Daily Archives

June 9, 2018

କିଂଦାଓରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି : କହିଲେ, ଭାରତ ଓ ଚୀନ ମଜବୁତ ସମ୍ପର୍କ…

କନକ ବ୍ୟୁରୋ : ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଙ୍ଗଦାଓରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ବୈଠକରେ ମୋଦି ଯୋଗ ଦେଇ ଏସସିଓ ସାଧାରଣ ସମ୍ପାଦକ ରାଶିଦ ଆଲିନୋଭ୍ ତଥା ଅନ୍ୟ ପ୍ରମୁଖ ପ୍ରତିନିଧିଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ…

ଶ୍ରୀମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ନେଇ କାହିଁକି କଠୋର ହେଲେ କୋର୍ଟ ? ଆବେଦନରେ କ’ଣ ଦର୍ଶାଇଥିଲେ ମୃଣାଳିନୀ ପାଢ଼ୀ ?

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ନେଇ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅବେଦନକାରୀ ବରିଷ୍ଠ ଆଇନଜ୍ଞ ମୃଣାଳିନୀ ପାଢ଼ୀ । ନବକଳେବର ବିଭ୍ରାଟ, ଠାକୁର ଉପାସରେ ରହିବାଠାରୁ ଆରମ୍ଭ କରି ରତ୍ନଭଣ୍ଡାର ଚାବି ହଜିବା ଯାଏଁ ଘଟଣାକୁ ଆବେଦନରେ ଦର୍ଶାଇଥିଲେ । ଯାହାକୁ…

ମୋଦି ସରକାରଙ୍କ ହିସାବ କିତାବକୁ ନେଇ ବାକଯୁଦ୍ଧ : ଧର୍ମେନ୍ଦ୍ର କହିଲେ, ଚା ପାର୍ଟିକୁ ଆସ ତଥ୍ୟ ସହ ବୁଝାଇଦେବି,…

କନକ ବ୍ୟୁରୋ : ବିକାଶକୁ ନେଇ ବାକ ଯୁଦ୍ଧ । ଧର୍ମେନ୍ଦ୍ର ବନାମ ବିଜେଡି । ଓଡିଶା ପାଇଁ କାହାର କେତେ ଦରଦ? କେନ୍ଦ୍ର ସରକାର ଓଡିଶା ପାଇଁ କଣ କରିଛନ୍ତି ସେନେଇ ଦୁଇ ଦିନ ତଳେ ହିସାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଆଉ ସେହି ହିସାବ ନିକାଶକୁ ନେଇ ବଢିଲା ରାଜନୀତି । ଗତକାଲି ବିଜେଡି…

ଓଡିଶା ଜିଲ୍ଲା କଂଗ୍ରେସ ସଭାପତିଙ୍କର ନବକଳେବର ! ୨୦୧୯ ପାଇଁ ଜିଲ୍ଲାସ୍ତରରେ ସଂଗଠନ ମଜଭୁତ କରିବା ପାଇଁ କଂଗ୍ରେସର…

କନକ ବ୍ୟୁରୋ :  ଘୋଷଣା ହେଲା କଂଗ୍ରେସ ଜିଲ୍ଲା ସଭାପତିଙ୍କ ନାଁ । ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଓଡିଶାର ୩୩ଟି ସାଂଗଠାନିକ ଜିଲ୍ଲାର ନାଁକୁ ଏକ ବିଜ୍ଞ୍ୟପ୍ତି ଜରିଆରେ ଘୋଷଣା କରାଯାଇଛି । ଓଡିଶାର ଜିଲ୍ଲାରେ ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପିସିସି…

ଆଉ ଦୁଇ ଦିନ ପରେ ସିଙ୍ଗାପୁର କ୍ୟାପେଲା ହୋଟେଲରେ ଟ୍ରମ୍ପ, କିମଙ୍କ ଭେଟ : ସେଂଟେସା ଆଇଲ୍ୟାଣ୍ଡ ଆଖପାଖ ଅଂଚଳକୁ ସିଲ୍…

କନକ ବ୍ୟୁରୋ : ଠିକ୍ ଦୁଇ ଦିନ ପରେ ଅର୍ଥାତ ଜୁନ୍ ୧୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ଶାସକ କିମ୍ ଜଙ୍ଗଙ୍କ ମଧ୍ୟରେ ସାକ୍ଷାତ ହେବ । ସିଙ୍ଗାପୁରରେ ଏହି ବହୁପ୍ରତୀକ୍ଷିତ ଭେଟ ହେବାକୁ ଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି । ସ୍ଥାନୀୟ ସମୟ…