Daily Archives

July 2, 2018

ଆକ୍ସନ ମୁଡରେ କଂଗ୍ରେସ ! ଏନଏଚଏଆଇ କାର୍ଯ୍ୟାଳୟରେ ଧଶେଇ ପଶିଲେ, ପାଇପରେ ପାଣି ଛାଡିଲେ ।

କନକ ବ୍ୟୁରୋ : ଅସରାଏ ବର୍ଷାରେ ରାଜଧାନୀ ଉବୁଟୁବୁ ହେଉଥିବା ବେଳେ ଏନଏଚଏଆଇ ଅଫିସରେ କଂଗ୍ରେସର ହାଇ ଭୋଲଟେଜ୍ ଡ୍ରାମା । ପାଣି ଟାଙ୍କର ଆଣି ଅଫିସ ଭିତରେ ପାଣି ବର୍ଷା କରିଥିଲେ କଂଗ୍ରେସ କର୍ମୀ । ବର୍ଷା ପାଣି ନିଷ୍କାସନ ଦାୟିତ୍ୱ ବିଏମସିର କହି ଏନଏଚଏଆଇ ଅଧିକାରୀ ବୁଝାଇବାକୁ ଉଦ୍ୟମ…

ହସ୍ପିଟାଲର ଦାୟିତ୍ୱହୀନତା ! ୭୭ଟି ଶବକୁ ଗୁପ୍ତରେ ଦାହ କଲେ ମେଡିକାଲ କର୍ମଚାରୀ ।

ପରିବେଶ ସୁରକ୍ଷା ଏବଂ ଧାର୍ମୀକ ମାନ୍ୟତାକୁ ଦୃଷ୍ଟିରେ ରଖି ଅପରିଚିତ ଶବ ଗୁଡିକୁ ଗୁପ୍ତରେ ଅନ୍ତିମ ସଂସ୍କାର କରିଥିବା ଭଳି ଏକ ନିନ୍ଦନୀୟ ମାମଲା ସାମ୍ନାକୁ ଆସିଛି । ଉଲବେଡିଆ ମହକମା ହସପିଟାଲରେ ଏପରି ଏକ ଦାୟିତ୍ୱହୀନତା ଘଟଣାର ଅଭିଯୋଗ ହୋଇଛି । ଏହି ହସ୍ପିଟାଲରେ ପ୍ରାୟ ୭୭ଟି ଅପରିଚିତ…

ସାବଧାନ ! ହ୍ୱାଟସଆପ ପାଲଟିଛି ସିରିଏଲ କିଲର, ଆପଣ କରୁ ନାହାଁନ୍ତି ତ ଏପରି ଭୁଲ ।

ଫେସବୁକ ଏବଂ ହ୍ୱାଟସଆପ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକମାନଙ୍କୁ ପରସ୍ପର ମଧ୍ୟରେ ଯୋଡିବାର ଏକ ମାଧ୍ୟମ ପାଲଟିଛି । ମେସେଜ କିମ୍ବା ଭିଡିଓ କଲ ସାହାଯ୍ୟରେ ଦୁର ଦୁରାନ୍ତରରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା କରିବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡାଟା ମଧ୍ୟ ସେୟାର କରି ହେଉଛି ।…

ଏଣିକି ଆଉ ଖୁଚୁରା ନାହିଁ କହି ଭିକାରୀଙ୍କ ଠାରୁ ପାଇପାରିବେନି ରକ୍ଷା ! ଭିକାରୀମାନେ ବ୍ୟବହାର କଲେଣି ଡିଜିଟାଲ…

ଗତ କିଛି ବର୍ଷ ଧରି ଭାରତରେ ଡିଜିଟାଲ ଇଣ୍ଡିଆ, କ୍ୟାସଲେସ ଟ୍ରାଞ୍ଜାକସନକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କିନ୍ତୁ ଏହି ମାମଲାରେ ଚୀନ ବହୁତ ଆଗକୁ ବଢିଯାଇଛି । ଏହାର ଅନୁମାନ ଏହି କଥାରୁ ଲଗାଯାଇପାରିବ ଯେ, ସେଠାକାର ଭିକାରି ମଧ୍ୟ କ୍ୟୁଆର କୋଡ ଏବଂ ଇ-ୱାଲେଟର ବ୍ୟବହାର କରିଥାନ୍ତି ।…

ଆପଣ ଜାଣିଛନ୍ତି କି ଓଡିଶାର ସର୍ବବୃହତ ରଥ କେଉଁଠାରେ ନିର୍ମାଣ କରାଯାଏ ? ତେବେ ପଢନ୍ତୁ ଏହି ଖବର

କନକ ବ୍ୟୁରୋ: ଆଗାମି ଘୋଷଯାତ୍ରା ପାଇଁ ଏକ ପ୍ରକାରର ପ୍ରସ୍ତୁତ ହୋଇସାରିଲାଣି ବିଶ୍ୱର ବୃହତ ରଥ । କେନ୍ଦୁଝରରେ ଶ୍ରୀଶ୍ରୀ ବଳଦେବଜିଉଙ୍କ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ଏହି ରଥ ବିଶ୍ୱର ବୃହତ ରଥର ପରିଚୟ ପାଇଛି । ରଥ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିବା ବେଳେ କେବଳ ରଙ୍ଗ କାର୍ଯ୍ୟ…

ମାଲକାନଗିରି ଦରିଗୁଡାରୁ ସ୍ପେନର ବାର୍ସୀଲୋନା ! ଆଦିବାସୀ ଶିଶୁପୁତ୍ରକୁ ଆପଣେଇଲେ ବିଦେଶୀ ଦମ୍ପତି

କନକ ବ୍ୟୁରୋ: ଅନାଥ ଶିଶୁ ପୁତ୍ରକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି । ମାଲକାନଗିରି ଜିଲ୍ଲାର ଏକ ୬ ବର୍ଷର ଆଦିବାସୀ ଶିଶୁଙ୍କୁ ଆପଣେଇ ସ୍ପେନ ନେଲେ ନିସ୍ତାନ ଦମ୍ପତୀ । ସ୍ପେନ୍-ବାର୍ସିଲୋନାର ଇଭାନ ଓ ତାଙ୍କ ସ୍ତ୍ରୀ ସୁସାନା ଶିଶୁଟିକୁ ପୁତ୍ର ଭାବେ ଗ୍ରହଣ କରିଛନ୍ତି । ଦୁଇ…