Daily Archives

June 19, 2018

ଭାରତୀୟ ଡାକ୍ତରଙ୍କ କମାଲ ! ଦୁନିଆର ସବୁଠାରୁ ବିରଳ ରୋଗର କଲେ ଚିକିତ୍ସା, ଶରୀରରୁ ବାହାରେ ଥିବା ଯକୃତର ଅପରେସନ କରି…

ତାଞ୍ଜାନିଆର ୧୯ବର୍ଷିୟ ସାଉଦା ସୁଲେମାନ ଏମୋରଙ୍କୁ ଭାରତରେ ନୂଆ ଜୀବନ ମିଳିଛି । ଏକ ବିରଳ ରୋଗରେ ପୀଡ଼ିତ ଥିବା ସାଉଦାଙ୍କର ଅନେକ ସ୍ଥାନରେ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ସମାଧାନର ବାଟ ମିଳି ନ ଥିଲା । ଶେଷରେ ଭାରତ ଆସି ସେ ନିଜର ଚିକିତ୍ସା କରାଇବା ପରେ ଏବେ ତାଙ୍କୁ ନୂଆ ଜୀବନ…

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଆମାଜନର ସିଇଓ ଜେଫ ବେଜୋସ ! ବିଲ ଗେଟସଙ୍କୁ ପକାଇଲେ ପଛରେ

ଆମାଜନର ଫାଉଣ୍ଡର ଏବଂ ସିଇଓ ଜେଫ ବେଜୋସ ୧୪୧.୯ ଅରବ ଡଲାର ସମ୍ପତି ସହ ଦୁନିଆର ସବୁଠାରୁ ଧନୀ ଲୋକ ଭାବରେ ପରିଗଣିତ ହେଲେ । ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟସଙ୍କୁ ପଛରେ ପକାଇ ଧନୀ ଲୋକ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜେଫ ବେଜୋସ । ଜୁନ ୧ ତାରିଖରୁ ବେଜୋସଙ୍କ ସମ୍ପତିର…

ଦିନିକିଆ କ୍ରିକେଟରେ ଇଂଲଣ୍ଡର ବିଶ୍ୱ ରେକର୍ଡ଼ ! ଅଷ୍ଟ୍ରେଲିଆ ବିପକ୍ଷରେ ୫୦ ଓଭରରେ କଲା ୪୮୧ ରନ, ୨୧ଟି ଛକା ଓ ୪୧ଟି…

କନକ ବ୍ୟୁରୋ : ଦିନିକିଆ କ୍ରିକେଟରେ ଇତିହାସ ରଚିଲା ଇଂଲଣ୍ଡ । ୪୮୧ ରନ ସହ ଦିନିକିଆ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ଼ ନିଜ ନାଁରେ କରିଛି ଇଂଲଣ୍ଡ । ଏହାସହ ପୂର୍ବରୁ ନିଜ ନାଁରେ ଥିବା ରେକର୍ଡ଼ ମଧ୍ୟ ଭାଙ୍ଗିଛି । ଟ୍ରେଣ୍ଟବ୍ରିଜରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ…

ପଲିଟିକାଲ ଚିଠି ! ଧର୍ମେନ୍ଦ୍ରଙ୍କ ଆନ୍ତରିକତା ନା ନିର୍ବାଚନ ଆଗରୁ ଷ୍ଟଣ୍ଟ

କନକ ବ୍ୟୁରୋ : ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଥିବାର ଅନେକ ନଜିର ରହିଛି । ଏପରିକି ଗତ ଦୁଇ ଦିନ ତଳେ ଅନୁଗୁଳକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ ମଧ୍ୟ ନବୀନଙ୍କୁ ଭେଟିବାକୁ ଆଦୌ ଭୁଲି ନଥିଲେ । ଏହି ଭେଟଘାଟ ସମୟରେ ଅନେକ…

ସେହି ପୁରୁଣା ଷ୍ଟାଇଲ, ଚୋର ଯିବା ପରେ ପୋଲିସ ପହଞ୍ଚିଲା ! ରାଉରକେଲାରେ ବ୍ୟାଙ୍କରେ ପଶିଲେ, ବନ୍ଧୁକ ଦେଖାଇ ଲୁଟିନେଲେ…

କନକ ବ୍ୟୁରୋ : ଷ୍ଟିଲସିଟି ରାଉରକେଲାରେ ଦିନଦିପହରେ ବ୍ୟାଙ୍କରେ କଳାକନା ବୁଲାଇଲେ ଡକାୟତ । ସହରର ଜନଗହଳିପୂର୍ଣ୍ଣ ମଧୁସୂଦନ ନଗର, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ୮ ଡକାୟତ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ୪୨ ଲକ୍ଷ ଟଙ୍କା । ଏପରିକି ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମାନଙ୍କୁ ବନ୍ଧୁକ ମୁନରେ…