Daily Archives

June 21, 2018

WiFiର ବିକଳ୍ପ ନାମ ଏବଂ ଲୋଗ ତିଆରି କଲେ ମିଳିବ ୫୦,୦୦୦ ଟଙ୍କାର ପୁରସ୍କାର । ଜାଣନ୍ତୁ ପୁରା ପ୍ରକ୍ରିୟା ।

ଦୂରସଂଚାର ନିୟାମକ ଟ୍ରାଇ, ସରକାରଙ୍କ ସାର୍ବଜନିନ ୱାଇଫାଇ ସେବାର ବିକଳ୍ପ ନାମକରଣ ଏବଂ ପ୍ରତୀକ (ଲୋଗ) ନୂତନ ଭାବରେ ତିଆରି କରିବାର ଏକ ପ୍ରସ୍ତାବ ରଖାଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ୱାଇଫାଇର ଭିନ୍ନ ନାମ ଏବଂ ପ୍ରତୀକ ବିକଳ୍ପ କରିବାରେ ବିଜୟ ହେବେ, ତେବେ…

ତରଭୁଜ ମଞ୍ଜିରୁ ମିଳିଥାଏ ଅନେକ ଉପକାରିତା ! ଡାଇବେଟିସ୍ ନିୟନ୍ତ୍ରଣ କରିବା ସହ ହ୍ରାସ କରିଥାଏ ଓଜନ, ଜାଣନ୍ତୁ କିପରି…

ଖରାଦିନେ ତରଭୁଜ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ଏଥିରେ ୯୨ପ୍ରତିଶତ ପାଣି ଥିବାରୁ ଖରାଦିନେ ଏହାକୁ ଖାଇଲେ ଶରୀରରେ ଜଳୀୟଅଂଶ ଠିକ୍ ଭାବରେ ରହିଥାଏ । ତେବେ ତରଭୁଜ ଖାଇଲେ ଶରୀରକୁ କ’ଣ ଲାଭ ମିଳିଥାଏ…

ନଭେମ୍ବର ୧୦ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ରଣବୀର-ଦୀପିକା ! ଇଟାଲିରେ ହୋଇପାରେ ବିବାହ ।

ବଲିଉଡ଼ର ବାଜିରାଓ-ମସ୍ତାନି ଭାବରେ ଜଣା ଯାଉଥିବା ରୋମାଣ୍ଟିକ୍ ଯୋଡ଼ି ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନଭେମ୍ବର ୧୦ରେ ଦୁଇ ଜଣଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ୫ମାସ ପୂର୍ବରୁ ଦୁଇ…

ସ୍ତ୍ରୀକୁ ମାଡମାରିବି, ଦୟାକରି ଅନୁମତି ଦିଅନ୍ତୁ ! ଜାଣନ୍ତୁ କାହିଁକି ଏସପିଙ୍କ ପାଖକୁ ଏଭଳି ଚିଠି ଲେଖିଲେ ହେଡ୍…

ଛତିଶଗଡର ରାୟଗଡ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଜଣେ ପୋଲିସ କର୍ମଚାରୀ ଏସପିଙ୍କ ପାଖକୁ ଏକ ଚିଠି ଲେଖି ସ୍ତ୍ରୀକୁ ମାଡ ମାରିବା ପାଇଁ ଅନୁମତି ମାଗିଛନ୍ତି । ପ୍ରକୃତ ଘଟଣା ହେଉଛି, ଆସନ୍ତା ଜୁନ ମାସ ୨୫ ତାରିଖରେ ପୋଲିସରେ ଥିବା କର୍ମଚାରୀ ମାନଙ୍କ ପରିବାର ଲୋକେ…

ଅସରାଏ ବର୍ଷାରେ ଉବୁଟୁବୁ ପୁରୀ ବଡଦାଣ୍ଡ : ବଡଦାଣ୍ଡରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଆଣ୍ଠୁଏ ପାଣି

କନକ ବ୍ୟୁରୋ : ଚଳିତବର୍ଷର ପ୍ରଥମ ବର୍ଷାରେ ଉବୁଟୁବୁ ପୁରୀ ବଡଦାଣ୍ଡ । ଅଳ୍ପ ସମୟର ବର୍ଷାରେ ବଡଦାଣ୍ଡରେ ଲହଡି ଭାଙ୍ଗୁଛି ଆଂଠୁଏ ଆଂଠୁଏ ପାଣି । ଆଗକୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଥିବା ବେଳେ ଏହାର ପରିଚାଳନା ନେଇ ତୁହାକୁ ତୁହା ବୈଠକ ବସୁଛି । ଅନ୍ୟପଟେ ସହର ଡ୍ରେନେଜ ବ୍ୟବସ୍ଥା ନେଇ…

ସାବଧାନ ପାକିସ୍ତାନ ! ଆତଙ୍କୀଙ୍କୁ ଖୋଜି ଖୋଜି ମାରିବ ଭାରତ, ଆରମ୍ଭ ହେବ ଆତଙ୍କବାଦୀ ନିପାତ ଅଭିଜାନ ।

ଜାମ୍ମୁ ଓ କାଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ନିପାତ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାର ଯୋଜନା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହାର ଯୋଜନା ଗତ କିଛି ମାସ ଧରି ଚାଲିଛି । ମେହେବୁବା ମୁଫତି ସରକାରରୁ ବିଜେପିର ସମର୍ଥନ ପ୍ରତ୍ୟାହାର ମଧ୍ୟ ଏହି ବୃହତ ଯୋଜନାର ଏକ ଅଂଶବିଶେଷ ।…