ସମ୍ବଲପୁର ଯୁଜୁମରାରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ

24

ସମ୍ବଲପୁର : ହୋଇପାରିଲାନି ଜଗନ୍ନାଥଙ୍କ ଦର୍ଶନ । ବର୍ଷର ଶେଷ ମାସରେ ଆଶା ଥିଲା ମହାପ୍ରଭୁଙ୍କ ଦର୍ଶନ କରିବେ । ହେଲେ ବାଟରେ ଜଗିଥିଲା କାଳ । ସମ୍ବଲପୁରରୁ ପୁରୀ ଯିବା ବେଳେ ଗଡବାହଲ ନିକଟରେ ଘଟିଲା ଦୁର୍ଘଟଣା । ଯୁଜୁମରାରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ଆଉ ଘଟଣାସ୍ଥଳରେ ଆଖି ବୁଜିଲେ ପୁରୀ ଯାଉଥିବା ୨ ଜଣ ବ୍ୟକ୍ତି ।