Daily Archives

June 3, 2018

ଲେମ୍ବୁ ପତ୍ର ଦେଇଥାଏ ଅନେକ ରୋଗରୁ ମୁକ୍ତି ! ଜାଣନ୍ତୁ କିପରି କରିବେ ବ୍ୟବହାର ।

ଆପଣ ହୁଏତ ଲେମ୍ବୁପତ୍ର ବିଷୟରେ କେବେ ଅନୁଧ୍ୟାନ କରିନଥିବେ । ମାତ୍ର ଏହି ପତ୍ରର ଅନେକ ଉପକାରୀ ଗୁଣ ରହିଛି ଯାହା ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହୋଇଯିବେ । ଏହାକୁ ଆପଣ ଉତ୍ତମ ହଜମ ପ୍ରକ୍ରିୟା ଓ ପେଟ ସଫା ପାଇଁ ବ୍ୟବହାର କରିପାରନ୍ତି । ସ୍ନାୟୁ ଜନିତ ରୋଗ ଅନିଦ୍ରା, ବିବ୍ରତ ଲାଗିବା ଆଦି ପାଇଁ…

ହଜିଯାଇଛି କି ଆପଣଙ୍କ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ! ତେବେ ତୁରନ୍ତ କରନ୍ତୁ ଏହି କାମ ।

ପ୍ଲାଷ୍ଟିକ୍ ଟଙ୍କା ବା କାର୍ଡ଼ ବର୍ତ୍ତମାନ ସମସ୍ତଙ୍କ ଜୀବନରେ ଟଙ୍କା ନେଣଦେଣର ଏକ ସାଧାରଣ ମାଧ୍ୟମ ପାଲଟିଛି । କ୍ରେଡ଼ିଟ୍ ଏବଂ ଡ଼େବିଟ୍ କାର୍ଡ଼ ଜୀବନକୁ ଯେତେ ସହଜ କରିଛି ଏଥିରେ ଚୋରି ହେବା ମଧ୍ୟ ସେତେ ସହଜ ହୋଇଛି । ଆପଣଙ୍କର କିଛିଟା ଅସାବଧାନତା ପାଇଁ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ…

ଆଦର୍ଶଙ୍କୁ ମିଳିଲା ବଡ ସଫଳତା ! ଗୁଗୁଲ ଦେଲା ଚାକିରୀ, ବାର୍ଷିକ ୧.୧୬ କୋଟି ଟଙ୍କା ଦରମା ।

ବିହାରର ଆଦର୍ଶ ଶର୍ମାଙ୍କୁ ମିଳିଛି ଏକ ବଡ଼ ସଫଳତା । ଗୁଗଲ ଭଳି କମ୍ପାନିରେ ତାଙ୍କୁ ସଫ୍ଟଓ୍ଵୟାର ଇଞ୍ଜିନିୟର ଭାବେ ନିଯୁକ୍ତି ମିଳିଥିବା ବେଳେ ବର୍ଷକୁ ୧.୧୬କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି ବୋଲି ଜଣା ପଡ଼ିଛି । ଆଇଆଇଟି ରୁରକିରେ ସେ ମେକାନିକାଲ ଇଞ୍ଜିନିୟର ଭାବେ ପାଠ ପଢ଼ୁଥିବା ବେଳେ…

ରାଜ୍ୟପାଳଙ୍କ ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ! ଜାଣନ୍ତୁ କିଏ ପାଇବେ କେତେ ?

ରାଜ୍ୟପାଳମାନଙ୍କୁ ମିଳୁଥିବା ଭତ୍ତାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଗରୁ ମିଳୁଥିବା ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧାରେ ପରିବର୍ତ୍ତନ ଆଣି ଏକ ନୂଆ ଗାଇଡ଼ଲାଇନ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ସୂଚନା…

ଆସିଲା ରୟାଲ ଏନଫିଲ୍ଡ କ୍ଲାସିକ୍ ୫୦୦ କଲେକ୍ଟିଭ୍ କଲେକ୍ସନ୍ ! ଜୁନ୍ ୧୦ରୁ ଅନଲାଇନରେ ଆରମ୍ଭ ହେବ ବୁକିଂ, ବାଇକ ସହ…

ବାଇକ ପ୍ରେମୀଙ୍କ ପାଇଁ ରୟାଲ ଏନଫିଲ୍ଡ ଆଣିଛି ନୂଆ ଉପହାର । ବଜାରକୁ ଆସିଲା ରୟାଲ ଏନଫିଲ୍ଡ କ୍ଲାସିକ୍ ୫୦୦ ପେଗାସସ୍ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟର ଏକ ଘଟଣାକୁ ନେଇ ଏହି ବାଇକର ଡିଜାଇନ କରାଯାଇଛି । ରୟାଲ ଏନଫିଲ୍ଡର ଏହି କ୍ଲାସିକ୍ ମଡେଲ ହେଉଛି କଲେକ୍ଟିଭ୍ ଏଡିସନ୍ ଯାହାର କେବଳ ୧୦୦୦ଟି…