Daily Archives

July 2, 2018

ସାଧରଣ ଲୋକଙ୍କୁ ଲାଗିବ ଝଟକା! ବଢ଼ିପାରେ ବିଦ୍ୟୁତ ଶୁଳ୍କ

କନକ ବ୍ୟୁରୋ : ବଢିପାରେ ବିଦ୍ୟୁତ ଶୁଳ୍କ । କାରଣ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଓପିଜିସି ସପକ୍ଷରେ ରାୟ । ଗ୍ରୀଡକୋ ଓ ଓପିଜିସି ମଧ୍ୟରେ ବିଦ୍ୟୁତ କିଣା ସଂପର୍କରେ ଚୁକ୍ତି ହୋଇଥିଲା । ଯାହା ୨୧ ମେଗାୱାଟର ଦୁଇଟି ୟୁନିଟ ପାଇଁ ହୋଇଥିଲା । ତେବେ ୨୦୧୪ରେ ଓଇଆରସି ଗଠନ ହେବା ପରେ ଏହି ଚୁକ୍ତି…

ନିଖୋଜ ହୋଇ ନଥିଲେ, ସ୍ପାରୁ ଦେହଜୀବୀଙ୍କ ସହ ଗିରଫ ହୋଇଥିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ ?

କନକ ବ୍ୟୁରୋ : କୋଲକାତାର ଏକ ସ୍ପାରୁ ଦେହଜୀବୀଙ୍କ ସହ ବିବାଦୀୟ ଭାବରେ ଗିରଫ ହେବା ପରେ ନିନ୍ଦନୀୟ ଆଚରଣ ଆଧାରରେ ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଦଳରୁ ନିଲମ୍ବନ କରିଛି ବିଜୁ ଜନତା ଦଳ । ପ୍ରଥମେ ନିଖୋଜ ଅଭିଯୋଗ, ପରେ ଦେହଜୀବୀଙ୍କ ସହ ଲିଙ୍କ୍ ଅଭିଯୋଗରେ କୋଲକାତାରୁ ଗିରଫ…

ପାଠ ପଢିବା ପାଇଁ ପ୍ରତିଦିନ ଜୀବନ ସହ ସଂଘର୍ଷ ! ଘାଇ ଟପିଲେ ସ୍କୁଲ, ପାଣି ଡେଇଁଲେ ପାଠପଢା ।

କନକ ବ୍ୟୁରୋ : ପାଣି ପାର ହେଲେ ପାଠଶାଳା । ନଦୀ ଭିତରେ ଘାଇ, ଆଉ ଘାଇ ମୁହଁରେ ପଶି ଅଂଟାଏ ଉଚ୍ଚର ପାଣି ପାର ହେଲେ ପଡିବ ସ୍କୁଲ । ଆଉ କିଛି ବାଟ ନାହିଁ । ଦିନେ କି ଦୁଇ ଦିନ ନୁହଁ, ବର୍ଷ ତମାମ ଏଭଳି ସ୍ଥିତି । ଜାଣନ୍ତୁ କାକଟପୁରରେ ଛାତ୍ରଛାତ୍ରୀଙ୍କ ସ୍କୁଲଯାତ୍ରାର ବାସ୍ତବ ସ୍ଥିତି ।…

ମୋକ୍ଷ ପାଇଁ ମୃତ୍ୟୁର ମାର୍ଗ ! ଭାଟିଆ ପରିବାରର ୧୧ଜଣଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ, ଘରୁ ମିଳିଲା ହାତ ଲେଖା…

କନକ ବ୍ୟୁରୋ : ଦିଲ୍ଲୀ ସନ୍ଥନଗରରେ ଗୋଟିଏ ଘରୁ ୧୧ଟି ମୃତଦେହ ଉଦ୍ଧାର ହେବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । କାରଣ ଘରୁ ମିଳିଥିବା ଏକ ଡାଏରୀରେ ଅଛି ସମସ୍ତଙ୍କୁ ଚକିତ କରିଦେଲାଭଳି ଲେଖା । ମୋକ୍ଷ ପାଇଁ ମୃତ୍ୟୁ ଏକ ଦ୍ୱାର ଏବଂ ଆତ୍ମାର ପରମାତ୍ମା ସହ ସଂପର୍କ ଭଳି ଅତ୍ୟନ୍ତ ଧାର୍ମିକ ଦିଗକୁ…

ମୁକ୍ତିକାନ୍ତଙ୍କୁ କେବେ ମିଳିବ ମୋଦିଙ୍କ ଦର୍ଶନ ! ରାଜ୍ୟର ସ୍ୱାର୍ଥ ପାଇଁ ଦିଲ୍ଲୀ ଦରବାରରେ ଅଖିଆ ଅପିଆ ବସିଛନ୍ତି…

କନକ ବ୍ୟୁରୋ : ଯନ୍ତରମନ୍ତରରୁ ପୋଲିସ ଉଠାଇନେବା ପରେ ରାମଲୀଳା ମୈଦାନରେ ଅନଶନ କରିବେ ମୁକ୍ତିକାନ୍ତ ବିଶ୍ୱାଳ । ପ୍ରଧାନମନ୍ତ୍ରୀଙ୍କୁ ନଭେଟିବା ଯାଏଁ ସେ ଅନଶନ ଜାରି ରଖିବେ ବୋଲି କହିଛନ୍ତି । ସେପଟେ ମୁକ୍ତିକାନ୍ତଙ୍କୁ ନେଇ ବଢିବାରେ ଲାଗିଛି ରାଜନୀତି । ବରିଷ୍ଠ କଂଗ୍ରେସ ନେତା ନରସିଂହ…

ରେଳବାଇ ନିଯୁକ୍ତି : ଜାଣନ୍ତୁ ଫାଙ୍କା ପଡ଼ିଥିବା ୯୦ ହଜାର ପଦ ପାଇଁ କେଉଁ ମାସରେ ହେବ ପରୀକ୍ଷା

ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ରେଳବାଇ ନିଯୁକ୍ତି ବୋର୍ଡ଼ ଗ୍ରୁପ ଡ଼ି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ୯୦ ହଜାର ପଦ ପାଇଁ ପ୍ରଥମ ପର୍ଯ୍ୟାୟ ଲିଖିତ ପରୀକ୍ଷା ନେଇ ତାରିଖ ଘୋଷଣା କରିଛି । ରେଳବାଇର ଏହି ଘୋଷଣା ପରେ ଗ୍ରୁପ ଡ଼ି ପୋଷ୍ଟ ପାଇଁ ଆବେଦନ କରିଥିବା ୨ କୋଟି ୩୭ ଲକ୍ଷ…