ବିବାଦର ଦୋଛକି ଭିତରେ ପୋସ୍କୋକୁ ପୂରିଛି ୧୧ ବର୍ଷ : ନା ହେଲା ପ୍ରକଳ୍ପ ନା କ୍ଷତିପୂରଣ ପାଇଲେ ଜମିହରା

30

ପାରାଦୀପ : ବିବାଦର ଦୋଛକି ଭିତରେ ପୋସ୍କୋର ଓଡିଶା ପ୍ରକଳ୍ପକୁ ପୂରିଛି ୧୧ ବର୍ଷ । ଏହାରି ଭିତରେ ଜୀବନ ଜୀବିକା ହରାଇଛନ୍ତି ପାରାଦୀପ ନିକଟ ନୂଆଗାଁ ଓ ଗଡକୁଜଙ୍ଗର ଶହଶହ ପରିବାର । ହେଲେ ଏ ଯାଏଁ ପ୍ରକଳ୍ପ ହୋଇନି କି ଜମିହରାଙ୍କୁ କ୍ଷତିପୂରଣ ମିଳିନି । ଯାହାକୁ ନେଇ ଅସନ୍ତୁଷ୍ଟ ପୋସ୍କୋ ସପକ୍ଷବାଦୀ  ଓ ବିପକ୍ଷବାଦୀ । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ : –

ଏହା ସହ ପପୁଙ୍କ ପୋଲ ଖୋଲ୍ : ଅଭିନେତ୍ରୀଙ୍କ ସାଙ୍ଘାତିକ୍ ଅଭିଯୋଗ