Monthly Archives

May 2018

ଖସୁଛି ବିଜେପି, ଝଲସୁଛନ୍ତି ବିରୋଧୀ ! ୨୮୨ରୁ ୨୭୩ର ଯାତ୍ରା

ଖସୁଛି ବିଜେପି, ହସୁଛନ୍ତି ବିରୋଧୀ । ବିଭିନ୍ନ ରାଜ୍ୟରେ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଲାଗିଛି ବଡ଼ ଝଟକା । ୪ଟି ଆସନରେ ନିର୍ବାଚନ ହୋଇଥିବା ବେଳେ ମାତ୍ର ଗୋଟିଏରେ ବିଜୟ ହାସଲ କରିଛି ବିଜେପି । ଖାସକରି କୈରାନା ଓ ଭଣ୍ଡାରା ଗୋଦିଆ ଆସନ ବିଜେପି ହାତରୁ ଖସି ଯାଇଛି ।…

ଆମ୍ବ ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ ! ଶରୀରକୁ ଦେଇଥାଏ ଅନେକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର ।

ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ । ଆମ୍ବ ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟକର ମଧ୍ୟ । ସେହିପରି ଆମ୍ବ ପତ୍ରରେ ଭିଟାମିନ୍ ଏ, ବି ଓ ସି ଭରପୂର ମାତ୍ରାରେ ରହିଥାଏ । ଏଥିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ବି ମହଜୁଦ ଥାଏ। ୧. ଯଦି ଆପଣଙ୍କ କୌଣସି ସ୍ଥାନ ପୋଡି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ! ଓଡ଼ିଶାରୁ ଉପସାଗରୀୟ ରାଷ୍ଟ୍ର ଗୁଡ଼ିକୁ ହେବ ଖାଦ୍ୟ ରପ୍ତାନି, ସହଯୋଗ ଓ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦ୍ରିକ ଉତ୍ପାଦ ଶିଳ୍ପରେ ଓଡିଶାରେ ପୁଂଜି ନିବେଶ ପାଇଁ ଉପସାଗରୀୟ ରାଷ୍ଟ୍ର ସମୂହରେ ପୁଂଜି ନିବେଶକାରୀ ମାନଙ୍କ ସହ ସେ କଥା ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ…

ପୁଅ ନହେଲେ ଚଳିବ, କିନ୍ତୁ ମତେ ମୋ କୁକୁଡା ଦରକାର ! କୁକୁଡାକୁ ନେଇ ମୁହାଁମୁହିଁ ବାପା-ପୁଅ ।

ଏକ କୁକୁଡାକୁ ନେଇ ବାପା ଓ ପୁଅ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଏପରିକି କୁକୁଡାକୁ ନେଇ ବାପା ପୁଅଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପିଜିଛି । ଛତିଶଗଡ ଦୁର୍ଗ ଜିଲ୍ଲାର ଭିଲ୍ଲାଇ ଗାଁ ନିକଟରେ ଥିବା ଥାନାରେ ଏକ କୁକୁଡାକୁ ଅପହରଣ କରିଥିବା ଅଭିଯୋଗ ହୋଇଛି । କୁକୁଡା ଅପହରଣ ମାମଲାରେ…

ବିଜେପିକୁ ଅଡ଼ୁଆ ମେଣ୍ଟ ରାଜନୀତି ! ୨୦୧୯ରେ ବିଜେପିର ବିଜୟ ରଥରେ ବ୍ରେକ ଲଗାଇବ କି ବିରୋଧୀଙ୍କ ମହାମେଣ୍ଟ

କନକ ବ୍ୟୁରୋ : ୨୦୧୯ ପୂର୍ବରୁ ଏହି ଉପନିର୍ବାଚନକୁ ଉଭୟ ବିରୋଧୀ ଓ ଶାସକ ଦଳ ବେଶ ଗୁରୁତ୍ୱ ଦେଉଥିଲେ । ପୂରା ଦମରେ ମୁହାଁମୁହିଁ ହୋଇଥିଲେ ବିଜେପି ବନାମ ବିରୋଧୀ । ବିରୋଧୀ ଦଳ ଏକାଠି ହେଲେ ବିଜେପିକୁ ହରାଇବା ସମ୍ଭବ ବୋଲି ବାର୍ତା ଦେଇଛି ଏହି ଉପନିର୍ବାଚନ । ଗୋଟିଏ କଥା କୁହାଯାଇପାରେ,…