ଯାତ୍ରୀବାହି ବସ୍ ଟ୍ରକ ମୁହାଁମୁହିଁ ଧକ୍କା ! ୧୫ ଯାତ୍ରୀ ଆହତ ସୂଚନା

33

କନକ ବ୍ୟୁରୋ: ଯାତ୍ରୀବାହି ବସ୍ ଟ୍ରକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି । ଟାଙ୍ଗି ବଇଁଚୁଆଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଚଣ୍ଡିଖୋଲରୁ ବସଟି କଟକ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-