Daily Archives

June 26, 2018

ପୃଥିବୀକୁ ମାଡି ଆସୁଛି ବଡ ବିପଦ ! ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ, ଆଉ ଏକ ଚାଇନିଜ୍ ସ୍ପେଶ ଷ୍ଟେସନ ହୋଇପାରେ…

ମହାକାଶରୁ ଗତ ତିନିମାସ ପୂର୍ବରୁ ଚୀନ ଦ୍ୱାରା ଅବସ୍ଥାପିତ କରାଯାଇଥିବା ଏକ ସ୍ପେଶ ଷ୍ଟେସନ ଟିଆନଗଙ୍ଗ-୧ ପୃଥିବୀ ପୃଷ୍ଠରେ ଖସିବା ପରେ ଏବେ ଟିଆନଗଙ୍ଗ-୨ ଅନୁରୂପ ଭାବରେ ଖୁବଶୀଘ୍ର ପୃଥିବୀ ପୃଷ୍ଠରେ ଖସିପଡିବ ବୋଲି କୁହାଯାଉଛି । ଟିଆନଗଙ୍ଗ-୨, ପ୍ରାୟ ୯୫ ବେଗରେ ପୃଥିବୀ ପୃଷ୍ଠ ଆଡକୁ…

ଅଧିକ ସମୟ ଧରି କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସି କାମ କରୁଛନ୍ତି କି ? ଜାଣନ୍ତୁ କିଭଳି ଆପଣଙ୍କ ଆଖିକୁ ରଖିବେ…

ଆଖି ହେଉଛି ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ସାହାଯ୍ୟରେ ଆମେ ସଂସାରର ସୌନ୍ଦର୍ୟ୍ୟକୁ ଉପଭୋଗ ମଧ୍ୟ କରପାରୁ। ସେଥିପାଇଁ ଶରୀରରକୁ ସୁସ୍ଥ ରଖିବା ସହ ଆଖିର ଯତ୍ନ ମଧ୍ୟ ନେବା ଦରକାର । ଆଜିକାଲି କମ ସମୟ ମଧ୍ୟରେ ଅଧିକ କାମ କରିବା ପାଇଁ ଲୋକମାନେ ଲାପଟପ୍ ଏବଂ କମ୍ପ୍ୟୁଟର…

ଭୁବନେଶ୍ୱରରେ ୧୫ଟି ଘରକୁ ବେଶ୍ୟାଳୟ ଘୋଷଣା କରିବ କମିଶନରେଟ ପୋଲିସ ! ଜାଣନ୍ତୁ ଏହା ପଛର କାରଣ

କନକ ବ୍ୟୁରୋ : କମିଶନରେଟ ପୁଲିସ ହାତରେ ବେଶ୍ୟାଳୟର ତାଲିକା । ସେକ୍ସ ରାକେଟ ଠାବ ହୋଇଥିବା ଘର ଗୁଡିକୁ ବେଶ୍ୟାଳୟ ଘୋଷଣା କରିବା ପାଇଁ ତିଆରି କରିଛି ବ୍ଲୁ ପ୍ରିଂଟ । ପୁଲିସ କମିଶନର ୱାଇ.ବି. ଖୁରାନିଆଙ୍କ ନିର୍ଦେଶ କ୍ରମେ ଭୁବନେଶ୍ୱରେ ୭ଟି ଓ କଟକରେ ଗୋଟିଏ ଘରକୁ ବେଶ୍ୟାଳୟ ଘୋଷଣା ସରିଛି…

ଆଶା ଛାଡ଼ି ଦେଇଥିଲେ, ଶେଷରେ ଭଗବାନ ମିଳାଇଲେ । ୩୪ ଇଞ୍ଚର ବର ଓ ୩୩ ଇଞ୍ଚର କନ୍ୟା, ବାହାଘର ଦେଖିବାକୁ ଜମିଲା ଭିଡ଼

ସୋମବାର ଗୋରଖପୁରରେ ଏକ ଚର୍ଚ୍ଚିତ ବିବାହ ଅନୁଷ୍ଠିତ ହୋଇ ଯାଇଛି । ଯାହା ଇଂରାଜୀର ଲୋକପ୍ରିୟ କଥନିକା ‘ମେଡ୍ ଫର୍ ଇଚ୍ ଅଦର’କୁ ମନେପକାଇ ଦେଇଛି। ଅର୍ଥାତ୍ ବର ଓ କନ୍ୟା ପରସ୍ପର ଲାଗି ଜନ୍ମିତ। ଏହି ବିବାହଟି ଚର୍ଚ୍ଚିତ ହେବାର ମୁଖ୍ୟ କାରଣ ହେଉଛନ୍ତି ଉଭୟ ବର ଏବଂ କନ୍ୟା । ବର ଏବଂ…

ଅମିତ ପରେ ସ୍ମୃତିଙ୍କ ମିଶନ ୧୨୦ ! ଲକ୍ଷ୍ୟ ହାସଲର କୌଶଳ ପଚାରିବାରୁ ଚୁପ କହିଲେ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ଅମିତ ଶାହାଙ୍କ ମିଶନ ୧୨୦କୁ ଦୋହରାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି କହିଛନ୍ତି, ଓଡିଶା ବାସୀଙ୍କ ବିପୁଳ ସମର୍ଥନ ଲାଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଲକ୍ଷ୍ୟ ପୁରଣ କରିବ ଦଳ । ଓଡିଶାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ ଶୃଂଖଳା ବିପର୍ଯ୍ୟସ୍ତ ।…