Daily Archives

July 1, 2018

ଡ଼୍ରେସ ସଫା କରିବା ଟେନସନ ଗଲା ! ଏଣିକି ଡ୍ରେସରେ ଲାଗିବନି କୌଣସି ଦାଗ, ଭାରତରେ ପ୍ରସ୍ତୁତ ହେଲା ନୂଆ ଧରଣର ପୋଷାକ

କନକ ବ୍ୟୁରୋ : ଡ୍ରେସରେ ଦାଗ ଲାଗିଲେ ସମସ୍ତେ ବେଶ୍ ଚିନ୍ତିତ ହୋଇଯାଆନ୍ତି । କିନ୍ତୁ ଏବେ ସେହି ଚିନ୍ତାରୁ ଆପଣମାନଙ୍କୁ ମିଳିପାରିବ ମୁକ୍ତି । କାରଣ ଖୁବଶୀଘ୍ର ବଜାରରେ ମିଳିବ ଏମିତି ପୋଷାକ ଯେଉଁଥିରେ ସସ୍, ଚା କିମ୍ବା ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ପଡିଲେ ଦାଗ ପଡିବ ନାହିଁ । ସାଧାରଣତଃ…

ଅପହଁଚ ଇଲାକାର ଅଲଗା ଚିତ୍ର ! ବିନା ପାଇପରେ ଆସିଲା ପାଣି, ବାଉଁଶ ଦୂର କଲା ଗାଁର ଜଳସଙ୍କଟ ।

କନକ ବ୍ୟୁରୋ : ବିଶ୍ୱାସ ନହେଲେ ବି ସତ । ଲୁହା କି ପ୍ଲାଷ୍ଟିକ୍ ନୁହେଁ ବାଉଁଶକୁ ବାଉଁଶ ଯୋଡ଼ି ଗ୍ରାମବାସୀ ଆଣୁଛନ୍ତି ପାଣି । କନ୍ଧମାଳ ଦାରିଙ୍ଗିବାଡ଼ି ବ୍ଲକ୍ ସୋନପୁର ନିସ୍କିର ଏହି କାହାଣୀକୁ ଆପଣ ଅବିଶ୍ୱାସ କରିପାରନ୍ତି କିନ୍ତୁ ଅସ୍ୱୀକାର କରିପାରିବେ ନାହିଁ  । ପାଖ ଝରଣାରୁ ଗାଁକୁ…

ଏବେ ଓଡ଼ିଶାରେ ମିଳିବ ପତଞ୍ଜଳି ସିମ୍ ! ଜାଣନ୍ତୁ କେଉଁ କେଉଁ ଷ୍ଟୋରରେ ଏହି ସିମ ଉପଲବ୍ଧ ହେବ

କନକ ବ୍ୟୁରୋ : ଓଡିଶାରେ ମିଳିବ ପତଞ୍ଜଳି ସିମ୍ । ପୂର୍ବରୁ ବିଏସଏନଏଲ - ପତଞ୍ଜଳିର ମିଳିତ ସହଭାଗିତାରେ ସିମ୍ ଆସିବା ନେଇ ଯୋଗଗୁରୁ ବାବା ରାମଦେବ ଘୋଷଣା କରିଥିବା ବେଳେ ଓଡିଶାରେ ଏହି ସିମ୍ ଓ ନୂଆ ବ୍ରଡବ୍ୟାଣ୍ଡ ପ୍ଲାନର ଉଦଘାଟନ କରାଯାଇଛି । ମୁଖ୍ୟ ମହାପ୍ରବନ୍ଧକ ସତ୍ୟାନନ୍ଦ ନାୟକ ଓ…

ଅମିତ ଶାହାଙ୍କ ଓଡିଶା ଗସ୍ତ ସହ ଫେରିଲା କି ସିବିଆଇ ତଦନ୍ତ ? ସି-ସୋର ଲିଙ୍କ ନେଇ ଅଫିସରଙ୍କୁ ସମନ୍, କାଲି ହାଜର ହେବେ…

କନକ ବ୍ୟୁରୋ : ଏପଟେ ଶାହାଙ୍କ ଗସ୍ତ ସହ ଓଡିଶାକୁ ପୁଣି ଫେରିଛି ସିବିଆଇ ତଦନ୍ତ । କେନ୍ଦ୍ର ସରକାରଙ୍କ ଇସାରାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କାମ କରୁଥିବା ଅଭିଯୋଗ ଭିତରେ ସିବିଆଇ ପୁଣିଥରେ ଓଡିଶାରେ ଛାନଭିନ ଆରମ୍ଭ କରିବାକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି । କାରଣ ପର୍ଯ୍ୟଟନ ବିଭାଗ…

ପ୍ରଧାନମନ୍ତ୍ରୀଙ୍କ ଦେଖା ମିଳିଲାନି ! ହକ୍ ପାଇଁ ଅନଶନରେ ବସିବାରୁ ଓଡ଼ିଶା ପୁଅକୁ ଉଠାଇନେଲା ଦିଲ୍ଲୀ ପୋଲିସ

କନକ ବ୍ୟୁରୋ : ହକ୍ ମାଗିବାରୁ ଉଠାଇ ନେଲା ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ନ ମିଳିବା ପରେ ଅନଶନରେ ବସିଥିବା ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପାର୍ଲାମେଣ୍ଟ ରୋଡ଼ରୁ ଉଠାଇ ନେଇଛି ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଅନଶନରେ ବସିଥିଲେ ମୁକ୍ତିକାନ୍ତ । ତେବେ…

ଜିଏସଟିକୁ ପୂରିଲା ବର୍ଷେ, କେନ୍ଦ୍ର ଦେଲା ଲାଭ-କ୍ଷତିର ହିସାବ ! ପ୍ରଧାନମନ୍ତ୍ରୀ କହିଲେ, କାରବାରକୁ ସୁଗମ କଲା ଏକକ…

କନକ ବ୍ୟୁରୋ : ଦେଶରେ ଦ୍ରବ୍ୟ ଓ ସେବା କର ଆଇନ- ଜିଏସଟି ଲାଗୁହେବାର ଆଜି ବର୍ଷପୂର୍ତି ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଜିଏସଟି ଏକ ସଂସ୍କାରଧର୍ମୀ ଟିକସ । ମର୍ସିଡିସ୍ କାର୍ ଓ କ୍ଷୀର ଉପରେ ସମାନ ଟିକସ ହାର ବସିପାରିବ ନାହିଁ ।  ତେବେ ମୋଦି ସରକାରଙ୍କ ଏହି…