ନିଳାଦ୍ରି ବିଜେ ବିଶୃଙ୍ଖଳା ଘଟଣାରେ ଅଭିଯୁକ୍ତ ୧୧ ସେବାୟତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

44

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନିଳାଦ୍ରି ବିଜେ ବିଶୃଙ୍ଖଳା ଘଟଣାରେ ଅଭିଯୁକ୍ତ ୧୧ ସେବାୟତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ୩୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ଜାମିନ ଦେଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ।