ମାଲକାନଗିରି ସୀମାରେ ୨୦ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ମାଓବାଦୀ ଦରଭା ଡିଭିଜିନାଲ୍ କମିଟିର ସକ୍ରୀୟ ସଦସ୍ୟ ଥିଲେ । ତେବେ ଛତିଶଗଡ ବସ୍ତର ଜିଲ୍ଲାର ଦରଭା ଥାନାରେ ଆଇଜି, ଏସପି ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।