Monthly Archives

June 2018

ଫୁଟବଲ ବିଶ୍ୱକପରୁ ବିଦା ହେଲା ଆର୍ଜେଣ୍ଟିନା ! ୪-୩ ରେ ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ।

ଫିଫା ଫୁଟବଲ ବିଶ୍ୱକପରୁ ବିଦା ହେଲା ମେସିଙ୍କ ଆର୍ଜେଣ୍ଟିନା । ଫୁଟବଲ ବିଶ୍ୱକପର ପ୍ରଥମ ନକଆଉଟ ମ୍ୟାଚରେ ଆଜି ଆର୍ଜେଣ୍ଟିନାକୁ ୪-୩ ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ଫ୍ରାନ୍ସ । ବିଶ୍ୱକପରେ ଆର୍ଜେଣ୍ଟିନା ବିରୁଦ୍ଧରେ ଫ୍ରାନ୍ସର ଏହା ପ୍ରଥମ ଜିତ୍ ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ…

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ତେଜିଲା ବିବାଦ ! ଜୁଲାଇ ୨୦ରୁ ଆରମ୍ଭ ହେବ ଦେଶବ୍ୟାପି ଟ୍ରକ ଧର୍ମଘଟ ।

ଦେଶରେ ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ଦରକୁ ନେଇ ଏବେବି ବିବାଦ ଲାଗିରହିଛି । ତେଲ ଦର ବୃଦ୍ଧି କାରଣରୁ ଏବେବି ଲୋକମାନେ ହଇରାଣ ହରକତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମଟିସି) ଜୁଲାଇ ୨୦ ତାରିଖ ଠାରୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ…

ମେମୋରି କାର୍ଡ ଖରାପ ହୋଇଯିବାକୁ ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ପ୍ରକ୍ରିୟା, ତୁରନ୍ତ ଠିକ୍ ହୋଇଯିବ…

ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ମେମୋରି କାର୍ଡ ଏକ ମୂଲ୍ୟବାନ ଜିନିଷ ଅଟେ । ମେମୋରି କାର୍ଡରେ ବ୍ୟବହାରକାରୀଙ୍କ ଫଟୋ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଡକ୍ୟୁମେଣ୍ଟ୍ ରହିଥାଏ । ମେମୋରିକାର୍ଡ ଏକ ଇଲୋକ୍ଟ୍ରୋନିକ ଡିଭାଇସ୍ ହୋଇଥିବାରୁ ଏହା ବେଳେ ବେଳେ ଖରାପ(କରପ୍ଟ) ହୋଇଯାଇଥାଏ । ମେମୋରି…

ଚାମ୍ପିୟନ୍ସ ଟ୍ରଫି ହକି ଫାଇନାଲରେ ଭାରତ ! ନେଦରଲ୍ୟାଣ୍ଡସ ସହ ୧-୧ରେ ମ୍ୟାଚ ଡ୍ର, ଆସନ୍ତାକାଲି ଅଷ୍ଟ୍ରେଲିଆ ସହ ହେବ…

ଭାରତ ଚାମ୍ପିଅନ୍ସ ଟ୍ରଫି ହକିରେ ୮ ପଏଣ୍ଟ ହାସଲ କରି ଫାଇନାଲରେ ପହଞ୍ଚିଛି । ଆୟୋଜକ ନେଦରଲାଣ୍ଡ ସହିତ ଶନିବାର ନିଜର ଶେଷ ରାଉଣ୍ଡ ରବିନ ମ୍ୟାଚ୍ ୧-୧ରେ ଡ୍ର କରିଛି । ଫଳରେ ଆଠ ଥର ବିଜେତା ଭାରତ କ୍ରମାଗତ ଭାବରେ ଦ୍ୱିତୀୟ ଥର ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛି । କାଂସ୍ୟ ପଦକ ପାଇଁ…

ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର : କହିଲେ, ଭୁଲରେ ବାହାରିଯାଇଥିଲା ରାହୁଲଙ୍କ…

କନକ ବ୍ୟୁରୋ : ନିଜେ ଦେଇଥିବା ବିବାଦୀୟ ବୟାନକୁ ନେଇ କ୍ଷମା ମାଗିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଦୁଇ ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜୋତାରେ ମାର ବୋଲି ସମ୍ବିତ ପାତ୍ର କହିଥିଲେ । ତେବେ କଂଗ୍ରେସର କଡା ବିରୋଧ ପରେ ସମ୍ବିତ କ୍ଷମା ମାଗିଛନ୍ତି । ଏହାସହ ନିଜ…

ତିନ ତଲାକ୍ ପରେ ମୋଦି ସରକାରଙ୍କ ଟାର୍ଗେଟରେ ନିକାହ ହଲାଲା ଓ ବହୁ ବିବାହ ପ୍ରଥା : ବନ୍ଦ୍ ପାଇଁ ସୁପ୍ରିମକୋର୍ଟଙ୍କ…

କନକ ବ୍ୟୁରୋ : କେନ୍ଦ୍ର ସରକାର ୩ ତଲାକ ପ୍ରଥାକୁ ଯେଭଳି ଗୁରୁତର ଭାବେ ନେଇ ବିରୋଧ କରିଥିଲେ ଏବେ ସେଭଳି ବିରୋଧ ନିକାହ ହଲାଲା ଓ ବହୁ ବିବାହ ପ୍ରଥା କ୍ଷେତ୍ରରେ ବି କରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସଙ୍କେତ ଦିଆଯାଇଛି । ମିଳିଥିବା ଖବର ଅନୁସାରେ, ଏ ନେଇ ସୁପ୍ରିମକୋର୍ଟରେ…