Daily Archives

June 1, 2018

୧୦ରେ ଭାରତ ବନ୍ଦ ! ହନ୍ତସନ୍ତ ହେବେ ସାଧାରଣ ଲୋକ, ୨୨ ରାଜ୍ୟର ୧୩୦ ଚାଷୀ ସଙ୍ଗଠନ କରିବେ ଆନ୍ଦୋଳନ । ଜାଣନ୍ତୁ କଣ ପାଇଁ…

ପଞ୍ଜାବ ଓ ମଧ୍ୟପ୍ରଦେଶ ସମତେ ୨୨ଟି ରାଜ୍ୟରେ ଆଜିଠାରୁ ଚାଷୀମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ଅଧ୍ୟକ୍ଷ ମଧ୍ୟ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଡାକରା ଦେଇଛନ୍ତି । ଏଏନଆଇ ରିପୋର୍ଟ ମୁତାବକ ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ…

ବେରୋଜଗାରୀଙ୍କୁ ଷ୍ଟେଟ ବ୍ୟାଙ୍କ ଦେଉଛି ସୁବର୍ଣ୍ଣ ସୁଯୋଗ ! ଏସବିଆଇର ଏହି ଯୋଜନାରେ ପାଇପାରିବେ ମାସିକ ୧୫ ହଜାର ଟଙ୍କା…

ଆପଣ ଏବେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ) ସହ ମିଳିତ ସହଯୋଗରେ ଟଙ୍କା କମାଇ ପାରିବେ । ଆପଣ ବ୍ୟାଙ୍କ ସହ ମିଶି ପ୍ରତିମାସରେ ପ୍ରାୟ ୧୬ ହଜାର ଟଙ୍କା ଆୟ କରିପାରିବେ । ଏସବିଆଇ ଫାଉଣ୍ଡେସନ, ୟୁଥ ଅଫ ଇଣ୍ଡିଆ ଫେଲୋସିପ ପ୍ରୋଗ୍ରାମ ଆରମ୍ଭ କରିଛି । ଏହି…

ସ୍ମାର୍ଟସିଟିର ସ୍ମାର୍ଟ ବ୍ୟବସ୍ଥା !ସହିଦନଗରରୁ ସାରା ଭୁବନେଶ୍ୱର ହେବ କଣ୍ଟ୍ରୋଲ

କନକ ବ୍ୟୁରୋ : ସାରା ଭାରତରେ ବର୍ତ୍ତମାନ ଓଡିଶାର ପରିଚୟ ଏକ ଭିନ୍ନ ସ୍ଥରରେ ରହିଥିବାବେଳେ ଏବେ ଆଉ ଏକ ବଡ ଉପଲବ୍ଧି ହାସଲ କରିବା ଦିଗରେ ପାଦ ଥାପିଛି ଓଡିଶା । ଦେଶର ପ୍ରଥମ ସ୍ମାର୍ଟସିଟି ଭାବେ ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରରେ ଏବେ ବଦଳିଯିବ ଗମନାଗମନ ଠାରୁ ଆରମ୍ଭ କରି ଜରୁରୀକାଳୀନ…

ସାବଧାନ ପାକିସ୍ତାନ ! ମହଙ୍ଗା ପଡିବ ଭାରତର ନୂଆ ଅସ୍ତ୍ର, ଇସ୍ରାଏଲ ସ୍ପାଇକ ମିସାଇଲ କିଣିବ ଭାରତ ।

ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଥିବା ସଂପର୍କ କେତେ ଭଲ ତାହା ସମସ୍ତଙ୍କୁ ଭଲ ଭାବରେ ଜଣା । ପ୍ରତି ଥର ପାକିସ୍ଥାନ ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରି ଭାରତୀୟ ସେନା ଉପରକୁ ଆକ୍ରମଣ କରୁଥିବା ବେଳେ ଏତି ପାଇଁ ଅନେକ ଭାରତୀୟ ଯବାନ ପ୍ରାଣ ହରାଇଛନ୍ତି । ତେବେ ଭାରତ ପ୍ରତିକୂଳ ପରିସ୍ଥିତିରେ…

ଧାର୍ମିକ ସାମଗ୍ରୀ ଉପରେ ଲାଗିବନି ଜିଏସଟି ! ମୋଦି ସରକାର ନେଲେ ନୂଆ ନିଷ୍ପତ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧାର୍ମିକ ସଂସ୍ଥାକୁ ନେଇ ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି । ମୋଦିଙ୍କର ଏହି ନିଷ୍ପତି ଅନୁଯାୟୀ ସମସ୍ତ ଧାର୍ମିକ ଜିନିଷ ଉପରୁ ଜିଏସଟିକୁ ହଟାଇ ଦିଆଯାଇଛି । ପୂର୍ବରୁ ଧାର୍ମିକ ସଂସ୍ଥା ଉପରେ ଜିଏସଟି ଲାଗୁ ରହିଥିଲା କିନ୍ତୁ ଏବେ ଏହି ସମସ୍ତ ଜିନିଷ ଉପରୁ…

କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକଙ୍କ ଗର୍ଜନ : ପଞ୍ଜାବରେ ପରିବା ଓ କ୍ଷୀର ଯୋଗାଣ ବନ୍ଦ,୧୦ ଧରି ଚାଲିବ ଆନ୍ଦୋଳନ

କନକ ବ୍ୟୁରୋ : ଆଜିଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକମାନେ ଆନ୍ଦୋଳନ କରିଛନ୍ତି । ଜୁନ ୧ ତଥା ଆଜିଠାରୁ ସରକାରଙ୍କ ବିରୋଧରେ ୧୦ ଦିନିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି ବିଭିନ୍ନ କୃଷକ ସଂଗଠନ । ପଞ୍ଜାବର କୃଷକମାନେ ଆନ୍ଦୋଳନ ଆରମ୍ଭ କରି ପନିପରିବା ଓ କ୍ଷୀର ଯୋଗାଣକୁ ବନ୍ଦ କରିଛନ୍ତି ।…