Daily Archives

July 1, 2018

ଅସରାଏ ବର୍ଷାରେ ଭାସିଲା ଭୁବନେଶ୍ୱର ! ସ୍ଥିତିକୁ ନେଇ ନିଜ ମୁଣ୍ଡରୁ ଦୋଷ ଖସାଇଲେ ମେୟର, ଏନଏଚଏଆଇଙ୍କୁ କଲେ ଦାୟୀ ।

କନକ ବ୍ୟୁରୋ : ଅସରାଏ ବର୍ଷାରେ ବୁଡ଼ିଲା ଭୁବନେଶ୍ୱର ଆଉ ରାଜଧାନୀର ରାଜରାସ୍ତାରେ ସୃଷ୍ଟି ହେଲା ବନ୍ୟାର ଭ୍ରମ  । ଏପରିକି ଏକାଧିକ କାର୍ ମଧ୍ୟ ଭାସିବା ଦେଖିବାକୁ ମିଳିଲା  । ତେବେ ସ୍ମାର୍ଟ ସିଟି ଭୁବନେଶ୍ୱରର ସଙ୍ଗିନ୍ ସ୍ଥିତି ସମ୍ପର୍କରେ ଜାତୀୟ ଗଣମାଧ୍ୟମର ଜୋରଦାର ଚର୍ଚ୍ଚା ବିଭିନ୍ନ…

ଜଗନ୍ନାଥଙ୍କ ନାଁ ନେଇ କର୍ମୀଙ୍କୁ ଉସକାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା! କହିଲେ, ରଥଯାତ୍ରା ପୂର୍ବରୁ ଘରେ…

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଗସ୍ତ ଉପରେ ଆଜି ଲାଗିରହିଥିଲା ସାରା ଓଡିଶାର ନଜର । କାରଣ ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ନେତା ଓ କର୍ମୀଙ୍କୁ ୧୨୦ ପ୍ଲସ ସିଟର ଟାର୍ଗେଟ ଦେଇଥିଲେ ଶାହା । ଆଉ ଏହି ଲକ୍ଷ୍ୟ ପୂରଣ ପାଇଁ କର୍ମୀଙ୍କୁ କି ମନ୍ତ୍ର ଦେବେ ଶାହା…

କାହିଁକି ଟିଟୋକୁ ମିଳୁଥିଲା ସ୍ଥାନୀୟ ଲୋକଙ୍କ ସମର୍ଥନ? ଖୋଲିବ ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ପେଡି ।

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ପୃଷ୍ଠା ଖୋଲିବ ସ୍ୱତନ୍ତ୍ର ଟାକ୍ସ ଫୋର୍ସ । କେଉଁ କେଉଁ ଅପରାଧ ସହ ସେ ଜଡିତ, ତା’ ଗ୍ୟାଙ୍ଗର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେ ସବୁର ହେବ ଛାନଭିନ । ସବୁଠୁ ବଡ଼ କଥା ହେଉଛି, ଅଣ୍ଡରୱାର୍ଲ୍ଡ ସହ ତା’ର ସଂପର୍କ ଥିବା ନେଇ ମଧ୍ୟ ସଂଦେହ କରୁଛି…

ପୁଣି ଘୁଞ୍ଚିଲା ପାନକାର୍ଡ ସହ ଆଧାର ଲିଙ୍କ କରିବାର ସମୟସୀମା ! ଜାଣନ୍ତୁ କେତେ ତାରିଖ ଯାଏ ଅବଧି ବଢାଇଲେ ସରକାର ।

ପାନକାର୍ଡ ସହ ଆଧାର ଲିଙ୍କ କରିନଥିବା ଲୋକମାନଙ୍କ ପାଇଁ ସରକାର ପ୍ରଦାନ କଲେ ଆଉ ଏକ ସୁଯୋଗ । ପୂର୍ବରୁ ଆଧାରକାର୍ଡ ସହ ଲିଙ୍କ କରିବାର ସମୟସୀମା ଗତ ଜୁନ ୩୧ରେ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏବେ ସରକାର ଏହାର ଅବଧିକୁ ପରିବର୍ତ୍ତନ କରାଇ ମାର୍ଚ୍ଚ ୩୧ ତାରିଖ ୨୦୧୯କୁ ଘୁଞ୍ଚାଇ ଦେଇଛନ୍ତି ।…

ଭାରତୀୟ ସେନାରେ ଖୁବଶୀଘ୍ର ସାମିଲ ହେବ ଅଗ୍ନି-୫ ମିସାଇଲ ! ରାଡ଼ାରରେ ରହିବ ପୂରା ଚୀନ, କ୍ଷଣିକରେ ପୂରା ଦେଶକୁ ଜାଳିଦେବ

ସାବଧାନ ଚୀନ୍ । ଖୁବଶୀଘ୍ର ଭାରତ ନିଜର ସେନାବାହିନୀରେ ଏଭଳି ଏକ ବ୍ରହ୍ମାସ୍ତ୍ର ସାମିଲ କରିବାକୁ ଯାଉଛି ଯାହା କ୍ଷଣିକରେ ପୂରା ଚୀନକୁ ଧ୍ୱଂସ କରିବାକୁ ସକ୍ଷମ । ଭାରତ ନିଜ ସେନାରେ ଖୁବଶୀଘ୍ର ଅନ୍ତଃମହାଦେଶୀୟ ବାଲାଷ୍ଟିକ ମିସାଇଲ ଅଗ୍ନି-୫କୁ ସାମିଲ କରିବାକୁ ଯାଉଛି । ଆଉ ସବୁଠୁ ବଡ଼ କଥା…

ଭୁବନେଶ୍ୱର ନଗର ନିଗମର ନିଷ୍ପତି, ଏଣିକି ଖୋଲାରେ ମଳତ୍ୟାଗ କଲେ ଦେବାକୁ ହେବ ଜୋରିମାନା ।

ଏଣିକି ରାଜଧାନୀରେ ଖୋଲାରେ ମଳତ୍ୟାଗ କରିଲେ ୫୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ତରଫରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଖୋଲାରେ ମଳତ୍ୟାଗ କରୁଥିବା ଲୋକମାନଙ୍କ ଅଭ୍ୟାସକୁ ଦୁର କରିବା ପାଇଁ ବିଏମସି ଏପରି ଏକ ପଦକ୍ଷପ ନେଇଛି । ପରିବେଶକୁ ସୁରକ୍ଷିତ…