ପୁଣି ନିଆଳିରେ ମେଣ୍ଢା ଆକ୍ରମଣ ! ବାହାରଣା ଗାଁରେ ଦୁଇ ମେଣ୍ଢାକୁ ମାରିଲା ଜଙ୍ଗଲୀ ଜୀବ

34

କନକ ବ୍ୟୁରୋ : ନିଆଳିରେ ପୁଣି ମେଣ୍ଢାକୁ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୨ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ମେଣ୍ଢା ଆହତ ହୋଇଛି । ବାହାରଣା ଗାଁରେ ମେଣ୍ଢାଙ୍କୁ ଆକ୍ରମଣ ହୋଇଛି । ଏହାକୁ ନେଇ ଏବେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ମେଣ୍ଢାଙ୍କ ମୃତ୍ୟୁ ନିଆଳି ବାସିନ୍ଦାଙ୍କ ଚିନ୍ତା ବଢାଇଦେଇଛନ୍ତି ।