Daily Archives

June 12, 2018

ଏହିପରି ଭାବରେ ବ୍ୟବହାର କରନ୍ତୁ ଆପଣଙ୍କ ଡେବିଟକାର୍ଡ ! ଦେବାକୁ ପଡିବ ନାହିଁ କୌଣସି ଅଯଥା ଶୁଳ୍କ, ପାଇବେ ଅନେକ ଫାଇଦା…

ଇଲେକ୍ଟ୍ରୋନିକ୍ସ ଟ୍ରାଞ୍ଜାକସନକୁ ସରଳ ଭାବରେ ବ୍ୟବହାର କରିବା ପାଇଁ ଡେବିଟକାର୍ଡ ଉପଭୋକ୍ତାଙ୍କୁ ବଡ ସଚେତନତାର ସହ ଏହାର ବ୍ୟବହାର କରିବା ଉଚିତ । ଏହି କଥା ଏସବିଆଇ ଟ୍ୱିଟ ଜରିଆରେ ସମସ୍ତ ଉପଭୋକ୍ତାଙ୍କୁ ଜଣାଇଦେଇଛି । ଡେବିଟକାର୍ଡ ବ୍ୟବହାର କରୁଥିବା ଗ୍ରାହକ କରଜରେ ଡୁବିନଥାନ୍ତି ।…

ପୋଲିସ ହେବ ତ ଏମିତି ! ନକ୍ସଲ ଅଞ୍ଚଳକୁ ଯାଇ ନକ୍ସଲଙ୍କ ଠାରୁ ଦୁରେଇ ରହିବା ପାଇଁ ଦେଉଛନ୍ତି ଶିକ୍ଷା, ମନରେ ନାହିଁ…

ନକ୍ସଲ ଅଞ୍ଚଳରେ ଜଣେ ଏଏସଆଇ ପୋଲିସ ପ୍ରମୋଦ ପାସବାନ ଲୋକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ନକ୍ସଲ ମାନଙ୍କୁ ସମାଜରୁ ମୂଳପୋଛ କରିବା ପାଇଁ ସେ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରମୋଦ ତାଙ୍କ ଡ୍ୟୁଟିରୁ କିଛି ସମୟ ବାହାର କରି ପିଲାମାନଙ୍କୁ ପାଠ ପଢାଇ ପାଇଁ ସ୍କୁଲ ପହଞ୍ଚି ଯାନ୍ତି ।…

କ୍ୟାନସର ହସ୍ପିଟାଲ ପାଇଁ କେଉଁଠି ଜମି ଦେବେ ରାଜ୍ୟ ସରକାର? ବରଗଡ଼ରୁ ଉଠିଲା ଦାବି, ଆପଣଙ୍କ ମତରେ କେଉଁଠି ହେବା ଦରକାର…

କନକ ବ୍ୟୁରୋ : କ୍ୟାନସର ଭଳି ବ୍ୟାଧି ଏବେ ଓଡ଼ିଶାରେ ନିଜର କାୟା ମେଲାଇ ସାରିଲାଣି । ଆଉ ଏହି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଓଡ଼ିଶାରେ ସେମିତି ଆଖିଦୃଶିଆ ହସ୍ପିଟାଲ ମଧ୍ୟ ନାହିଁ । ଆଉ ଏହାକୁ ଦୃଷ୍ଟିରେ ରଖି ଗତ ମାସରେ ରତନ ଟାଟାଙ୍କ ଓଡ଼ିଶା ଗସ୍ତ ସମୟରେ ଏକ ସୁପର ସ୍ପେଶାଲିଷ୍ଟ ଟାଟା…

ଏଭଳି ଏକ ନିଆରା କମ୍ପାନୀ ! ଯିଏ ନିଜ କର୍ମଚାରୀମାନଙ୍କୁ ଦେଇଥାଏ ବ୍ୟକ୍ତିଗତ ବିମାନ ଏବଂ ଅନେକ ସୁବିଧା ।

କମ୍ପାନୀ ମାନଙ୍କରେ କାମ କରୁଥିବା କର୍ମଚାରୀ ମାନଙ୍କୁ କେତେକ ସମୟରେ ଅଫିସ କାମରେ ଦେଶ ବାହାରକୁ କିମ୍ବା ଦେଶ ଭିତରେ କୌଣସି ସ୍ଥାନକୁ ଯିବାକୁ ପଡିଥାଏ । କର୍ମଚାରୀ ମାନେ ବାହାରକୁ ଗସ୍ତ କଲାବେଳେ, ବେଳେ ବେଳେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ଯଦି ଏହିଭଳି ପରିସ୍ଥିତିରେ କର୍ମଚାରୀ…

ଉଚ୍ଚତା କମ ହେବା କାରଣରୁ ଛାତ୍ରୀଙ୍କୁ ପୋଲିସ ବିଭାଗରେ ମିଳିଲାନି ଚାକିରି ! ହକ୍ ଫେରି ପାଇବାକୁ ଉପବାସ କରିଲେ ଛାତ୍ରୀ

ମଧ୍ୟପ୍ରଦେଶ ପୋଲିସ ପଦ ପାଇଁ ଭର୍ତ୍ତି ହେବାକୁ ପ୍ରାର୍ଥୀ ଚୟନ କରାଯାଉଥିବା ସମୟରେ ଉଚ୍ଚତା କମ ଥିବା କାରଣରୁ କେତେକ ଝିଅଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏଥିରେ ଅସନ୍ତୋଷ ହୋଇ ଝିଅ ମାନେ ସୋମବାର ଦିନ ରାଜଧାନୀର ଶାହଜାହାଙ୍ଗୀ ପାର୍କରେ ଧାରଣା ଦେବା ସହ ସାମୁହିକ ଉପବାସ ରଖି ଏହା…