ଚନ୍ଦକା ଜଙ୍ଗଲର ଡମପଡା ଅଭୟାରଣ୍ୟରୁ ୨ ଶିକାରୀ ଗିରଫ ! ସେମାନଙ୍କଠାରୁ ଦେଶୀ ବନ୍ଧୁକ, ବାରୁଦ ଓ ମାରଣାନ୍ତ୍ର ଜବତ

43

କନକ ବ୍ୟୁରୋ : ଚନ୍ଦକା ଜଙ୍ଗଲର ଡମପଡା ଅଭୟାରଣ୍ୟରୁ ୨ ଶିକାରୀ ଗିରଫ । ଚନ୍ଦକା ରେଞ୍ଜରେ ପେଟ୍ରୋଲିଂ ସମୟରେ ୨ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ବାରୁଦ ଓ ମାରଣାନ୍ତ୍ର ଜବତ ହୋଇଛି । ଉଭୟଙ୍କ ଘର ନିକଟସ୍ଥ କୁଅମଡା ଗାଁରେ ବୋଲି ଜଣାପଡିଛି । ଉଭୟ ପୂର୍ବରୁ ଅନେକ ଶିକାର କରିଥିବା କଥାକୁ ସ୍ୱୀକାର କରିଥିବା ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-