Daily Archives

June 17, 2018

ସୁସ୍ଥ ରହିବା ପାଇଁ ସଚେତନତା! ଜୁନ ୨୧ରେ ସମସ୍ତ ସିବିଏସଇ ସ୍କୁଲରେ ହେବ ଯୋଗ ପ୍ରଶିକ୍ଷଣ, ଏନେଇ ସିବିଏସଇ ପକ୍ଷରୁ ଜାରି…

କନକ ବ୍ୟୁରୋ : ଆସନ୍ତା ଜୁନ୍ ୨୧ ତାରିଖରେ ପାଳନ ହେବ ଆନ୍ତର୍ଜାତିକ ଯୋଗ ଦିବସ । ବ୍ୟାୟାମ କରିବା ସହ ଶରୀର ପ୍ରତି ଲୋକମାନେ କିଭଳି ସଚେତନ ରହିବେ ସେନେଇ ସବିଏସଇ ସ୍କୁଲ ମାନଙ୍କରେ ବଣ୍ଟାଯିବ ସଚେତନତା ବାର୍ତ୍ତା । ଏବଂ କେବଳ ସଚେତନତା ନୁହେଁ ବରଂ ଯୋଗ ପ୍ରଶିକ୍ଷଣର ଭିଡିଓ ମଧ୍ୟ ସିବିଏସଇ…

ଡାକ୍ତରୀ ବିଜ୍ଞାନକୁ ବଡ ସଫଳତାକୁ : କଟାହାତକୁ ପୁଣି ଥରେ ଶରୀର ସହ ଯୋଡ଼ିଲେ କଟକର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍

କନକ ବ୍ୟୁରୋ : କଟାହାତର କରୁଣ କାହାଣୀ ଭିତରେ କମାଲ କରି ଦେଖାଇଲେ ଡାକ୍ତର । ଅସମ୍ଭବକୁ ସମ୍ଭବ କରି ଡାକ୍ତରଙ୍କ ଉପରେ ଲୋକଙ୍କ ଆସ୍ଥାକୁ ବଜାୟ ରଖିବା ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ହାତ କଟିଗଲା ପରେ ଏକ କଟା ହାତକୁ ପୁଣିଥରେ ଶରୀର ସହ ଯୋଡିବାରେ ସଫଳ ହୋଇଛନ୍ତି ଡାକ୍ତର ।…

ବଢୁଛି ସ୍ମାର୍ଟଫୋନର ଚାହିଦା : ଫିଚର, ଡିସପ୍ଲେ, କ୍ୟାମେରାରେ କେଉଁ ଫୋନ ରହିଛି ଆଗରେ, ଆସନ୍ତୁ ଜାଣିବା ?

କନକ ବ୍ୟୁରୋ : ଆଜିର ମାର୍କେଟରେ ଗୁଗୁଲର ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନର ରହିଛି ଏକ ବଡ ଅଂଶ । ସମସ୍ତଙ୍କର ପସନ୍ଦ ଲେଟେଷ୍ଟ ଫିଚର ସାଙ୍ଗକୁ ହାଇ କ୍ୱାଲିଟି ଡିସପ୍ଲେ, ହାଇ ରିଜୋଲ୍ୟୁସନ କ୍ୟାମେରା ରହିଥିବା ଫୋନ । ଆସନ୍ତୁ ଜାଣିବା ଭାରତରେ ଚଳିତ ବର୍ଷ ମେ ମାସ ସୁଦ୍ଧା ଟପ୍ ୬ତାଲିକାରେ ରହିଛି…

ଆମାଜନ୍ ବିକ୍ରି କରିବ ସ୍କୁଲ ବହି : ଏଣିକି ଅନଲାଇନରେ ମିଳିବ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ

କନକ ବ୍ୟୁରୋ : ଏଣିକି ସ୍କୁଲ ବହି କିଣିବା ପାଇଁ ଦୋକାନରୁ ଦୋକାନ ବୁଲିବା ପାଇଁ ପଡ଼ିବ ନାହିଁ । ଅର୍ଡର ଦେଲେ ଘରେ ପହଁଚିଯିବ ସବୁପ୍ରକାର ବହି । ପ୍ରଥମେ ବହି ବିକ୍ରିରୁ ଆରମ୍ଭ ହୋଇଥିବା ଇ-କମର୍ସ ସାଇଟ ଆମାଜନ ଗ୍ରାହକଙ୍କ ପାଇଁ ଆଣିଛି ଏପରି ଅଭିନବ ଯୋଜନା । ସ୍କୁଲ ଛାତ୍ରଛାତ୍ରୀ ଓ…

ସୋନି ନେଟୱର୍କ ଚୋରି ନେଇ ଅରଟେଲ୍ ବିରୋଧରେ ୪୨୦ ଦଫା ଲଗାଇଲା କମିଶନରେଟ୍ ପୁଲିସ୍ : ସୋନି ଅଧିକାରୀ କହିଲେ, ୨୦ କୋଟି…

କନକ ବ୍ୟୁରୋ : କେବୁଲ ଅପରେଟର ଓରଟେଲ କମ୍ୟୁନିକେସନ ବିରୋଧରେ ଦଫା ୪୨୦ ଅର୍ଥାତ ଠକେଇର ଦଫା ଲଗାଇଛି କମିଶନରେଟ ପୁଲିସ । ସୋନି ନେଟୱର୍କର ସିଗନାଲ ଚୋରୀ ଅଭିଯୋଗରେ, କମିଶନରେଟ ପୁଲିସ ୪୨୦ ସହ ଗୋଟିଏ ଉଦ୍ଦେଶ୍ୟ ରଖି ଏକାଧିକ ଲୋକ ଅପରାଧ କରିଥିବାରୁ ଆଇପିସିର ୩୪ ଧାରା ମଧ୍ୟ ଲଗାଇଛି । ଏଥିସହ…