Daily Archives

July 3, 2018

ଶତାବ୍ଦୀର ସବୁଠାରୁ ବୃହତ ଚନ୍ଦ୍ରଗହଣ ! ଆସନ୍ତା ୨୭ରେ ଦେଶର କୋଣ ଅନୁକୋଣରେ ଦେଖାଯିବ ବିରଳ ଲୋହିତ ବର୍ଣ୍ଣର ଚନ୍ଦ୍ର ।

ଏମ.ପି ବିର୍ଲା ପ୍ଲାନେଟୋରିୟମ ନିର୍ଦ୍ଦେଶକ ଦେବୀପ୍ରସାଦ ଦାଉରୀଙ୍କ କହିବା ମୁତାବକ ଆସନ୍ତା ଜୁଲାଇ ୨୭ ତାରିଖରେ ଭାରତରେ ଶତାବ୍ଦୀର ସବୁଠାରୁ ବୃହତ ଚନ୍ଦ୍ର ଗ୍ରହଣ ଦେଖାଯିବ । ଏବଂ ଯାହାକୁ ଦେଶର କୋଣ ଅନୁକୋଣରେ ଖାଲି ଆଖିରେ ଲୋକମାନେ ଦେଖିବାର ସୁଯୋଗ ପାଇବେ । ୨୭ ତାରିଖ ଭାରତୀୟ ସମୟ ରାତି…

ପୁଣି ଉଠିଲା ଏମଏସପି ପ୍ରସଙ୍ଗ : ମୋଦି ସରକାରଙ୍କ ଉପରେ ବର୍ଷିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ

କନକ ବ୍ୟୁରୋ : ପୁଣି ଉଠିଲା ଏମଏସପି ପ୍ରସଙ୍ଗ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ଜୁନ ଦ୍ୱିତୀୟ ସପ୍ତାହ ସୁଦ୍ଧା କେନ୍ଦ୍ର ସରକାର ଏମଏସପି ସ୍ଥିରିକୃତ କରିବାର ଥିଲା । କିନ୍ତୁ ଜୁଲାଇ ମାସ…

ଏହି ସମୀକରଣକୁ ସମାଧାନ କରିବାରେ ଅନେକ ଲୋକ ବିଫଳ ହୋଇଛନ୍ତି । ଆପଣ ଏହାକୁ ସମାଧାନ କରିପାରିବେ କି ?

ପ୍ରତି କିଛି ଦିନରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରାକାରର ବ୍ରେନଟିଜର ଦେଖିବାକୁ ମିଳିଥାଏ । ଯେଉଁଥିରେ ଗଣିତ ଭଳି କିଛି ପ୍ରଶ୍ନ କିମ୍ବା ଚିତ୍ରର ସମୀକରଣ ସମାଧାନ କରିବାକୁ ଦିଆଯାଇଥାଏ । ଯାହା ସମାଧାନ କରିବା ପାଇଁ ଲୋକମାନଙ୍କୁ ମଜ୍ଜା ଲାଗିଥାଏ । ଯେ ପର୍ଯ୍ୟନ୍ତ ଏହା ସମାଧାନ…

ଏନଏଚଏଆଇକୁ ଦୋଷ ଦେଇ ଖସିବାକୁ ବିଏମସି କର୍ତୃପକ୍ଷଙ୍କ ଉଦ୍ୟମ ! ଚିଠି ଦେଇ ଆଗତୁରା ସତର୍କ କରିଥିଲା ନଗର ଉନ୍ନୟନ ବିଭାଗ…

କନକ ବ୍ୟୁରୋ : ସ୍ମାର୍ଟସିଟି ଭୁବନେଶ୍ୱରର ଇସ୍କନ ମନ୍ଦିର ନିକଟରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟା ସ୍ଥିତିକୁ ନେଇ ହଟଚମଟ ଲାଗି ରହିଛି । ଦୋଷ କାହାର ବିଏମସିର ନା ଏନଏଚଏଆଇର, ସେନେଇ ପ୍ରଶ୍ନ ଉଠିଥିବା ବେଳେ ରାଜ୍ୟର ସମସ୍ତ ମ୍ୟୁନିସିପାଲିଟିକୁ ନଗର ଉନ୍ନୟନ ବିଭାଗ ଲେଖିଥିବା ଚିଠିକୁ ନେଇ…

ଦିଲ୍ଲୀରେ ୧୧ ଜଣଙ୍କ ମୃତ୍ୟୁ ଘଟଣାରେ କାହାଣୀରେ ନୂଆ ମୋଡ଼ : ମୃତ ବ୍ୟକ୍ତିଙ୍କ ସହ ଭାଟିଆ ପରିବାର କଥାବାର୍ତ୍ତା…

କନକ ବ୍ୟୁରୋ : ଦିଲ୍ଲୀର ସନ୍ଥନଗରରେ ଗୋଟିଏ ପରିବାରର ୧୧ଜଣଙ୍କ ମୃତ୍ୟୁ ଘଟଣାର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି । ମୋକ୍ଷ ପାଇଁ ପୁରା ପରିବାର ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ମୃତକଙ୍କ ଠାରୁ ମିଳିଥିବା ଡାଏରୀରେ ଲେଖାଯାଇଛି ଯେ, ବରଗଛର ଓହଳ ଭଳି ଝୁଲି ରହିଥିବେ ।…

ଟ୍ରେନ୍ ଭିତରେ ଖୁଲମଖୁଲା ଚାଲିଛି ମଦ ବେପାର : ହାତ ପାହାନ୍ତାରେ ମଦ ପାଉଛନ୍ତି ଯାତ୍ରୀ

କନକ ବ୍ୟୁରୋ : ଟ୍ରେନ୍ ଭିତରେ ମଦ ଦୋକାନ । ଖୁଲମଖୁଲା ମଦ ବିକ୍ରି ହେଉଛି । ଆଉ ହାତ ପାହାନ୍ତାରେ ମଦ ପାଉଛନ୍ତି ଯାତ୍ରୀ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଧାନବାଦ ଏକ୍ସପ୍ରେସରେ ମଦ କାରବାରର ହେଉଥିବା ଜଣାପଡ଼ିଛି । ଟ୍ରେନ୍ ଭିତରେ ଖୁଲମଖୁଲା ଜମିଛି ମଦର ଆସର ।…