ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଦୁଃସାହାସିକ ଯାତ୍ରାରେ ୧୫ ଓଡିଆ ପର୍ବତାରୋହୀ ଉତରାଖଣ୍ଡ ସ୍ଥିତ ରୁଦୁଗେରା ଶୃଙ୍ଗ ଆରୋହଣ କରିବେ । ସେପ୍ଟମ୍ବର ୨୦ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଏହି ଯାତ୍ରା କରିବେ । ବଛେନ୍ଦ୍ରି ପାଲଙ୍କ ତତ୍ୱାବଧାନରେ ଅଭିଯାନ ଚାଲିବ ।