Daily Archives

June 20, 2018

ମଝି ଆକାଶରେ ବିପଦଜନକ ବିବାହ ! ତଳେ ଦେଖି ଉପଭୋଗ କଲେ ୩୦,୦୦୦ ଦର୍ଶକ

ଲୋକମାନେ ଜୀବନରେ ଥରେ ବିବାହ କରୁଥିବା ବେଳେ ଏବେ ଏହି ଦିନଟିକୁ କିପରି ସବୁଠାରୁ ଅଲଗା ଓ ସ୍ମରଣୀୟ କରାଯିବ ସେ ନେଇ ସବୁ ଦମ୍ପତି ଚେଷ୍ଟା କରିଛନ୍ତି । ପୂର୍ବରୁ ଏମିତି ଅନେକ ବିବାହ ବିଷୟରେ ଆମେ ଆପଣଙ୍କୁ ଜଣାଇଛୁ। ଏବେ ଆମେ ଏପରି ଏକ ବିବାହ ବିଷୟରେ ସୂଚନା ଦେଉଛୁ, ଯାହା ସ୍ମରଣୀୟ ହେବା ସହ…

ଅଧଘଣ୍ଟା ନିଖୋଜ ହୋଇଗଲା ଟ୍ରେନ ! ମିଳିବା ପରେ ଉଡ଼ିଗଲା ରେଲୱେ କର୍ମଚାରୀଙ୍କ ହୋସ

ଭାରତର ରେଳବାଇ ଦିନକୁ ଦିନ ଉନ୍ନତ୍ତତର ହେବାରେ ଲାଗିଛି । ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ମିଳୁଛି । ଏହି ସବୁ ମଧ୍ୟରେ ରେଳବାଇ ଉପରେ ଲୋକଙ୍କ ଭରସା ଧୀରେ ଧୀରେ ବସା ବାନ୍ଧୁଥିବା ବେଳେ, ରେଳବାଇରେ ଘଟିଥିବା ଏପରି କିଛି ଘଟଣା ଲୋକମାନଙ୍କ ମନକୁ ପୁଣି ମଳିନ କରିଦେଉଛି ।…

ରସିକିଆ ସ୍ୱାମୀଙ୍କୁ ନିସ୍ତୁକ ପିଟିଲେ ସ୍ତ୍ରୀ ! କାରଣ ଜାଣିଲେ ଆଶ୍ଚଯ୍ୟ ହେବେ

ପୂର୍ବରୁ ୩ ଥର ବିବାହ କରି ସାରିଥିବା ଜଣେ କୋଚିଙ୍ଗ ସେଣ୍ଟର ପରିଚାଳକଙ୍କୁ ଚତୁର୍ଥ ଥର ବିବାହ କରିବା କଥା ଭାବିବା ପଡ଼ିଛି ମହଙ୍ଗା । ତୃତୀୟ ସ୍ତ୍ରୀକୁ ପ୍ରତାରିତ କରି ଚତୁର୍ଥ ଥର ବିବାହ କରିବାକୁ ଯୋଜନା କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ତୃତୀୟ ସ୍ତ୍ରୀ । ନିଜ ପ୍ରେମିକାକୁ…

ହକିର ହକ୍ ଦେବାକୁ ଅଣ୍ଟା ଭିଡିଲେ ନବୀନ! ଜାତୀୟ କ୍ରୀଡ଼ା ମାନ୍ୟତା ଦେବାକୁ ମୋଦିଙ୍କୁ ଚିଠି ଲେଖିଲେ ନବୀନ, ସୋସିଆଲ…

କନକ ବ୍ୟୁରୋ : ହକି ଆମର ଜାତୀୟ ଖେଳ ନୁହେଁ । ଏହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । କାରଣ ଆମେ ପାଠ ବହିରେ ପଢି ଆସିଛୁ ଯେ, ହକି ଆମର ଜାତୀୟ ଖେଳ । କିନ୍ତୁ ସରକାରୀ ରେକର୍ଡରେ ଏଭଳି କିଛି ତଥ୍ୟ ନାହିଁ । ଆନୁଷ୍ଠାନିକ ଭାବେ ଏଭଳି ମାନ୍ୟତା ହକିକୁ ଦିଆଯାଇ ନାହିଁ । ମୁଖ୍ୟମନ୍ତ୍ରୀ…

୬୦ ଫୁଟ କୂଅ ମଧ୍ୟରେ ୬ ଘଣ୍ଟା ଜୀବନ ମରଣର ସଂଘର୍ଷ । ଖାଦ୍ୟ ସନ୍ଧାନରେ ଆସି କୂଅରେ ପଡ଼ିଲେ ଗଜରାଜ, ଜେସିବି ଲଗାଇ…

୬୦ ଫୁଟ କୂଅ ଭିତରେ ଜୀବନ ବଂଚାଇବା ପାଇଁ ହାତୀପଲଙ୍କ ସଂଘର୍ଷ । ଦୀର୍ଘ ୬ ଘଣ୍ଟା ଧରି ଜୀବନ ମରଣ ସହ ସଂର୍ଘଷ କରିବାକୁ ପଡ଼ିଥିଲା ହାତୀପଲଙ୍କୁ । ଦୀର୍ଘ ୬ଘଂଟା ଧରି ହାତୀ ଓ ହାତୀ ଛୁଆ କୂଅ ଭିତରୁ ବାହାରିବା ପାଇଁ ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା । ଅନେକ ଚେଷ୍ଟା କରିଥିଲେ ମଧ୍ୟ ଗଜରାଜ…

ଅପରେସନ ଅଲଆଉଟ ! ୨୦୦ ଆତଙ୍କବାଦୀଙ୍କୁ ଖୋଜୁଛି ଭାରତୀୟ ସେନାର ଗୁଳି

ଅପରେସନ ଅଲଆଉଟ । ସେନାର ସ୍ୱର ଶାଣୀତ ହେବ ଘାଟିରେ, ଯାହାର ଗୁଂଜରଣ ଦିଲ୍ଲୀର ସତାଧାରୀ ଦଳ ପାଇଁ ଅନୁକୁଳ ବାତାବରଣ ତିଆରି କରିବ । ମିଶନ ଆତଙ୍କବାଦୀ ନୁହେଁ, ସେହି ତମାମ ବ୍ୟକ୍ତି ବି ସେନା ସ୍କାନରରେ ରହିବେ, ଯେଉଁମାନେ କାଶ୍ମୀର ସ୍ଥିତିକୁ ସଂଗୀନ କରିବାରେ ସହାୟକ ହେଉଥିଲେ । ୨୦୧୯ର…