ୱାର୍ଟସ ଆପ୍ ନମ୍ବରକୁ ନେଇ ବ୍ରହ୍ମଗିରିରେ ଲଙ୍କାକାଣ୍ଡ ! ଜଣେ ଯୁବତୀଙ୍କୁ ମାଡ଼

41

କନକ ବ୍ୟୁରୋ: ୱାର୍ଟସ ଆପ୍ ନମ୍ବରକୁ ନେଇ ବ୍ରହ୍ମଗିରିରେ ଲଙ୍କାକାଣ୍ଡ । ଜଣେ ଯୁବତୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ।

ଗୋପଛକ ଠାରେ ବାଇସିବାଟୀ ଗାଁର ଗଣେଷ ପ୍ରଧାନ ଏବଂ ତାଙ୍କ ଭାଇ ଜଣେ ଯୁବତୀଙ୍କୁ ତାର ୱାଟର୍ସ ଆଫ୍ ନମ୍ବର ମାଗିଥିଲେ । ହେଲେ ଯୁବତୀ ଜଣକ ନମ୍ବର ନଦେବାକୁ ତାକୁ ଅଶ୍ରବ୍ୟ ଭାଷାରେ ଗାଳିଗୁଳଜ କରିଥିଲେ । ଏମିତିକି ହାତ ଉଠାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-