Daily Archives

June 29, 2018

ପଥର ଫିଙ୍ଗାଳିଙ୍କୁ ସାବାଡ଼ କରିବେ ‘ସୁପର ୫୦୦’ ମହିଳା କମାଣ୍ଡୋ । ସେନା କ୍ୟାମ୍ପରେ ଦିଆଯାଉଛି ସ୍ପେଶାଲ ଟ୍ରେନିଂ

କାଶ୍ମୀରରେ ସେନା ଉପରକୁ ପଥର ଫିଙ୍ଗୁଥିବା ଲୋକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଛୁଆଙ୍କୁ ଦେଖିବାକୁ ମିଳୁଛି । ଏପରିକି ସ୍କୁଲ ଛାତ୍ରୀ ମାନେ ଭାରତୀୟ ସେନା ଉପରକୁ ମଧ୍ୟ ପଥର ଫିିଙ୍ଗୁଥିବା ଅନେକ ସମୟରେ ଦେଖାଦେଇଛି । ତେଣୁ ଏହାକୁ ଦମନ କରିବା ପାଇଁ ବିଏସଏଫ ତରଫରୁ ୫୦୦ ମହିଳା କମାଣ୍ଡୋଙ୍କୁ…

ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ! ମିଶ୍ରଣ ପର୍ବରେ ଦଳୀୟ କାର୍ଯ୍ୟାଳୟରେ ଟୋପି ପିନ୍ଧାଇ ଦଳରେ ସାମିଲ କଲେ…

କନକ ବ୍ୟୁରୋ : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ସଭାପତି ଜୟନାରାୟଣ ମହାନ୍ତି ଏବଂ କେନ୍ଦ୍ରାପଡା ଜିଲ୍ଲାର…

ବ୍ୟର୍ଥ ଯାଇନି ବୀର ଯବାନଙ୍କ ବଳିଦାନ, ନିର୍ମାଣ ହେଲା ଗୁରୁପ୍ରିୟା ସେତୁ ! ଜାଣନ୍ତୁ ଗୁରୁପ୍ରିୟା ସେତୁ ନିର୍ମାଣ ପଛର…

କନକ ବ୍ୟୁରୋ : ଆଲୋକିତ ହୋଇଛି ପୁରା ଗୁରୁପ୍ରିୟା ସେତୁ । ତଳେ ଉପରେ ସବୁଠି ଏଲଇଡି ଲାଇଟ । ପୋଲ ଉପରେ ଦୁଇପାଶ୍ୱର୍ରେ ୬୦ଟି ଏଲଇଡି ଲାଗିଥିବା ବେଳେ ସେତୁର ଉଭୟ ପାଶ୍ୱର୍ରେ ରହିଛି ହାଇମାଷ୍ଟ ଲାଇଟ । ପୋଲତଳେ ୩୮ଟି ଫ୍ଲଡ ଲାଇଟ ଲଗାଯାଇ ସେତୁକୁ ସୁରକ୍ଷିତ ରକିବାକୁ ନିଆଯାଇଛି ପଦକ୍ଷେପ ।…

ଗୁରୁପ୍ରିୟା ସେତୁର ପୂରା ଇତିହାସ ! ୧୯୭୨ରୁ ୨୦୧୮, ଜାଣନ୍ତୁ କେମିତି ହୋଇଥିଲା ଗୁରୁପ୍ରିୟା ସେତୁର ନିର୍ମାଣ?

କନକ ବ୍ୟୁରୋ : ୧୯୭୨ରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ନିର୍ମାଣ ହୋଇଥିଲା । ଅନ୍ୟକୁ ବିକାଶର ଆଲୋକ ଦେଖାଇବାକୁ ଯାଇ ଅନ୍ଧାରୀ ମୁଲକରେ ଠେଲି ହୋଇ ପଡିଥିଲେ ୧୫୧ଟି ଗାଁର ଲୋକେ । ଜଳବନ୍ଦୀ ହୋଇପଡିଥିଲେ ୩୫ ହଜାର ଲୋକେ । ନା ହେଲା ଥଇଥାନ, ନା ମିଳିଲା…

ସ୍ୱିଜରଲ୍ୟାଣ୍ଡକୁ ଚାଲିଗଲା ଭାରତର ଟଙ୍କା ! କେନ୍ଦ୍ରମନ୍ତ୍ରୀ କହିଲେ, ବିଦେଶରେ ଜମା ହୋଇଥିବା ଟଙ୍କାକୁ କଳାଧନ…

କନକ ବ୍ୟୁରୋ : ସ୍ୱିସ୍ ବ୍ୟାଙ୍କ ମୁହାଁ ଭାରତୀୟ ଜମାକାରୀ । ଭାରତୀୟ ରଜର୍ଭ ବ୍ୟାଙ୍କର କଡା ନିୟମ ସତ୍ୱେ ଗୋଟିଏ ବର୍ଷରେ ସ୍ୱିସ୍ ବ୍ୟାଙ୍କରେ ୫୦ ପ୍ରତିଶତ ବଢ଼ିଛି ଭାରତୀୟଙ୍କ ଜମା ଟଙ୍କା । ଏହାକୁ ନେଇ ମୋଦି ସରକାର ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ କଳାଧନ ଫେରାଇ ଆଣିବା ନାରା ଦେଇ…

ଅତୀତର ୯ ବର୍ଷକୁ ଛାଡ଼ି ୧୮ ବର୍ଷର ହିସାବ ମାଗି ପାରିବନି ବିଜେପି ! ବିଶ୍ୱଭୂଷଣ ଦେଲେ ବିସ୍ପୋରକ ବୟାନ

କନକ ବ୍ୟୁରୋ : ସବୁବେଳେ ରାଜ୍ୟରେ ବିଜେଡି ସରକାରଙ୍କ ୧୮ବର୍ଷ ଶାସନର କଥା କହି ଆସୁଥିବା ବିଜେପି ହଠାତ ଅଡୁଆରେ ପଡିଯାଇଛି । ଯେତେବେଳେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି , ବିଜେପି ଅଧା ଶାସନ ପାଇଁ ଦାୟୀ । ଅର୍ଥାତ ୯ବର୍ଷ ମେଂଟ ସରକାରରେ ଥିବା ବିଜେପି ଓ ଏହାର ନେତା…