Daily Archives

June 15, 2018

ଗ୍ୟାସ ସିଲିଣ୍ଡରର କରାନ୍ତୁ ମାଗଣା ବୀମା, ଦୁର୍ଘଟଣାରେ ମିଳିବ ଏକ ଲକ୍ଷରୁ ଅଧିକ ସହାୟତା ରାଶି

ଦେଶରେ କୋଟି କୋଟି ଲୋକ ସିଲିଣ୍ଡର ଗ୍ୟାସ ବ୍ୟବହାର କରନ୍ତି । କିନ୍ତୁ ସେଥିରୁ କେତେକ ହାତଗଣତି ଗ୍ରାହକ ସିଲିଣ୍ଡର ଗ୍ୟାସର ବୀମା କରିଥିବେ । ସାଧାରଣତଃ ଲୋକେ ଗାଡି ବୀମା, ମୋବାଇଲ ବୀମା, ଦୋକାନ ବୀମା, ଏବଂ ଜୀବନ ବୀମା କରିଥାନ୍ତି । କିନ୍ତୁ ଘରେ ନିତିଦିନ ବ୍ୟବହାର ହେଉଥିବା ସିଲିଣ୍ଡର…

କିଏ ଏହି କୋୟା କମାଣ୍ଡୋ ? ଯାହାର ନାଁ ଶୁଣିଲେ ଭୟରେ କମ୍ପି ଉଠନ୍ତି ନକ୍ସଲ ।

ନକ୍ସଲ ଯାହାର ନାଁ ଶୁଣି ଭୟରେ କମ୍ପି ଉଠନ୍ତି ଏବଂ ଆତଙ୍କରାଜ ବନ୍ଦ କରିବାକୁ ବାଧ୍ୟ ହୁଅନ୍ତି । ସେ ଆଉ କେହି ନୁହେଁ , ସେ ହେଉଛନ୍ତି ଆମ ଭାରତୀୟ ସେନାରେ ଗୁପ୍ତ ଭାବରେ ରହିଥିବା କୋୟା କମାଣ୍ଡୋ । ତେବେ ଆସନ୍ତୁ ଭଲଭାବେ ଜାଣିବା କିଏ ଏହି କୋୟା କମାଣ୍ଡୋ? କଣ ଏହାର କାମ ? ଛତିଶଗଡର…

ସେବାୟତ ଦାନ ମାଗିଲେ ପୋଲିସରେ ଜଣାଅ ! ସେବାୟତଙ୍କୁ ଦାନ ନ ଦେବାକୁ ଫଳକ ଲଗାଇଲା ପ୍ରଶାସନ

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିରରେ ଲାଗିଲା ସାଇନବୋର୍ଡ । ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ସେମାନଙ୍କ ଦାନ ଅର୍ଥ, ଦ୍ରବ୍ୟ କିମ୍ବା ଅଳଙ୍କାର ଠାକୁରଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାକୁ ଚାହୁଁଥିଲେ ଏହାକୁ ଦାନବାକ୍ସରେ ପକାଇ ପାରିବେ କିମ୍ବା…

ବାଦବିବାଦ ଭିତରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ପ୍ରଦୀପ୍ତ ମହାପାତ୍ର! ସାମ୍ନାରେ ଚ୍ୟାଲେଞ୍ଜର…

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ଓ ଡୁପ୍ଲିକେଟ୍ ଚାବି ମିଳିବାକୁ ନେଇ ତୁମ୍ବିତୋଫାନ ଭିତରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଛନ୍ତି ପ୍ରଦୀପ୍ତ ମହାପାତ୍ର । ଦାୟିତ୍ୱ ନେବା ପରେ ନୂଆ ପ୍ରଶାସକ କହିଛନ୍ତି, ତାଙ୍କ ଆଗରେ ରଥଯାତ୍ରାକୁ ସୁରୁଖୁରୁରେ ସାରିବା ମୁଖ୍ୟ…

ଶୋଇଗଲେ ଶାନ୍ତିର ଦୂତ! ସାମ୍ବାଦିକ ସୁଜାତ୍ ବୁଖାରିଙ୍କ ଶେଷ ଯାତ୍ରାରେ ସାମିଲ୍ ହେଲେ ହଜାର ହଜାର ଲୋକ

ଶେଷଯାତ୍ରାରେ ଗଲେ ଶାନ୍ତିର ଦୂତ । ରାଇଜିଂ କାଶ୍ମୀରର ଏଡିଟର୍ ତଥା ବରିଷ୍ଠ ପତ୍ରକାର ସୁଜାତ୍ ବୁଖାରୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସୁଜାତଙ୍କୁ ଅଶ୍ରୁଳ ବିଦାୟ ଦେଲେ କାଶ୍ମୀରବାସୀ । ହଜାର ହଜାର ଲୋକ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ସେପଟେ ସୁଜାତଙ୍କ ହତ୍ୟା ଘଟଣାର ୩…