ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନର ପରୀକ୍ଷା ଫଳ ! ଦିନ ୧୧ଟାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କରିବେ ଉନ୍ମୋଚନ

21

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନର ପରୀକ୍ଷା ଫଳ । ଦିନ ୧୧ଟା ବେଳେ କାଉନସିଲ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏହାର ଉନ୍ମୋଚନ କରିବେ । ଫଳାଫଳ ଅନଲାଇନ୍ରେ ଉପଲବ୍ଧ ହେବ । ଯୁକ୍ତ ଦୁଇ ଗଣଶିକ୍ଷା ବିଭାଗରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପ୍ରକାଶ ପାଉଛି । ରାଜ୍ୟର ପ୍ରାୟ ୯୦ ହଜାର ୯୯୦ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –