Daily Archives

June 14, 2018

କମାଲ କଲା ଭାରତୀୟ ରେଳବାଇ ! ଏଣିକି ପାଣି ଉପରେ ବି ଦୌଡ଼ିବ ଟ୍ରେନ

ଆପଣ ପାଣିରେ କେବେ ଟ୍ରେନ ଚାଲୁଥିବାର ଦେଖିଛନ୍ତି । ଅଧିକାଂଶ ଲୋକଙ୍କର ଉତ୍ତର ନାଁ ଆସିବ । କିନ୍ତୁ ଏହା ସମ୍ଭବ ପର ହେବାକୁ ଯାଉଛି । ଖୁବଶୀଘ୍ର ପାଣି ଉପରେ ଚାଲିବ ଟ୍ରେନ । ଭାରି ବର୍ଷା କାରଣରୁ ବିଭିନ୍ନ ସମୟରେ ରେଳ ସେବା ବାଧାପ୍ରାପ୍ତ ହେଉଛି । ଯାହାଫଳରେ ଲୋକମାନେ ନାଁହି ନଥିବା…

ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗ୍ୟାସ ସବସିଡ଼ ଆସୁଛି କି ନାହିଁ ? ମୋବାଇଲରେ ଗୋଟିଏ କ୍ଲିକ କରି ଜାଣି ପାରିବେ ପୂରା ତଥ୍ୟ

ଭାରତ ସରକାର କିଛି ବର୍ଷ ପୂର୍ବରୁ ଗ୍ୟାସ ସିଲିଣ୍ଡରରୁ ମିଳୁଥିବା ସବସିଡ ସିଧା ସଳଖ ଭାବରେ ବ୍ୟାଙ୍କ ଖାତାକୁ ପଠାଇବାର ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଅଧିକାଂଶ ଲୋକ ସରକାରଙ୍କ ଏହି ଯୋଜନାକୁ ନେଇ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ବ୍ୟାଙ୍କ ଖାତାକୁ ସବସିଡ ଆସିଲା କି ନାହିଁ…

ଏମିତି ଆମ ଭାରତୀୟ ରେଳବିଭାଗ ! ଯାତ୍ରୀଙ୍କ ୧୦୦୦ ବର୍ଷର ଆଗୁଆ ଟିକେଟ କାଟିଲା ରେଳବାଇ, ଆଉ ତାପରେ…

ଟିକେଟ ଉପରେ ଭୁଲ ତାରିଖ ଲେଖା ହୋଇଥିବା କାରଣରୁ ସହରଣପୁରର ଉପଭୋକ୍ତା ଅଦାଲତ ଭାରତୀୟ ରେଳବାଇ ବିରୋଧରେ ଜରିମାନା ଲଗାଇଛି । ବାସ୍ତବରେ ଏହି ଘଟଣାଟି ହେଉଛି ୨୦୧୩ ମସିହାର । ଦୀର୍ଘ ୫ ବର୍ଷ ପରେ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଅଦାଲତ । ସୂଚନା ଅନୁଯାୟୀ, ବିଷ୍ଣୁକାନ୍ତ…

ସ୍ତ୍ରୀର ବେକ ଦାଆରେ କାଟି ହତ୍ୟା କଲା ସ୍ୱାମୀ ! ମା’ ଛେଉଣ୍ଡ ହୋଇଗଲେ ଦୁଇ କୁନି ଝିଅ

କନକ ବ୍ୟୁରୋ : ଗାଁ ଦାଣ୍ଡରେ ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ପିପିଲି ଦାଣ୍ଡମୁକୁନ୍ଦପୁରର ମହାଲିମ୍ବପଦା ଗାଁରେ । ବିବାହକୁ ୮ ବର୍ଷ ବିତିଥିବା ବେଳେ ଦୁଇଟି ଝିଅ ଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ତେବେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀର…

ପୋକମାଛି ପରି ମରିବେ ଆତଙ୍କବାଦୀ ! ପୁଣିଥରେ ଆରମ୍ଭ ହେବ ‘ଅପରେସନ ଅଲଆଉଟ’

ଆଉ ରକ୍ଷା ପାଇବେନି ଆତଙ୍କବାଦୀ । ଜମ୍ମୁ-କାଶ୍ମୀରରେ ତ୍ରାହି ତ୍ରାହି ଡ଼ାକିବେ ଆତଙ୍କବାଦୀ । ଏଣିକି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବେ ଭାରତୀୟ ଯବାନ । କାରଣ ପୁଣିଥରେ ଆରମ୍ଭ ହୋଇପାରେ ଅପରେସନ ଅଲଆଉଟ । ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ପୁଣିଥରେ ଅପରେସନ ଅଲଆଉଟ ଆରମ୍ଭ କରି ପାରନ୍ତି…