Daily Archives

July 4, 2018

ପାଣିରେ ଭାସି ରିପୋର୍ଟ ପରିବେଷଣ କଲେ ସାମ୍ବାଦିକ ! ରାସ୍ତା ମଝିରେ ସୃଷ୍ଟି ହେଲା ସୁଇମିଂ ପୁଲର ଭ୍ରମ ।

ବର୍ଷାର ପ୍ରଭାବ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି । ତେବେ ନିକଟରେ ସ୍ମାର୍ଟସିଟି ଭୁବନେଶ୍ୱରର ଅବସ୍ଥା ବିଷୟରେ ତ ଆପଣ ନିଶ୍ଚୟ ଭାବେ ଶୁଣିଥିବେ । ରାଜଧାନୀର ଇସ୍କନ ମନ୍ଦିର ସାମ୍ନାରେ ଅତି ପ୍ରବଳ…

ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର ! ଖୁବ ଶିଘ୍ର ଲଞ୍ଚ ହେବ ଦୁନିଆର ସବୁଠାରୁ ଶସ୍ତା ବୁଲେଟ, ୧ ଲିଟର ପେଟ୍ରୋଲରେ ଦୌଡିବ…

ଭାରତରେ ରୟାଲ ଏନଫିଲ୍ଡ ବୁଲେଟକୁ ଏକ ଦମଦାର ବାଇକର ଆଖ୍ୟା ଦିଆଯାଇଛି । ଦେଶର ପ୍ରତିଟି ରାସ୍ତା ପ୍ରତିଟି ଗଳିରେ ବୁଲେଟର ଶବ୍ଦ ଶୁଣିବାକୁ ମିଳିଯାଏ । ଅନେକ ଲୋକ ବୁଲେଟ କିଣି ଚଲାଇବାର ସ୍ୱପ୍ନ ରଖିଥାନ୍ତି । କିନ୍ତୁ ଏହାର ଅଧିକ ଦାମ ଏବଂ କମ ମାଇଲେଜ କାରଣରୁ ସାଧାରଣ ଲୋକ ବୁଲେଟୁ…

ପାଣି ମାଡର ପ୍ରଭାବ : ଇସ୍କନ୍ ମନ୍ଦିର ସାମ୍ନାରେ ଜମୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡ଼ିଲେ ବିଏମସି ଓ…

କନକ ବ୍ୟୁରୋ : ଶେଷରେ ଚେତିଲେ କର୍ତ୍ତୃପକ୍ଷ । ଇସ୍କନ୍ ମନ୍ଦିର ସାମ୍ନାରେ ଜମୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡ଼ିଲେ ବିଏମସି ଓ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଅଫିସ୍ରେ ପାଇପ୍ ପାଣି ଭର୍ତ୍ତି କରିଦିଆଯିବା ପରେ ଏବେ…

ନିଜ ମଦ ବିକ୍ରି କରିବା ପାଇଁ ଏହି କମ୍ପାନୀ ଆର୍ମି ଅଧିକାରୀଙ୍କୁ ଦେଇଥିଲା ୧୦ କୋଟି ଟଙ୍କାର ଲାଞ୍ଚ ! କମ୍ପାନୀ ଉପରେ…

ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମଦ ଆର୍ମି କ୍ୟାଣ୍ଟିନରେ ବିକ୍ରି କରିବା ପାଇଁ କ୍ୟାଣ୍ଟିନରେ କାମ କରୁଥିବା ଅଧିକାରୀଙ୍କୁ ୧୦କୋଟି ଟଙ୍କା ଲାଞ୍ଚ ଦିଆ ଯାଇଥିବା ସୂଚନା ମିଳିଛି । ଆର୍ମି କ୍ୟାଣ୍ଟିନକୁ ଏହି ଲାଞ୍ଚ ବିମ୍ ଗ୍ଲୋବାଲ ସ୍ପିରିଟ୍ ଆଣ୍ଡ ଓ୍ଵାଇନ୍ ବା ବିମ୍ ଇଣ୍ଡିଆ ତରଫରୁ ଦିଆ ଯାଇଥିବା…

ଉପରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ହିଁ ଦିଲ୍ଲୀର ଅସଲି ମାଲିକ : ସୁପ୍ରିକକୋର୍ଟଙ୍କ ରାୟ ପରେ ଆଉ କେଉଁ କେଉଁ ପ୍ରସଙ୍ଗ…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଆଜିର ନୁହେଁ । ଦୀର୍ଘ ତିନି ବର୍ଷ ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ତିକ୍ତତା ବଢିଚାଲିଛି । ଏହାକୁ ନେଇ ସୁପ୍ରିମକୋର୍ଟ…

ଟୁଥପେଷ୍ଟ ଲଗାଇବା ପୂର୍ବରୁ ବ୍ରସକୁ ଓଦା କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହାର ଉଚିତ ବ୍ୟବହାର ।

ସକାଳୁ ଉଠିବା ପରେ ଆମର ପ୍ରଥମ କାମ ହୋଇଥାଏ ବ୍ରସ କରିବା । ସକାଳୁ ଉଠି ଦାନ୍ତକୁ ବ୍ରସ କରିବା ଏକ ଭଲ ଅଭ୍ୟାସ । ଦାନ୍ତକୁ ସଫା ଏବଂ ସୁସ୍ଥ ରଖିବା ପାଇଁ ଦିନକୁ ଦୁଇଥର ଦାନ୍ତ ଘସିବା ଆବଶ୍ୟକ ପଡିଥାଏ । ଏଥି ମଧ୍ୟରେ ପ୍ରାୟ ଲୋକ ଦାନ୍ତ ଘସିବା ପୂର୍ବରୁ ବ୍ରସକୁ ପ୍ରଥମେ ଧୋଇଥାନ୍ତି ଏବଂ ପରେ…