Daily Archives

June 28, 2018

ମୋଦିଙ୍କ ବିଦେଶ ବୁଲାରେ ଖର୍ଚ୍ଚ ୩୫୫ କୋଟି ! ଜାଣନ୍ତୁ ମୋଦିଙ୍କ ମହଙ୍ଗା ଓ ଶସ୍ତା ବିଦେଶ ଯାତ୍ରାର ପୂରା ବିବରଣୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାକୁ ନେଇ ବିରୋଧି ଦଳ ସର୍ବଦା ପ୍ରଶ୍ନ ଉଠାଇ ଟାର୍ଗେଟ କରିଥାନ୍ତି । ଆଉ ଏସବୁ ଭିତରେ ଆରଟିଆଇରୁ ଯେଉଁ ଖୁଲାସା ହୋଇଛି ତାହା ବିରୋଧି ଦଳକୁ ମୋଦିଙ୍କ ବିରୁଦ୍ଧରେ ସ୍ୱର ଉଠାଇବା ପାଇଁ ପୁଣିଥରେ ନୂଆ ଅସ୍ତ୍ର ଭାବେ ଉଭା ହୋଇଛି । ମିଳିଥିବା…

୧୫ ଦିନ ଅଣସର ଘରେ ରହିବେ ଶ୍ରୀଜିଉ ! ମହାପ୍ରଭୁଙ୍କ ବଦଳରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ ଭକ୍ତ

କନକ ବ୍ୟୁରୋ : ସରିଛି ସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନବେଦୀକୁ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ । ଆଉ ଏହାପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରକୁ ଯିବେ ମହାପ୍ରଭୁ । ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ତେଣୁ ଅଣସର ଘରେ ଶ୍ରୀଜିଉ ୧୫…

ସାବଧାନ ଆତଙ୍କବାଦୀ ! ଭାରତୀୟ ସୀମାକୁ ଜଗିବ ସ୍ୱତନ୍ତ୍ର ମେସିନ, ଅନୁପ୍ରବେଶ କରିବା କ୍ଷଣି ଦେବ ସୂଚନା

ଭାରତର ସୀମାରେ ଆତଙ୍କବାଦୀ, ଚୋରାବ୍ୟାପାରୀ ଓ ବେଆଇନ ଅନୁପ୍ରବେଶ ସମସ୍ୟା ଦିନକୁ ଦିନ ବଢିଚାଲିଛି । ବିଶେଷ କରି ଉତ୍ତର ଓ ପଶ୍ଚିମ ରେ ଚୀନ ଓ ପାକିସ୍ତାନକୁ ଲାଗିଥିବା ସୀମାରେ ଦୁର୍ଗମ ପାର୍ବତ୍ୟ ଅଂଚଳ ଥିବାରୁ ସେଠାରେ ପ୍ରହରା ଦେବା ଭାରତୀୟ ସୁରକ୍ଷା ବାହିନୀ ପାଇଁ ସବୁବେଳେ କଷ୍ଟକର…

କଳା ଟଙ୍କାକୁ ନେଇ ସାମ୍ନାକୁ ଆସିଲା ଚମକାଇଲା ଭଳି ସତ ! ସ୍ୱିସ୍ ବ୍ୟାଙ୍କରେ ରହିଛି ଭାରତୀୟଙ୍କ ୭ ହଜାର କୋଟି ଟଙ୍କା,…

କଳା ଟଙ୍କା କାରବାର କମିଥିବା କହୁଥିବା ମୋଦି ସରକାରଙ୍କୁ ଝଟକା । ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ ଦେଇଥିବା ତଥ୍ୟ ଏଭଳି ଏକ ଧାରଣା ସୃଷ୍ଟି କରିଛି । ସ୍ୱିସ୍ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁସାରେ ତାଙ୍କ ବ୍ୟାଙ୍କରେ ଭାରତୀୟଙ୍କ ଜମା ଅର୍ଥ ୫୦ ପ୍ରତିଶତ ବଢିଛି । ଏହା ଏବେ ୭ହଜାର କୋଟି…

ଦେବାଳିଆ ଆଇଡ଼ିବିଆଇ ବ୍ୟାଙ୍କକୁ କିଣିପାରେ LIC ! ଜାଣନ୍ତୁ ଜମାକାରୀଙ୍କ ଉପରେ କଣ ପଡ଼ିବ ପ୍ରଭାବ

ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି, ଯାହା ଉପରେ ୨୫ କୋଟି ଲୋକଙ୍କ ଭରସା ରହିଛି । ଏଲଆଇସିରେ ଦେଶର ଅଧିକାଂଶ ଲୋକଙ୍କର ଜମା ପୁଞ୍ଜି ରହିଛି । ଲୋକମାନେ ନିଜର ସଞ୍ଚିତ ଅର୍ଥକୁ ଏଲଆଇସିର ବିଭିନ୍ନ ପଲିସିରେ ଜମା କରିଥାନ୍ତି । ଯାହାଦ୍ୱାରା ସେମାନଙ୍କର ପରିବାରର ଭବିଷ୍ୟତ ସୁରକ୍ଷିତ…

ଇଞ୍ଜିନିୟରିଂକୁ ଓଡ଼ିଶା ଛାତ୍ରଛାତ୍ରୀଙ୍କ ନା ! ମିଳୁନାହିଁ ଚାକିରୀ କି ଭଲ ଦରମା, ଫାଙ୍କା ପଡ଼ିବ ୭୦ ପ୍ରତିଶତରୁ ଅଧିକ…

କନକ ବ୍ୟୁରୋ : ଚାକିରୀ ନାହିଁ କି ଆଉ ଭଲ ଦରମା ନାହିଁ । ଦିନକୁ ଦିନ ଏହି କାରଣ ଛାତ୍ରଛାତ୍ରୀଙ୍କୁ ଇଂଜିନିୟରିଂ ପାଠ ଠାରୁ ଦୁରେଇ ନେଉଛି । ଗତବର୍ଷ ରାଜ୍ୟରେ ଥିବା ଇଂଜିନିୟରିଂ କଲେଜର ପ୍ରାୟ ପଚାଶ ପ୍ରତିଶତ ସିଟ୍ ଖାଲି ରହିଥିବାବେଳେ ଚଳିତବର୍ଷ ୭୦ ପ୍ରତିଶତରୁ ଅଧିକ ସିଟ ଖାଲି ପଡିବାର…