Daily Archives

June 11, 2018

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ! ପ୍ରଦୀପ ଜେନାଙ୍କୁ ହଟାଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଅବ୍ୟବସ୍ଥା ଓ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ତମ୍ବିତୋଫାନ ଭିତରେ ଆଜି ହଠାତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳାଇ ଦିଆଯାଇଛି । ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ହଟାଇ ତାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ…

ଆଖୁରସ ପିଉଛନ୍ତି କି ? ତେବେ ସାବଧାନ ! ବ୍ୟାପୁଛି ଡାଇରିଆ ଭଳି ମହାମାରି ରୋଗ, ପିଇବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏସବୁ…

ଖରାଦିନେ ଆଖୁ ଜୁସର ଚାହିଦା ଖୁବ ବଢିଯାଇଥାଏ । ରାସ୍ତା କଡରେ ୧୦ ଟଙ୍କାରେ ବିକ୍ରି ହେଉଥିବା ଆଖୁ ରସ ପିଇ ଲୋକେ ଖରାଦିନେ ଶାନ୍ତି ଅନୁଭବ କରିଥାନ୍ତି । ଅନ୍ୟପଟେ ଆଖୁରେ ଖୁବ ପରିମାଣରେ ଏନର୍ଜି ଥାଏ ବୋଲି ବିଶେଷଜ୍ଞ ମାନେ ମଧ୍ୟ କହିଥାନ୍ତି । କିନ୍ତୁ ଏବେ ଏହା ଲୋକମାନଙ୍କ ଶୋଷ ମେଣ୍ଟାଇବା…

ହସ୍ପିଟାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ, ଡାକ୍ତରଙ୍କ ପରାମର୍ଶରେ ଏମ୍ସରେ ଭର୍ତ୍ତି ହେଲେ ଅଟଳବିହାରୀ ବାଜପେୟୀ :…

କନକ ବ୍ୟୁରୋ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତି ହୋଇଛନ୍ତି । ଡାକ୍ତରଙ୍କ କହିବାନୁସାରେ ଏକ ରୁଟିନ୍ ଚେକଅପ୍ ପାଇଁ ସେ ଆସିଛନ୍ତି । ଏମ୍ସର ନିର୍ଦ୍ଦେଶକ ଡ଼ଃ ଗୁଲେରିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବେ ତାଙ୍କର ଚିିକିତ୍ସା ଚାଲିଛି ।…

ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଓ ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟଙ୍କ ଐତିହାସିକ ବୈଠକ ! ସିଙ୍ଗାପୁର ଉପରେ ରହିଛି ସାରା…

କନକ ବ୍ୟୁରୋ : ଆସନ୍ତାକାଲି ପରସ୍ପରକୁ ଭେଟିବେ ବିଶ୍ୱ ରାଜନୀତିର ଦୁଇ ମହାଶତ୍ରୁ । ଆସନ୍ତାକାଲି ହେବ ବହୁ ପ୍ରତିକ୍ଷୀତ ଟ୍ରମ୍ପ-କିମ୍ ସାକ୍ଷାତ । ଏ ନେଇ ସିଙ୍ଗାପୁରରେ ପହଁଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତରକୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ । ଗତକାଲି…

ପିଜୁଳି ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ ! ଭଲ କରିଥାଏ ଏହି ୫ଟି ଶାରୀରିକ ସମସ୍ୟା, ଜାଣନ୍ତୁ କିପରି କରିବେ ବ୍ୟବହାର ।

ରୋଗର ନିରାକରଣ ପାଇଁ ଆମେ ବିଭିନ୍ନ ଆଡ଼େ ବୁଲିଥାନ୍ତି । ଭିନ୍ନ ଭିନ୍ନ ଔଷଧ ସହ ଡାକ୍ତର ବି ବଦଳାଇ ଥାଆନ୍ତି । ମାତ୍ର କେବେ ଭାବିଛନ୍ତି, ଅନେକ ରୋଗର ନିରାକରଣ ଆମ ହାତ ପାହାନ୍ତାରେ ଅଛି ? ଆଗ ଚାରି ପଟେ ଥିବା ଏମିତି ଅନେକ ସାଧାରଣ ଗଛରେ ରହିଛି ବିରାଟ ବିରାଟ ରୋଗର ନିରାକରଣ । ସେପରି ଏକ ଗଛ…

ପିଏନବି ଦୁର୍ନୀତିର କାର୍ପଟଦାର ନିରବଙ୍କ ନାଁରେ ଜାରି ହୋଇପାରେ ରେଡ କର୍ଣ୍ଣର ନୋଟିସ୍ : ଇଂଟରପୋଲକୁ ଯୋଗାଯୋଗ କଲା…

କନକ ବ୍ୟୁରୋ : ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ନାଁରେ ଜାରି ହୋଇପାରେ ରେଡ କର୍ଣ୍ଣର ନୋଟିସ୍ । ଏନେଇ ଯାଂଚ ସଂସ୍ଥା ଇଂଟରପୋଲ ସହ ଯୋଗାଯୋଗ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ନିରବ ମୋଦିଙ୍କ ସହ ତାଙ୍କ ସହଯୋଗୀ ମେହୁଲ ଚୌକସିଙ୍କ ନାଁରେ ମଧ୍ୟ ରେଡ କର୍ଣ୍ଣର ନୋଟିସ ଜାରି…