ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

38

କନକ ବ୍ୟୁରୋ : ଆସନ୍ତା ୧୮ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ମାର୍ଚ୍ଚ ୬ ରୁ ଥିଓରୀ ପରୀକ୍ଷା । ମାର୍ଚ୍ଚ ୨୮ରେ ପରୀକ୍ଷା ଶେଷ ହେବ । ୧୧୦୦ କେନ୍ଦ୍ରରେ ପରୀକ୍ଷା ହେବ । ଚଳିତ ବର୍ଷ ୩ ଲକ୍ଷ ୬୩ ହଜାର ୩୧୮ ପରୀକ୍ଷାର୍ଥ ପରୀକ୍ଷା ଦେବେ । ୨ ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ ଏନେଇ ସୂଚନା ଦେଇ ଛନ୍ତି ।