Daily Archives

July 5, 2018

ସେବାୟତଙ୍କ ପୁଅ ହୋଇପାରିବେନି ସେବାୟତ! ବଂଶାନୁକ୍ରମିକ ପରମ୍ପରା ବନ୍ଦ କରିବାକୁ ପ୍ରସ୍ତାବ ଦେଲେ କୋର୍ଟ, ଶ୍ରୀମନ୍ଦିର…

କନକ ବ୍ୟୁରୋ : ବଂଶାନୁକ୍ରମିକ ସେବାୟତ ପରମ୍ପରାକୁ ବନ୍ଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସୁପାରିଶ କରିଛନ୍ତି ପୁରୀ ଜିଲ୍ଲା ଜଜ୍ । ଶ୍ରୀମନ୍ଦିର ସଂସ୍କାର ନେଇ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଜିଲ୍ଲା ଜଜ୍ ପ୍ରସ୍ତାବ ଦେଇଛନ୍ତି,…

ଦିନକୁ ଦେବାକୁ ପଡିବ ମାତ୍ର ୪ ଟଙ୍କା, କ୍ୟାନସର ରୋଗ ସହ ଲଢିବାକୁ ମିଳିବ ୨୦ ଲକ୍ଷ ଟଙ୍କା ! ଜାଣନ୍ତୁ କିଏ ଦେଉଛି ଏଭଳି…

ପ୍ରତିବର୍ଷ କ୍ୟାନସର ରୋଗରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଏହି ରୋଗର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ଆଉ ଏହି ରୋଗଟି ଗରିବ ଲୋକଟିକୁ ହେଲେ କଥା ସରିଲା । ଜୀବନ ଯାକର ଜମା ରାଶି କୁଆଡ଼େ ଚାଲିଯାଏ ତାହା ଜଣା ପଡେ ନାହିଁ । କିଛିଦିନ ତଳେ ବଲିଉଡର ବହୁ…

ଖୁଚୁରା ପଇସାକୁ ନେଇ ଥମୁନି ବିବାଦ ! ସରକାର କହିଲେ ଏହାକୁ ଗ୍ରହଣ ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଖୁଚୁରା ପଇସାକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଏକ ଟଙ୍କିଆ କଏନ ଠାରୁ ଆରମ୍ଭ କରି ୫ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ ପର୍ଯ୍ୟନ୍ତ ଖୁଚୁରା ପଇସା ବଜାରରେ ଚଳାଇବା ଅସମ୍ଭବ ହୋଇପଡିଛି । ପ୍ରତିଦିନ କେଉଁଠି ନା କେଉଁଠି ବ୍ୟବସାୟୀ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଖୁଚୁରା ପଇସାକୁ ନେଇ…

କାଳିଆର କୁନି ସେବାୟତ ! ୨୯ ଦିନର ଶିଶୁ ହେଲେ ଜଗନ୍ନାଥ ମନ୍ଦିରର ସେବାୟତ, ମହାପ୍ରଭୁଙ୍କ ସେବା ପାଇଁ ମିଳିଲା ଅଧିକାର

କନକ ବ୍ୟୁରୋ : ଚର୍ଚ୍ଚାରେ ଜଗନ୍ନାଥଙ୍କ କୁନି ସେବାୟତ । ୨୯ ଦିନର କୁନି ଶିଶୁ ସାମିଲ ହେଲେ ଜଗନ୍ନାଥଙ୍କ ପରିବାରରେ । ମହାପ୍ରଭୁଙ୍କ ପ୍ରମୁଖ ସେବକ ହେଉଛନ୍ତି ଦଇତାପତି ସେବାୟତ । ଜଗନ୍ନାଥଙ୍କ ଅଣସର ସମୟରେ ଦଇତାପତିଙ୍କୁ ମିଳିଥାଏ ସ୍ୱତନ୍ତ୍ର ସେବା । ଏହି ସେବାରେ ସାମିଲ ହୋଇଛନ୍ତି ୨୯…

କ୍ୱିଣ୍ଟାଲ ପିଛା ଧାନ ପାଇଁ ଚାଷୀ ଖର୍ଚ୍ଚ କରେ କେତେ ପାଏ କେତେ? ରାଜ୍ୟ ସରକାର ଦେଲେ ଟିକନିକି ହିସାବ

କନକ ବ୍ୟୁରୋ : ଧାନ ଚାଷ ପାଇଁ ଚାଷୀ କେତେ ଖର୍ଚ୍ଚ କରେ । ଆଉ ଅମଳ ଫସଲକୁ କେତେ ଟଙ୍କାରେ ବିକ୍ରି କରେ । କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଟିକିନିଖି ହିସାବ ଦେଇ କହିଛନ୍ତି କୁଂଇଟାଲ ପିଛା…