ଜମ୍ମୁ ଓ କଶ୍ମୀର : ବରଫ ଅତଡା ଖସି ୧୦ ଯବାନ ମୃତ,୪ ନିଖୋଜ

35

କନକ ବ୍ୟୁରୋ : ଜମ୍ମୁ ଓ କଶ୍ମୀର ଗୁରୁଜ ସେକ୍ଟରରୁ ୧୦ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ୪ ଜଣ ଯବାନ ନିଖୋଜ ଅଛନ୍ତି । ଯବାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପେରସନ ଜାରି ରହିଛି । ଗତକାଲି ଗୁରୁଜ ସେକ୍ଟରରେ ବରଫ ଅତଡା ଖସିଥିଲା । ବରଫ ଅତଡାରେ ଯବାନ ମାନେ ପୋତି ହୋଇଯାଇଥିଲେ ।