର ସତ ତାହା ଆସନ୍ତୁ ଜାଣିବା । ମେଡିକାଲ ଆଣ୍ଡ ପେଡିଆଟ୍ରିକ ଆକ୍ନୋଲୋଜୀ ଆସୋସିଏଟ ପ୍ରଫେସର ବେଂକଟରମଣ ରାଧାକୃର୍ଷ୍ଣଙ୍କ କହିବା ଅନୁସାରେ, ଗୋମୂତ୍ର…